Latest Odisha News

BREAKING NEWS

ନ୍ୟାୟାଳୟଙ୍କୁ ଅବମାନନା ମାମଲା । ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲ ଦଣ୍ଡ

ଦିଲ୍ଲୀ : ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି । ଶୀର୍ଷ ଅଦାଲତ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ…

କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ବଢ଼ାଇଲା ବିଏମସି : ଦୋକାନ ଆଗରେ ଭିଡ ନ କରିବାକୁ ତାଗିଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପ୍ଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବା ପାଇଁ ପାଇଁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ…

ରାଜ୍ୟରେ ନୂଆ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ: ଚିନ୍ତା ବଢ଼ାଇଲା ସମ୍ବଲପୁର ଓ ସୁନ୍ଦରଗଡ଼

ଭୁବନେଶ୍ବର: ଚିନ୍ତା ବଢ଼ାଇଲାଣି ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ। କାରଣ ଆଜି ଆକସ୍ମିକ ଭାବେ ଏଦୁଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୫୦୦ ଉପରେ ରହିଛି। ଗତ ୧୩ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଥାନା ଅଧିକାରୀ, କେସ୍ କୋହଳ କରିବାକୁ ନେଉଥିଲେ ଲାଞ୍ଚ

ନବରଙ୍ଗପୁର : ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ନେଉଥିଲେ ଲାଞ୍ଚ । ଟଙ୍କା ନେଇ ଯାଉଥିବା ସମୟରେ ରାତି ୧୧ଟାରେ ଲିମରାଜ ପ୍ରଧାନଙ୍କୁ…

ମୃତ ରୁଚିକାଙ୍କ ମାଆଙ୍କୁ ଜୋରଜବରଦସ୍ତ ଉଠାଇନେଲା ପୋଲିସ

 ଭୁବନେଶ୍ୱର :  ମୃତ ରୁଚିକାଙ୍କ ମାଆଙ୍କୁ ଉଠାଇନେଲା ପୋଲିସ । ନ୍ୟାୟ ଦାବିରେ ଧାରଣା ଦେଇଥିବା ବେଳେ ପୋଲିସ ତାଙ୍କୁ ଉଠାଇନେଇଛି । ଅନ୍ୟ ସଙ୍ଗଠନର ସଦସ୍ୟଙ୍କୁ ପୋଲିସ ଉଠାଇ ନେଇଛି । କେବଳ ସେତିକି ନୁହେଁ ଧାରଣାସ୍ଥଳରେ ଥିବା ଟେଣ୍ଟକୁ ମଧ୍ୟ ପୋଲିସ ଭାଙ୍ଗି ଦେଇଛି । ଏ ନେଇ ରୁଚିକାଙ୍କ ମାଆ…

ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା । ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଓ ଲଘୁଚାପ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ କେନ୍ଦ୍ରୀଭୂତ ଥିବା ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ…

୨୧ତମ ଗ୍ରାଣ୍ଡସ୍ଲାମ, ୭ମ ୱିମ୍ବେଲଡନ ଟାଇଟଲ ଜିତିଲେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ରବିବାର ୱିମ୍ବେଲଡନ ଟେନିସ ଫାଇନାଲରେ ଅଷ୍ଟ୍ରେଲିଆର କିର୍ଗିୟୋସଙ୍କୁ ୪-୬, ୬-୩, ୬-୪ ଓ ୭-୬ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ଏହା ଜୋକୋଭିଚଙ୍କ କ୍ୟାରିୟରର ଓଭରାଲ ୨୧ତମ ଗ୍ରାଣ୍ଡସ୍ଲାମ ଓ ୭ମ ୱିମ୍ବେଲଡନ ଟାଇଟଲ ଜିତିଛନ୍ତି…

ଏସିଆ କପ ବାସ୍କେଟବଲ : ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଅମରେନ୍ଦ୍ର

ଭୁବନେଶ୍ୱର: ଆଗାମୀ ଏସିଆ କପ ବାସ୍କେଟବଲ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜାକର୍ତାରେ ଜୁଲାଇ ୧୨ରୁ ୨୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨୦ ବର୍ଷୀୟ ଅମରେନ୍ଦ୍ର ନାୟକ ଏହି ଦଳରେ ସ୍ଥାନ ପାଇଛନ୍ତି । ୬ଫୁଟ ୮ଇଂଚ ଉଚ୍ଚତା ବିଶିଷ୍ଟ ଅମରେନ୍ଦ୍ର ନିକଟରେ ସମ୍ପନ୍ନ ହୋଇଥିବା…

ଟି୨୦ ବିଶ୍ୱକପ ପ୍ରୋମୋ ଭିଡିଓରେ ନୂଆ ଅବତାରରେ ପନ୍ତ

ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥିନେଇ ଏହାର ଏକ ପ୍ରୋମୋ ଭିଡିଓ ଆଇସିସି ଇନଷ୍ଟାଗ୍ରାମରେ ଶେୟାର କରିଛି । ପ୍ରୋମୋରେ ଭାରତର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ନୂତନ ଅବତାରରେ ଦେଖିବାକୁ ମିଳୁଛି । ସେ ସମୁଦ୍ର ମଧ୍ୟରୁ ବ୍ୟାଟ ଧରି ବାହାରକୁ…

ଆସାମରେ ଶିବ-ପାର୍ବତୀଙ୍କ ବେଶରେ ବାଇକ ଚଳାଇବା ନେଇ ବିବାଦ, ୨ ଗିରଫ

ଗୌହାଟୀ: ଆସାମରେ ରବିବାର ଶିବ-ପାର୍ବତୀଙ୍କ ରୂପରେ ବାଇକ ଚଳାଇବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନଙ୍କ ବିରୋଧ ପରେ ୨କଳାକାରଙ୍କୁ ଗିରଫ କରାଯାଇଛି । ଦରବୃଦ୍ଧି ବିରୋଧରେ ଏହି କଳାକାରମାନେ ପଥପ୍ରାନ୍ତ ନାଟକ…