Latest Odisha News

BREAKING NEWS

ଆଟଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର, ଏଲିୟନଙ୍କ ଉପରେ ସନ୍ଦେହ

ନୂଆଦିଲ୍ଲୀ: ଏଲିୟନଙ୍କୁ ନେଇ ଭିନ୍ନ ଭିନ୍ନ ଖବରମାନ ପ୍ରକାଶ ପାଉଛି । ଏହି ଶ୍ରେଣୀରେ ସାମିଲ ହୋଇଛି ଏକ ରହସ୍ୟମୟ ଘଟଣା । ଆଟାଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ୨.୭ କିମି ସମୂଦ୍ର ତଳେ କି ଭଳି ଏହି ଛିଦ୍ର ସୃଷ୍ଟି ହେଲା ତାହା ବର୍ତମାନ ସମସ୍ତଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଲକଡାଉନ୍ ଲିରିକ୍ସ’ ଉନ୍ମୋଚିତ

ଭୁବନେଶ୍ୱର : ଅଥର ପ୍ରେସ ନୂଆଦିଲ୍ଲୀ ଆନୁକୂଲ୍ୟରେ ପ୍ରକାଶିତ କବୀ ସଂଯୁକ୍ତା ଦାଶଙ୍କର ଇଂରାଜୀ କବିତା ସଙ୍କଳନ ଲକଡାଉନ୍ ଲିରିକ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ମହାମାରୀ କରୋନା ସମୟରେ ଅନୁଭବ ଓ ଅନୁଭୂତି ଭିତରେ ମାନସିକ ଅବସ୍ଥା ତଥା ଆଶା ଓ…

ବ୍ୟାପୁଛି ଝାଡ଼ାବାନ୍ତି, ସୁବର୍ଣ୍ଣପୁରରେ ଜଣଙ୍କର ମୃତ୍ୟୁ; ଏକାଧିକ ଅସୁସ୍ଥ

ସୋନପୁର: ବର୍ଷା ଋତୁରେ ବ୍ୟାପୁଛି ଝାଡ଼ାବାନ୍ତି । ମୁଣ୍ଡ ନେଉଛି ଡାଇରିଆ । ସୁବର୍ଣ୍ଣପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଛି । ତରଭା ଥାନା ସୁର୍ଜିମୁଣ୍ଡା ଗାଁର ଧନଦେଇ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ୨୫ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ…

ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ

ଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ  । ମଙ୍କିପକ୍ସ ଯୋଗୁ ଏବେ ଆତଙ୍କ ବଢି ବଢି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ବି ହୋଇଛି । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ…

ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ…

କବିତା : ନିଦାଘ ସାଧିଲା ଦାଉ

ପ୍ରତିଭା ସାହୁ ଆଉ ସୁଖ ନିଦ୍ରା ଯିବି ମୁଁ କେମିତି ନିଦାଘ ସାଧିଲା ଦାଉ ଦୁଃସମୟ ବେଳା ଏମିତି ନାସିବ କିଏ ଜାଣିଥିଲା ଆଉ । (0) କୁଳ ଛାଡିଦେଲା ସାହାରା ଡ଼ଙ୍ଗା ମୋ ଆହୁଲା ଧରିଚି ହାତେ କେମିତି କେଜାଣି ଅକାତ ପାଣିରେ ପାରି ହେବିବାଟ ଏତେ। ସତେକି ଫେରିବ ନିରାଶ ନ କରି…

ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ଭାବେ ନିଯୁକ୍ତ ହୋଇଛନ୍ତି ।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।…

ଭୁବନେଶ୍ୱରରେ ଇ-ବସ୍ ଓ ଇ-ରିକ୍ସା ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଗଡ଼ିବ ପ୍ରଦୂଷଣମୁକ୍ତ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା…

ଆକ୍ରମଣ ମାମଲାରେ ଗିରଫ ପରେ ସରପଞ୍ଚ ନିଲମ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମସିଆଖାଲି ପଞ୍ଚାୟତର ସରପଞ୍ଚ କେ. ବୁଲୁ ଏକ ମାମଲାରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ସରପଞ୍ଚ ବୁଲୁଙ୍କୁ ନିଲମ୍ବିତ କରାଯାଇଛି । ପଞ୍ଚାୟତିରାଜ ବିଭାଗର ସୁପାରିଶ କ୍ରମେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କୁ ନିଲମ୍ବନ…

ପୁଣି ବ୍ରହ୍ମପୁର ଉପଜିଲାପାଳ ଦାୟିତ୍ୱ ନେଲେ ଆଇଏଏସ୍‌ କୀର୍ତ୍ତି ଭାସନ

ବ୍ରହ୍ମପୁର:ବ୍ରହ୍ମପୁର ଉପଜିଲାପାଳ ଭାବେ ପୁଣି ଥରେ ୨୦୧୮ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ୱି.କିର୍ତ୍ତି ଭାସନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ନୀଳମାଧବ…