Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ନଜର ପକାଇବା କଣ ରହିଛି ଆଜି ଦିନ ତମାମ ଖବର:  ଭାଟିକାନ୍ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ , ଦିଲ୍ଲୀ ଗସ୍ତ ପୂର୍ବରୁ ଆସିଲା ମୁୂଖ୍ୟମନ୍ତ୍ରୀଙ୍କ ଇଟଲୀ ଓ ଦୁବାଇ ଗସ୍ତ ସୂଚୀ । ୨୦ରୁ ଆରମ୍ଭ ହେବ ପ୍ରତିନିଧି ମଣ୍ଡଳୀ ସହ ବିଦେଶ ଗସ୍ତ । ୱାର୍ଲଡ ଫୁଡ଼ କାର୍ଯ୍ୟକ୍ରମରେ…

ବ୍ରହ୍ମପୁରରେ ‘ଅଗ୍ନିପଥ’କୁ ତୀବ୍ର ବିରୋଧ

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଏହାର ପ୍ରଭାବ ପଡିଛି। ବିଭିନ୍ନ ସଂଗଠନ ଏବଂ ସେନାରେ ନିଯୁକ୍ତି ଆଶାୟୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ବାହ୍ନରେ ବହୁ ସଂଖ୍ୟକ ସେନା…

ରାଷ୍ଟ୍ରପତି ପ୍ରାର୍ଥୀ ହେବେନି ଫାରୁକ, ସକ୍ରିୟ ରାଜନୀତିରେ ରହିବେ

ଶ୍ରୀନଗର: ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ରାଷ୍ଟ୍ରପତି ହେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଜମ୍ମୁ ଏବଂ କଶ୍ମୀରରେ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ମୋ ନାଁ ରାଷ୍ଟ୍ରପତି ପଦ ପାଇଁ ଉଠିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି,…

୨୩ ବର୍ଷ ପରେ ରଣଜୀ ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

ଭୋପାଳ: ୨୩ ବର୍ଷ ପରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ମଧ୍ୟପ୍ରଦେଶ ୧୭୪ ରନରେ ବେଙ୍ଗଲକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପିକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ମୁକାବିଲାରେ…

ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଗହଣରେ ବଡ ଦାଣ୍ଡରେ ଗଡ଼ିବ ରଥ

ପୁରୀ : ଶନିବାର ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ ପୁରୀ ଟାଉନ୍ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରଥଯାତ୍ରା…

ଭାରତ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

- ଦେବଦତ୍ତ ରଥ ଦିଲ୍ଲୀ  : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲା ବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ମନୁ ଥିଲା। …

ଜଳେଶ୍ବର ବିଡିଓଙ୍କ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି। ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ…

ଓଡ଼ିଶାରେ ଘର, ଆନ୍ଧ୍ରରେ ବିଦ୍ୟାଳୟ : ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରେ ପଡୁଛି ତାଲା , ପାଠ ପଢାରେ ସମସ୍ୟା

ବ୍ରହ୍ମପୁର: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତ ଅଞ୍ଚଳ ଯଥା ଗଞ୍ଜାମ ଜିଲାର ପାତ୍ରପୁର ବ୍ଳକରେ ଗୋଟିଏ ପରେ ଗୋଟିଏ ଓଡ଼ିଆ ବିଦ୍ୟାଳୟ ବନ୍ଦ ହେବାରେ ଲାଗିଛି ।  ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଯୋଗୁ ଅନେକ ବିଦ୍ୟାଳୟରେ ତାଲା ପଡ଼ିଲାଣି । ଅପରପକ୍ଷେ ଓଡ଼ିଶାର…

ଅଗ୍ନିପଥ ନିଆଁ’: ଉଗ୍ର ପ୍ରଦର୍ଶନରୁ ନିବୃତ୍ତ ରହିବାକୁ ନିବେଦନ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅନେକ ସ୍ଥାନରେ ବିକ୍ଷୋଭ ଉଗ୍ର ତଥା ହିଂସାକାଣ୍ଡର ରୂପ ନେଉଛି।ଧନ, ଜୀବନ କ୍ଷତି ଘଟୁଛି ।  ବିହାରରେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କଲେ ସରକାର । କାଇମେର, ଭୋଜପୁର,…

SCBରେ ଭର୍ତ୍ତି ହେଲା ଯୋଡ଼ାମୁଣ୍ଡ ଶିଶୁ ଜଗା: ୨ ଦିନ ଧରି ହେବ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ

କଟକ: SCBରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଜଗାକୁ କଟକ ଏସ୍‌ସିବି ମେଡିକାଲକୁ ଅଣାଯାଇଛି । ଏସ୍‌ସିବି ମେଡିକାଲର କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ଜଗାକୁ ରଖାଯାଇଛି। ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟାବସ୍ଥା…