Latest Odisha News

BREAKING NEWS

ପରୀକ୍ଷା ନଦେଇ ରେଲୱେରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି (IRCTC), ନର୍ଥ ଜୋନ୍ ଅପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ…

ଶୋ ଛାଡିବା ପରେ କପିଲଙ୍କ ସହ କଥା ହୋଇ ପାରିନଥିଲେ ଅଲି ଅସଗର

ମୁମ୍ବାଇ: ଅଭିନେତା ତଥା କମେଡିଆନ ଅଲି ଅସଗର କପିଲ ଶର୍ମାଙ୍କ ପୁଣି 'ଦ କପିଲ ଶର୍ମା ଶୋ'ରେ ନଜର ଆସିବେ। ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି ଅଲି। ଅଲି ୨୦୧୭ ରେ କପିଲଙ୍କ ଲୋକପ୍ରିୟ କମେଡି ଶୋ ରୁ ବିଦାୟ ନେଇଥିଲେ ଏବଂ ଏହାର କାରଣ କ୍ରିଏଟିଭ ମତଭେଦ କରାଯାଉଥିବା ଦର୍ଶାଇଥିଲେ।…

ନନ୍ଦାହାଣ୍ଡିରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ୧୭ ଅସୁସ୍ଥ

ନବରଙ୍ଗପୁର: ପୁଣି ବ୍ୟାପିଲା ଝାଡ଼ାବାନ୍ତି । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝାଡ଼଼ାବାନ୍ତି ବ୍ୟାପିଛି । ବି.ମାଳିଗୁଡ଼ା ଗାଁର ଧୋବାସାହିରେ ଝାଡ଼ାବାନ୍ତିରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଓଜନ ହ୍ରାସ ପାଇଁ ଡାଏଟରେ ସାମିଲ କରନ୍ତୁ ‘ଗ୍ଲୁଟେନ ଫ୍ରି ଖାଦ୍ୟ’

ଓଡିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଅନେକ ଲୋକ ମୋଟାପଣ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଓଜନ କମେଇବାକୁ ପ୍ରତିଦିନ ବ୍ୟାୟାମ କରିବା ସହିତ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ତେବେ ମଟାପଣ କମେଇବାକୁ ହେଲେ ଆପଣ ଖାଦ୍ୟରେ ଗ୍ଲୁଟେନ୍…

ଗୁଗଲରେ ଭୁଲରେ ବି କରନ୍ତୁ ନାହିଁ ଏପରି ସର୍ଚ୍ଚ, ନଚେତ ଯାଇପାରନ୍ତି ଜେଲ୍!

ଓଡିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସାମାନ୍ୟ ତଥ୍ୟ ଜାଣିବାକୁ ହେଲେ ଆମେ ସମସ୍ତେ ଗୁଗଲ୍ ସର୍ଚ୍ଚ ବ୍ୟବହାର କରୁ। ଆମର ପ୍ରତ୍ୟେକ ଛୋଟ ବଡ ପ୍ରଶ୍ନର ଉତ୍ତର, କୌଣସି ପ୍ରସଙ୍ଗ ସହିତ ଜଡିତ ତଥ୍ୟ ଆମେ ଗୁଗଲ୍ ସର୍ଚ୍ଚ ମାଧ୍ୟମରେ ପାଇଥାଉ। ଯଦିଓ ଆମେ ଗୁଗଲରେ କିଛି ଭଲ ତଥ୍ୟ ପାଇବା ପାଇଁ ସର୍ଚ୍ଚ…

ଆମେରିକା ନାଗରିକଙ୍କୁ ଜମ୍ମୁ-କାଶ୍ମୀର ଯାତ୍ରା ବାରଣ !

ୱାଶିଂଟନ: ଆମେରିକା "ଅପରାଧ ଏବଂ ଆତଙ୍କବାଦ" କୁ ଦୃଷ୍ଟିରେ ରଖି ଭାରତ ଯାତ୍ରା ପ୍ରତି ନିଜର ନାଗରିକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କହିଛି। ଏଥିସହିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ନଯିବା ପାଇଁ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ପ୍ରକାଶିତ ଏକ…

ଲଲିପପ୍ ଖାଇ ୮ ବର୍ଷର ବାଳକ ମୃତ, ଥାନାରେ ଦୋକାନୀ ଅଟକ

ପାରଳାଖେମୁଣ୍ଡି: ଛୋଟ ହୁଅନ୍ତୁ କି ବଡ଼ ସମସ୍ତେ ଚକଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଆଉ ଛୋଟ ଛୁଆଙ୍କୁ ଲଲିପପ୍ ଧରାଇ ଦେଲେ ସେମାନଙ୍କ ଖୁସି କହିଲେ ନସରେ । କିନ୍ତୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଲଲିପପ୍ ଖାଇ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଡ଼ କଥା…

ରାଜଧାନୀର ରାସ୍ତାକଡ଼ରେ ବିକୁଥିଲେ କଦଳୀ, କାର୍ ଧକ୍କାରେ ଚାଲିଗଲା ପ୍ରାଣ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଏକ କାର୍ ଧକ୍କାରେ ଜଣେ କଦଳୀ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ରାଜମହଲ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ସକାଳେ ରାଜମହଲ ପଟୁ କଳ୍ପନା…

ଶାହରୁଖଙ୍କ ଘର ପାର୍ଟିରେ ରାତି ୩ଟାରେ ଖାଦ୍ୟ ପରସା ଯାଏ

ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ହିନ୍ଦୀ ସିନେମାକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଆସିଛନ୍ତି। କିନ୍ତୁ ସେ ନିଜ ଘରେ ଯେପରି ପାର୍ଟି ରଖନ୍ତି ସେନେଇ ସର୍ବଦା ଚର୍ଚ୍ଚାରେ ରହନ୍ତି। ବାଦଶାହଙ୍କ ଘରେ ବହୁତ ଗ୍ରାଣ୍ଡରେ ଯେକୌଣସି ପାର୍ଟି ସେଲିବ୍ରେଶନ କରାଯାଏ ଏବଂ ସେ ବହୁତ ଅଭିନେତା,…

‘ସବୁଠୁ ଅଧିକ କଣ୍ଡୋମ ଆମେ ବ୍ୟବହାର କରୁଛୁ’, ଜନସଂଖ୍ୟାକୁ ନେଇ ଭାଗବତଙ୍କ ଉପରେ ବର୍ଷିଲେ ଓୱେସୀ

ହାଇଦ୍ରାବାଦ: ପୁଣି ଆରଏସଏସକୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ। ଏଥର ଜନସଂଖ୍ୟାକୁ ନେଇ ମୋହନ ଭାଗବତଙ୍କ ଉପରେ ବର୍ଷିଛନ୍ତି ଓୱେସୀ। ସେ କହିଛନ୍ତି, ମୁସଲମାନଙ୍କ ଜନସଂଖ୍ୟା ବଢୁନାହିଁ, ବରଂ କମୁଛି ଏବଂ ଦେଶରେ ସବୁଠୁ ଅଧିକ କଣ୍ଡୋମ ମୁସଲମାନମାନେ ବ୍ୟବହାର କରୁଛନ୍ତି। ଦେଶରେ 'ଧାର୍ମିକ…