Latest Odisha News

BREAKING NEWS

ପିଲାଙ୍କ ସ୍ମୃତି ଶକ୍ତି ବଢ଼ାଇବେ କିପରି?

ଅଭିଭାବକ ପିଲାଙ୍କ ସ୍ମୃତି ଶକ୍ତି ପ୍ରଖର କରିବା ପାଇଁ ମେମୋରି ଟନିକ ଓ ମଲ୍ଟି ଭିଟାମିନ ଭଳି ଅନେକ କିଛି ଖୁଆନ୍ତି। ପିଲାଙ୍କ ଧିଶକ୍ତି ବଢେଇବା ପାଇଁ କେଉଁ ବାପା-ମାଆଙ୍କର ଇଚ୍ଛାନଥାଏ କହିଲେ। ପ୍ରତ୍ୟେକ ଶିଶୁଙ୍କର ପିତାମାତା ଆଶା କରନ୍ତି ଯେ ସେମାନଙ୍କ ପିଲା ପଢା-ଲେଖାରେ ଏବଂ ଅନ୍ୟାନ୍ୟ…

ଉର୍ଫିଙ୍କ ସିମ୍ କାର୍ଡ଼ରେ ନିର୍ମିତ ଡ୍ରେସ୍ ଦେଖି ପ୍ରଶଂସକ ତାଜୁବ

ମୁମ୍ବାଇ: ସୋସିଆ ମିଡିଆ ସେନ୍ସେଶନ ଉର୍ଫି ଜାବେଦ ନିଜର ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିଜର ଅତରଙ୍ଗୀ ଆଉଟଫିଟ୍ ନେଇ ଫ୍ୟାସନ ଇଣ୍ଡଷ୍ଟ୍ରୀରେ ନୂଆ ବେଞ୍ଚମାର୍କ ସେଟ୍ କରିଦେଇଛନ୍ତି । ଉର୍ଫି ଯାହା କରୁଛନ୍ତି ତାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି । ଅନେକ ଥର…

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ…

ଫିଲ୍ମ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ: ଅଜୟ ଦେବଗନ ଓ ରକୁଲପ୍ରୀତ ସିଂହ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଚାଲିଛି ବିରୋଧ। ଉତ୍ତରପ୍ରଦେଶର ଜନପଦ ଇଟାୱା ସମେତ ସାରା ଦେଶରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ‘ଚିତ୍ରଗୁପ୍ତ’ଙ୍କୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌ ଭୁବନେଶ୍ୱର : ନୂଆଁଖାଇ ପରିବାର ଓ ଶିବାଂଶୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ 'ନୂଆଁଖାଇ ଭେଟଘାଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳା,ସଂସ୍କୃତି, କ୍ରୀଡ଼ା,…

କବିତା : ଜୀବନ

ସସ୍ମିତା ମହପାତ୍ର  ଜୀବନରେ କେତେ ଅତୀତ ଯନ୍ତ୍ରଣା ମଣିଷକୁ ଜାଳୁଥାଏ । ବୟସ ବଢିଲେ ଗଡିଗଲେ କିବା ସେ ବାସନା ଚାଲିଯାଏ ।। ଯେ ଯାହା କରିଛି ଯେପରି ସର୍ଜିଛି ତା ମନ ସେପରି ବାସେ । ଅତୀତର ଜ୍ବାଳା ନୁହେଁ ପ୍ରଶମିତ ସବୁ ସଂସାର ବିନାଶେ ।। ଚର୍ମ ଧୁଡୁ ଧୁଡୁ ଧବଳ କେଶ ଯେ ବାହାରେ…

ଶିଶୁ କବିତା : ବିଲୁଆ ନନାର ବାହାଘର

ପ୍ରଣତି ଆଚାର୍ଯ୍ୟ ମିଶ୍ର  ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର ସଭିଏଁ ମିଶି କରିବେ ବନେ ବିଲୁଆ ନନା ବାହାଘର।। ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ ଘରକୁ ଘର ଖବର ଦେଇ ଚତୁର କାଉ ରାବେ।। ସଭା କରିଲେ ସଭିଏଁ ମିଶି କାମ କିପରି ହେବ କାମ ବାଣ୍ଟିଲେ ନିଜ ଭିତରେ…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୧ ମୂଳ କନ୍ନଡ଼: ଏଚ ଭି ସାବିତ୍ରାମ୍ମା  ଏଇ ଗଲା ଦି’ ସପ୍ତାହ ତଳେ ଚନ୍ଦ୍ର ତା’ର ଶ୍ୱଶୁର ଘରକୁ ଫେରିଥିଲା । କିନ୍ତୁ ସେ ଯେଉଁ ଭୟଙ୍କର ପରିସ୍ଥିତିର ସାମ୍‌ନା କରି ଆସିଥିଲା, ତା’ ମନରୁ ସେ ସ୍ମୃତି ଲିଭି ନ ଥିଲା । ସେଥିରୁ ସେ…

ଘାଟୀରେ ୨ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କଲେ ଆତଙ୍କବାଦୀ

ପୁଲୱାମା: କଶ୍ମୀରରେ ଶନିବାର ପୁନର୍ବାର ଆତଙ୍କବାଦୀମାନେ ୨ ନିରୀହ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କରିଛନ୍ତି । କିଛି ଦିନ ହେବ ଟାର୍ଗେଟ କିଲିଂ ଥମି ଯାଇଥିବା ବେଳେ ଆଜିର ଘଟଣା ପୁଣି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇଛି । ଗୁଳିମାଡ ହେବା ପରେ ୨ ଶ୍ରମିକ ଶମଶାଦ ଅହମ୍ମଦ ଓ ଫୈଜାନ…