ଅନୁବାଦ ଗଳ୍ପ : ଅରଣ୍ୟ ଫସଲ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୪
ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରନା
ଜଳନ୍ତା ନିଆଁର ଭାଟି ଉପରକୁ ଉହୁଙ୍କିପଡ଼ି ସେଥିରେ ଆଉ କିଛି କୋଲଇା ଭରିଲାବେଳେ ଦୀନାର ଲୁହାପରି କଳାମଚମଚ
ଶରୀରଟା କେମିତି ବ୍ରୋଞ୍ଜ୍ ମୂର୍ତ୍ତିଟିଏ ପରି ଚକମକ କରୁଥିଲା । ଜଣେ ହୃଷ୍ଟପୁଷ୍ଟ…