Latest Odisha News

BREAKING NEWS

ମନ କଥା ଖୋଲି କହିଲେ କୋହଲି, ଖରାପ ସମୟରେ କେବଳ ମେସେଜ କରିଥିଲେ ଧୋନୀ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହା ପରେ ଆୟୋଜିତ ପ୍ରେସ ମିଟରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ମନ କଥା ଖୋଲି କରି କହିଛନ୍ତି । ବିଭିନ୍ନ ପ୍ରଶ୍ନର ଉତର ଦେବା ଅବସରରେ ସେ କହିଥିଲେ ମୋ ଖରାପ ସମୟରେ…

କବିତା : ଗୁରୁ

ସୁପ୍ରିୟା ପଣ୍ଡା ଆପଣ ନ ଥିଲେ ହୁଏତ , ମୁଁ ଦେଖି ପାରିନଥାନ୍ତି ଜ୍ଞାନର ଆଲୁଅ । ମିଞ୍ଜି ମିଞ୍ଜି ଜଳୁଥିବା ଡିବିରିର ଧୂଆଁର ପରସ୍ତ ଶୁଖି ପାରିନଥାନ୍ତା ବି ଲୁହ । କେତେ ମୋର ଅପାରଗପଣ ଉଡ଼ିବାର ଅଳ୍ପ ଟିକେ ଆଶା ପରାଜିତ କ୍ଷଣର ସଂଶୟ । କାଉଁରିଆ କାଠିର କି ବଳ ସମ୍ମୋହନ…

ବିହାର ଗଙ୍ଗାରେ ଡଙ୍ଗା ବୁଡ଼ି ଦଶ ଜଣ ନିଖୋଜ

ଭୁବନେଶ୍ୱର: ବିହାରର ଶାହପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଛନ୍ତି । ଡଙ୍ଗାରେ ପ୍ରାୟ ୫୫ ଜଣ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି । ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରମିକ ମାନେ କାମରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ…

ପାରାଦୀପ ଗଣଦୁଷ୍କର୍ମ ପୀଡ଼ିତା ଗଡ଼କୁଜଙ୍ଗରୁ ଉଦ୍ଧାର

ପାରାଦୀପ: ପାରାଦୀପରେ ୧୭ ବର୍ଷୀୟା ନାବାଳିକା ଅପହରଣ ଓ ଗଣ ଦୁଷ୍କର୍ମ ମାମଲା ଦୈନିକ ନୂଆ ମୋଡ଼ ନେଉଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ପରେ ପୀଡ଼ିତା ଶନିବାର ଠାରୁ ନିଖୋଜ ଥିଲେ। ସୋମବାର ସକାଳେ ପୀଡ଼ିତାଙ୍କୁ ଗଡ଼ କୁଜଙ୍ଗରୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ,…

ଆଜି ଠାରୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ଜଣାପଡ଼ିଛି । ଏବେ ସପ୍ତାହ ବ୍ୟାପୀ ହେଉଥିବା ଗୁଳୁଗୁଳିରୁ ଟିକିଏ ଆଶ୍ୱସ୍ତି…

ଅଲ୍ଟିମେଟ ଖୋ ଖୋ: ଓଡିଶା ଜଗରନଟ ଚାମ୍ପିୟନ

ପୁଣେ: ପୁଣେର ଶିବାଜୀ ଛତ୍ରପତି ସ୍ପୋର୍ଟ୍ସ କଂପ୍ଲେକ୍ସରେ ଅନୁଷ୍ଠିତ ଅଲ୍ଟିମେଟ ଖୋ ଖୋ ଚାମ୍ପିୟନଶିପର ଉଦଘାଟନୀ ସଂସ୍କରଣର ଟାଇଟଲ ହାତେଇଛି ଓଡିଶା ଜଗରନଟ । ତେଲୁଗୁ ଯୋଦ୍ଧାଙ୍କୁ ୪୬-୪୫ ରୋମାଂଚକ ମୁକାବିଲାରେ ମାତ ଦେଇଥିଲା ଓଡିଶା ଟିମ । ଶେଷ ମୂହର୍ତରେ ସୁରଜ ଲାଣ୍ଡେ ଚମତ୍କାର ସ୍କାଏ…

ଅନୁରାଗ ବାସୁଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ଭୁଲ ଭୁଲୈୟା ୨ଫିଲ୍ମର ସଫଳତା ପରେ ଅନେକ ନିର୍ମାତାଙ୍କ ନଜର କାର୍ତିକ ଆର୍ଯ୍ୟନଙ୍କ ଉପରେ ରହିଛି । ସେ ମଧ୍ୟ କିଛି ଦିନ ତଳେ ଏକ ସାକ୍ଷାତକାରରେ କହିଥିଲେ ମୋର ସାମାନ୍ୟ ଭୁଲ ଫିଲ୍ମ ଚୟନ ମୋ କ୍ୟାରିୟରକୁ ବର୍ବାଦ କରିଦେଇପାରେ । ରିପୋର୍ଟ ମୁତାବକ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ…

କଂଗ୍ରେସରୁ ଆଜାଦ ହେବା ପରେ ଏବେ ପାର୍ଟି ପାଇଁ ଦେବେ ହିନ୍ଦୁସ୍ତାନୀ ନାମ

ଶ୍ରୀନଗର: କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଚ୍ଛିନ୍ନ କରିବା ପରେ ଏବେ ଗୁଲାମ ନବୀ ଆଜାଦ ତାଙ୍କ ରାଜନୈତିକ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରବିବାର ଜମ୍ମୁର ସୈନିକ ସ୍କୁଲରେ ସେ ତାଙ୍କ ପ୍ରଥମ ରାଲୀ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ସେ ତାଙ୍କ ନୂତନ…

ସ୍ତ୍ରୀକୁ ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଥିଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ । ଅଜବ ଲାଗୁଥିଲେ ବି ଘଟଣାଟି ସତ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଦଶରଥ ସାହୁ ଓ…

୨ ଛୁଆକୁ ଛାଡ଼ି ମାଆ ଫେରାର୍, ଥାନାରେ ଏତଲା

ବାଲିଗୁଡ଼ା: ଦୁଇ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ଫେରାର୍ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗାଁରୁ । ଅଭିଯୋଗ ପ୍ରକାରେ ଗାଁର ରାଉତ ପ୍ରଧାନଙ୍କ ପତ୍ନୀ ରାନୀ ନାୟକ ନିଜର ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏନେଇ ପରିବାର ଲୋକେ…