Latest Odisha News

BREAKING NEWS

ହସର ଲୁହସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

ଯାଜପୁର : ଘରଖଣ୍ଡେ ନାହିଁ , ଜାଗା ଖଣ୍ଡେ ନାହିଁ   । ସେଥିପାଇଁ ବିଧାନସଭା ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଜିଲ୍ଲାପାଳ ଅଫିସ ଠାରୁ ତହସିଲଦାର ଅଫିସ ସବୁଠି ବୁଲିବୁଲି ଦୁଃଖ ଜଣାଉଥିଲେ ପ୍ରଫୁଲ ଦାସ  । ଯାଜପୁର ଜିଲ୍ଲା ରଗଡି ଗାଁରେ ରହୁଥିବା ପ୍ରଫୁଲ୍ଲ ଦାସଜଣେ ଦିବ୍ୟାଙ୍ଗ  ।…

ଓଡିଶାର ନେମାହ ଜିତିଲେ ଆଇଟା ସୁପର ସିରିଜ ବାଳିକା ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଟେନିସ ଖେଳାଳି ନେମାହ ଶାରା କିସପୋଟ୍ଟା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶନିବାର ଆସାମର ଜୋହରାଟରେ ଅନୁଷ୍ଠିତ ଆଇଟା ସୁପର ସିରିଜ ୧୬ ବର୍ଷରୁ କମ ଟୁର୍ଣ୍ଣାମେଂଟର ବାଳିକା ସିଙ୍ଗଲ୍ସ ବିଭାଗରେ ନେମାହ ଟାଇଟଲ ହାସଲ କରିଛନ୍ତି । ସେ ଓଡିଶାକୁ ଗୌରବାନ୍ୱିତ…

ରୁଷିଆ ବାଦୁଡିଙ୍କ ନିକଟରୁ ମିଳିଲା ଖୋସ୍ତା ୨ ଭାଇରସ, ବୈଜ୍ଞାନିକମାନେ ଚିନ୍ତାରେ

ମସ୍କୋ: କରୋନା ମହାମାରୀ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ରୁଷିଆରେ ବାଦୁଡିମାନଙ୍କ ନିକଟରୁ ଏକ ନୂତନ ପ୍ରକାର ଭାଇରସ ମିଳିଛି । ଏହାର ନାମ ଖୋସ୍ତା ୨ ଭାଇରସ । ଏହା ମଣିଷକୁ ସଂକ୍ରମିତ କରିବା ଆଶଙ୍କା ରହିଛି । ବର୍ତମାନ ଯେତିକି କରୋନା ଭ୍ୟାକ୍ସିନ ବାହାରିଛି ଏହାର ମୁକାବିଲା କେହି କରି…

ଓଡିଶାରେ ପ୍ରଥମ ଥର ପାଇଁ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର  

କୋରାପୁଟ : ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା କୃଷି କ୍ଷେତ୍ରରେ କୃଷି ଡ୍ରୋନର ବ୍ୟବହାର। ଅଳ୍ପ ସମୟରେ ଏକର ଏକର ଜମିକୁ କିପରି କୃଷି ସାର ଓ ଅନ୍ୟ ରାସାୟନିକ କୀଟ ସାର ସିଞ୍ଚନ କରାଯାଇ ପାରିବ ଏହି ଉଦ୍ଦେଶ୍ୟ ରେ ନାବାର୍ଡ ପାଟେଣେଶ୍ୱରୀ ଚାଷୀ ସମବାୟ ସମିତିକୁ ଚାଷୀମାନଙ୍କ ସହାୟତା…

୨୫ ସେପ୍ଟମ୍ବରରେ ଧୋନୀ ନେବେ କି ଆଇପିଏଲରୁ ଅବସର ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଆଇପିଏଲରୁ ଅବସର ନେବାକୁ ଯାଉଛନ୍ତି ବୋଲି ପ୍ରଶଂସକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଧୋନୀ ସୋସିଆଲ ମିଡିଆରେ ୨୫ ସେପ୍ଟେମ୍ବର ମଧ୍ୟାହ୍ନ ୨ଟାରେ ଲାଇଭରେ ଆସି ବଡ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ୨ ବର୍ଷ ତଳେ…

ଦକ୍ଷତା ବିକାଶ ସହାୟତାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ପୁରୀ : ଦେଶର ବିକାଶ କରିବାକୁ ହେଲେ ଦକ୍ଷତା କୁ ବିକାଶ କରାଇବାକୁ ହେବ । ସେଥିପାଇଁ  ପୁରୀରେ ଆରମ୍ଭ ହୋଇଯାଇଛି  ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ଦଶମ ପରାମର୍ଶଦାତା କମିଟି ବୈଠକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ  ଅନୁଷ୍ଠିତ ହୋଇଯାଇଛି।…

ଅଯୋଧ୍ୟାରେ ଧୂମଧାମରେ ପାଳିତ ହେବ ଲତା ମଙ୍ଗେସକରଙ୍କ ଜନ୍ମଦିନ

ଅଯୋଧ୍ୟା: ସେପ୍ଟମ୍ବର ୨୮ ହେଉଛି ସ୍ୱର୍ଗତଃ ଲତା ମଙ୍ଗେସରକରଙ୍କ ଜନ୍ମଦିନ । ଏହାକୁ ଧୂମ ଧାମରେ ପାଳନ କରିବା ପାଇଁ ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଯୋଧ୍ୟାର ମୂଖ୍ୟ ପ୍ରବେଶ ଦ୍ୱାର ନୟା ଘାଟକୁ ଏବେ ଲତା ମଙ୍ଗେସକରଙ୍କ ନାମରେ ନାମିତ ହେବ । ଏ ନେଇ ଆୟୋଜିତ ଭବ୍ୟ…

ଚୀନ ରାଷ୍ଟ୍ରପତି ଗୃହବନ୍ଦୀ ହେବା ନେଇ ଚର୍ଚ୍ଚା, ସ୍ୱାମୀଙ୍କ ଟୁଇଟ ଦ୍ୱନ୍ଦ୍ୱ ବଢ଼ାଇଲା

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି ବୋଲି ଖବର ପ୍ରଚାର ହେବାରେ ଲାଗିଛି । ଏ ନେଇ କୌଣସି ଅଫିସିଆଲ ତଥ୍ୟ ମିଳି ନ ଥିଲେ ମଧ୍ୟ ସାରା ବିଶ୍ୱରେ ଏହାକୁ ନେଇ ଆଲୋଚନା ହେଉଛି । ରିପୋର୍ଟ ମୁତାବକ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ଏହି ପଦକ୍ଷେପ ଗ୍ରହଣ…

ବାବୁସାନଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଆଜି ଡିସଚାର୍ଜ ହୋଇଛନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ…