Latest Odisha News

BREAKING NEWS

ଆସୁଛି ଦଶହରା, ଝଲସୁଛି ଗାଁଠୁ ସହର

କାମାକ୍ଷାନଗର: ଓଡ଼ିଶାର ଗଣପର୍ବ ଦଶହରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ମାଆଙ୍କ ଧରାବତରଣ ପରେ ଜନାରଣ୍ୟ ପାଲଟିଛି କାମାକ୍ଷାନଗର । ଢେଙ୍କାନାଳର ଗଣପର୍ବ ଭିତରେ କାମାକ୍ଷାନଗରର ଦଶହରା ପର୍ବ ସମଗ୍ର ଜିଲ୍ଲାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ରଙ୍ଗାରଙ୍ଗ ଆଲୋକ…

ମାଆଙ୍କୁ ଛାଡ଼ି ନିଆଁରେ ଜଳିଗଲା ସବୁକିଛି, ୫ ଜଣଙ୍କ ମୃତ୍ୟୁ

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି…

୨୦୨୩ ଅଗଷ୍ଟରେ ବିଏସଏନ୍ଏଲ୍ ଆଣିବ ୫ଜି ସେବା 

ବିଏସଏନ୍ଏଲ୍ ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର  ।  ବିଏସଏନ୍ଏଲ୍ ପ୍ଲାନ ରେ ଉପଲବ୍ଧ ହେବ ୫ଜି ସେବା  । ଏୟାରଟେଲ୍ ଏବଂ ଜିଓ ର ଚିନ୍ତା ବଢାଇବ ବିଏସଏନ୍ଏଲ୍ର ଡାଟା ସୁବିଧା  । ଏୟାରଟେଲ୍ ଏବଂ ଜିଓ ପ୍ଲାନ୍ ଅପେକ୍ଷା ଗ୍ରାହକଙ୍କୁ ଶସ୍ତାରେ ଯୋଗାଇେଦବ ବିଏସଏନ୍ଏଲ୍ ପ୍ଲାନ। କାରଣ ବିଏସଏନ୍ଏଲ୍…

ଦିନ ଗୋଟାଏ ଯାଏ ଖୋର୍ଦ୍ଧା, ପୁରୀ ସହ ୧୧ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ୧୩ ଜିଲ୍ଲାକୁ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନ ଗୋଟାଏ ଯାଏ ୧୩ଟି ଜିଲ୍ଲାରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା,…

ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ :  ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ବେଶ୍ ଚର୍ଚ୍ଚାରେ ରହିଆସିଛି । ତେବେ ଆଜି ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।  ତେବେ…

ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର :  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ…

ମା ଶାରଳାଙ୍କ ପୀଠରେ ରୀତିନୀତିରେ ଚାଲିଛି ମହାଷ୍ଟମୀ ପୂଜା

ଜଗତସିଂହପୁର : ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା,ପ୍ରଖାଳ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଝଙ୍କଡ଼ ପୀଠ। ଚଣ୍ଡୀପାଠ ସହ ମନ୍ତ୍ରତନ୍ତ୍ର ପୂଜାରେ ମାଙ୍କ ପୂଜା ଚାଲୁଥିବା ବେଳେ ଏହି ଅଲୌକିକ ପୂଜାର ଦର୍ଶନ ପାଇଁ ମାଙ୍କ…

ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା…

କାର ଟାୟାର ବଦଳାଉଥିଲେ ସାବଧାନ ! ନୂଆ କହି ବ୍ୟବହୃତ ଟାୟାର କରୁଛନ୍ତି ବିକ୍ରି

ଓଡିଶା ସମ୍ବାଦ ବ୍ୟୁରୋ: କିଛି ଲୋଙ୍କର କାର୍ ପରିବର୍ତ୍ତନ ଏକ ନିଶା ଥାଏ। ଅନେକ ଲୋକେ ଆବଶ୍ୟକତା କାରଣରୁ କାରକୁ ସଂଶୋଧନ କରନ୍ତି ଏବଂ କିଛି ଲୋକେ ନିଜ ସଉକ ପାଇଁ କାରର ବିଭିନ୍ନ ଅଂଶ ବଦଳାନ୍ତି। ଯାନବାହାନରେ ଟାୟାର ପରିବର୍ତ୍ତନ କରିବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଅନେକ ଲୋକ ଏପରି…

କାର୍ ଭିତରୁ ମିଳିଲା ୩ କିଲୋ ୭ଶହ ଗ୍ରାମ ସୁନା ଓ ୧୮୦ କିଲୋ ରୁପା

ବ୍ରହ୍ମପୁର: ବ୍ରହ୍ମପୁରରୁ ୩ କିଲୋ ରୁ ଅଧିକ ସୁନା ଓ ୧୮୦ କିଲୋ ରୁପା ଜବତ। ତାମିଲନାଡ଼ୁରୁ ଏକ ସ୍କୋଡା କାରରେ ବିପୁଳ ପରିମାଣର ସୁନା ଓ ରୁପା ବ୍ରହ୍ମପୁରକୁ ଅଣାଯାଉଥିବା ବେଳେ ସୋରଳ ଜଙ୍କସନ୍‌ରୁ ଜବତ କଲା ଗୋଳନ୍ଥରା ପୋଲିସ  । ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର…