Latest Odisha News

BREAKING NEWS

ରାଜପଥ ଓ ସେଂଟ୍ରାଲ ଭିସ୍ତାର ନାମ ହେବ କର୍ତବ୍ୟପଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜପଥ ଏବଂ ସେଂଟ୍ରାଲ ଭିସ୍ତା ଲନର ନାମ ପରିବର୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ନେତାଜୀ ପ୍ରତିମାଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସ୍ଥାନକୁ କର୍ତବ୍ୟପଥ ନାମରେ ନାମିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟମ୍ବର ୮ରେ ସେଂଟ୍ରାଲ…

ବେଲଗାମ ମଠରୁ ମିଳିଲା ସିଦ୍ଧଲିଙ୍ଗ ସ୍ୱାମୀଙ୍କ ଶବ, ଆତ୍ମହତ୍ୟା ସନ୍ଦେହ

ବାଙ୍ଗାଲୋର: କର୍ଣ୍ଣାଟକର ବେଲଗାମ ମଠରୁ ସିଦ୍ଧଲିଙ୍ଗ ସ୍ୱାମୀଙ୍କ ଶବ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ଝୁଲନ୍ତା ଶବ ନିକଟରୁ ସୁଇସାଇଡ ନୋଟ ମିଳିଛି । ସେ ଲିଙ୍ଗାୟତ ମଠର ସନ୍ଥ ଶିବମୂର୍ତି ମୁରୁଧ ଶରଣାରୁଙ୍କ ଶିଷ୍ୟ । ଶିବମୂର୍ତିଙ୍କ ବିରୋଧରେ ଦୁଷ୍କର୍ମ…

ଆଶୀକ ୩ରେ କାର୍ତିକ

ମୁମ୍ବାଇ: କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଟିସିରିଜ ଓ ବିଶେଷ ଫିଲ୍ମସ ଆଶୀକ ୩ରେ ସେ ମୂଖ୍ୟ ଭୂମିକା କରିବାକୁ ଯାଉଛନ୍ତି । ୧୯୯୦ ଦଶକରେ ଚହଳ ସୃଷ୍ଟି କରିଥିବା ଆଶୀକ ଫିଲ୍ମର ପରବର୍ତୀ ସଂସ୍କରଣ ମଧ୍ୟ ସୁପରହିଟ ହୋଇଥିଲା । ଆଶୀକ ୩ର ନିର୍ଦ୍ଦେଶନା ଦାୟିତ୍ୱ ଅନୁରାଗ…

ଜହ୍ନରୁ ଖଣ୍ଡେ କିଣି ବାପା ଦେଲେ ପୁଅକୁ ଜନ୍ମ ଦିନର ଉପହାର

ଫତେହାବାଦ: ବାପାର ସ୍ନେହର ମୂଲ ସବୁ ପୁଅ ବୁଝି ପାରନ୍ତି ନାହିଁ । ପୁଅର ଖୁସି ପାଇଁ ବାପା ସବୁ କିଛି କରିପାରେ । ଏ ପରିକି ଜହ୍ନରୁ ଖଣ୍ଡେ କିଣିକି ଧରେଇ ଦିଏ । ଆଜ୍ଞା ହଁ ଏହା ସତ । ହରିୟାଣା ଫତେହପୁରରେ ଏ ଭଳି ଏକ ଘଟଣା ଘଟିଛି । ବ୍ୟବସାୟୀ ବରୁଣ ସୈନୀ ପୁଅକୁ ଏପରି ଏକ ଉପହାର ଦେବାକୁ…

ଷଡଯନ୍ତ୍ର: ଅର୍ଶଦୀପଙ୍କ ନାମ ଯୋଡାଗଲା ଖଲିସ୍ତାନୀଙ୍କ ସହ, ସରକାରଙ୍କ ୱିକିପିଡିଆକୁ ନୋଟିସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ରବିବାର ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯୁବ ବୋଲର ଅର୍ଶଦୀପ ସିଂ ଏକ କ୍ୟାଚ ଡ୍ରପ କରି ଦେଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ପଡୋଶୀ ଦେଶ ପକ୍ଷରୁ ଷଡଯନ୍ତ୍ର ରଚାଯାଇ ତାଙ୍କୁ ଖଲିସ୍ତାନୀଙ୍କ ସହ ଯୋଡାଯାଇଛି । ଯାହାକୁ ନେଇ…

ଭାସ୍କର ଚନ୍ଦ୍ର ପାତ୍ର ହେଲେ ଆସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର ନିର୍ଦ୍ଦେଶକ

ଭୁବନେଶ୍ୱର: ଡ. ଭାସ୍କର ଚନ୍ଦ୍ର ପାତ୍ର ଆଇସିଏଆର- ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ ଡ. ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ନିର୍ଦ୍ଦେଶିକା ଡ. ପଦ୍ମିନୀ ସ୍ୱାଇଁଙ୍କ ଅବସର ପରେ ଭାସ୍କର ଚନ୍ଦ୍ର…

ଝାଡ଼ାବାନ୍ତିରେ ଆଇ, ନାତି ମୃତ, ୨୫ରୁ ଅଧିକ ଆକ୍ରାନ୍ତ

ପାଟଣାଗଡ଼: ପୁଣି ବ୍ୟାପିଲା ଝାଡ଼ାବାନ୍ତି । ଝଡ଼ାଇ ନେଲା ୨ ପ୍ରାଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦେଦର୍ହ ଗାଁରେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ଆଇ, ନାତିଙ୍କ ମୃତ୍ୟୁ ହୋଇଛି । ଗାଁର ଏକାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ରୁ ଅଧିକ ଜଣଙ୍କୁ ପାଟଣାଗଡ଼…

ଜଳବାୟୁ ପରିବର୍ତ୍ତନ ପାଇଁ ଓଡ଼ିଶା ଖର୍ଚ୍ଚ କରିବ ୨.୪୫ ଲକ୍ଷ କୋଟି

ଭୁବନେଶ୍ୱର: ଓଡ଼ିଶା ଜଳବାୟୁ କ୍ଷେତ୍ର ରୂପାନ୍ତରଣ ପାଇଁ ୨.୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ଆଗାମୀ ଦଶ ବର୍ଷ ଭିତରେ ଏହି ଟଙ୍କା ଖର୍ଚ୍ଚ କରିବାକ ଯୋଜନା ପ୍ରସ୍ତୁତ କରାଯାଇଛି । ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ଆକ୍ସନ୍ ପ୍ଲାନ୍ (SAPCC-II) ରେ ଉଲ୍ଲେଖ କରାଯାଇଛି । ୨୦୨୧ରୁ…

ଚିନ୍ମୟ ହୋତାଙ୍କ ନିବନ୍ଧ ସଙ୍କଳନ ‘କେବେ କେମିତି’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରତ୍ନଚିରା ପ୍ରକାଶନୀ ସଂସ୍ଥା ପକ୍ଷରୁ ସ୍ତମ୍ଭକାର ଚିନ୍ମୟ ହୋତାଙ୍କର ନିବନ୍ଧ ସଙ୍କଳନ ' କେବେ କେମିତି ' ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ ପରିସରରେ ଉନ୍ମୋଚିତ ହୋଇ ଯାଇଛି । ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ…

୧୫ ମାସର ପୁଅ ପାଇଁ ବାଘ ସହ ଲଢିଗଲା ମାଆ

ଉମରିୟା: ମାଆଠାରୁ ବଳି ସାହାସୀ କିଏ ଆଉ ଅଛି । ତାର ଶିଶୁ ଉପରେ ଯିଏ ଆଖି ପକାଇବ ସେ ସାମ୍ନା କରିପାରିବ ତ ? ମଧ୍ୟପ୍ରଦେଶର ଉମାରିଆ ଜିଲ୍ଳାରେ ଏ ଭଳି ଏକ ଘଟଣା ଘଟିଛ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବାଧବଗଢ଼ ଟାଇଗର ରିଜର୍ଭ ଅଂଚଳକୁ ଲାଗି କରି ଏକ ଗ୍ରାମ ଅଛି ଯାହାର ନାମ…