Latest Odisha News

BREAKING NEWS

ତାଲିବାନ ଆଗରେ ନଇଁବ କି ପାକିସ୍ତାନ? ରୁଷ-ଚୀନ୍‌ର ଏଣ୍ଟ୍ରି ପରେ ହଲଚଲ!

ନୂଆଦିଲ୍ଲୀ: ସୀମାରେ ଗର୍ଜୁଛି ତୋପ, ବର୍ଷୁଛି ଗୁଳି। ମୁହାଁମୁହିଁ ଆଫଗାନିସ୍ତାନ ଏବଂ ପାକିସ୍ତାନ । ଡୁରାଣ୍ଡ ଲାଇନ୍ କୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ଏବେ ବିଶ୍ୱ ଶକ୍ତିଙ୍କ ଚିନ୍ତା ବଢ଼ାଇଦେଇଛି। ଏହି ମାମଲାରେ ଏବେ ରୁଷ ଏବଂ ଚୀନ୍…

ଏହି ଟ୍ରାଫିକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ !

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଲାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏବେ କେବଳ ଫାଇନ୍ ଦେଲେ ନିସ୍ତାର ମିଳିବ ନାହିଁ । କେନ୍ଦ୍ର ସରକାର ଏବେ ସଡ଼କ ସୁରକ୍ଷାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରୁ ପଏଣ୍ଟ କଟିବ ଏବଂ…

WhatsApp: ହ୍ୱାଟସ୍‌ଆପ୍‌ରେ ଆସୁଛି ଏହି ‘ସସପେନ୍ସ’ ଫିଚର

ନୂଆଦିଲ୍ଲୀ: ଆପଣ କେବେ ଏମିତି ପରିସ୍ଥିତିରେ ପଡ଼ିଛନ୍ତି କି, ଯେଉଁଠି ଆପଣ କୌଣସି ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି କିନ୍ତୁ ଆପଣଙ୍କ ସାଙ୍ଗ ହ୍ୱାଟସ୍‌ଆପ୍ ଗ୍ରୁପ୍‌ରେ ସେହି ଫିଲ୍ମର କାହାଣୀ କହି ସସ୍ପେନ୍ସ ଉପରୁ ପରଦା ହଟେଇ ଦେଉଛନ୍ତି? କିମ୍ବା ଲାଇଭ୍ ମ୍ୟାଚ୍ ଚାଲିଥିବା ବେଳେ କେହି ଜଣେ…

Rajya Sabha Elections: କିଏ ହାତେଇବ ୪ର୍ଥ ଆସନ? ଚାଲିଛି ରାଜନୈତିକ କସରତ୍… କିଙ୍ଗ ମେକର ବନିପାରନ୍ତି…

ଭୁବନେଶ୍ଵର: ବାଜିସାରିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ।ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ। ଯେଉଁଥିରେ ଓଡ଼ିଶାର ୪ ଆସନ ଖାଲି ରହିଛି। ଯାହାକୁ ନେଇ ଏବେ ଚାଲିଛି କସରତ। ରାଜ୍ୟସଭା ପାଇଁ କିଏ ଦେବ କେତୋଟି ପ୍ରାର୍ଥୀ? ବିଜେଡି କିଣିଥିଲା ୬ଟି ସେଟ୍,…

Menaka Guruswamy: ଟିଏମସି ପ୍ରାର୍ଥୀ ମେନକା ଗୁରୁସ୍ୱାମୀ କିଏ? ବନିପାରନ୍ତି ଦେଶର ପ୍ରଥମ LGBTQ ସାଂସଦ…

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC) ମାର୍ଚ୍ଚ ୧୬ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ତାର ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମମତା ବାନାର୍ଜୀଙ୍କ ଦଳ ପ୍ରବୀଣ ଆଇନଜୀବୀ ମେନକା ଗୁରୁସ୍ୱାମୀ, ପୂର୍ବତନ ବଙ୍ଗଳା ଡିଜିପି ରାଜୀବ କୁମାର, ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ…

Third Language Option: CBSEରେ ଷଷ୍ଠ ଶ୍ରେଣୀରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ପଢ଼ିବା…

ନୂଆଦିଲ୍ଲୀ: CBSE ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଷଷ୍ଠ ଶ୍ରେଣୀରୁ କେବଳ ଦୁଇଟି ନୁହେଁ, ବରଂ ୩ଟି ଭାଷା ପଢ଼ିବାକୁ ହେବ ବାଧ୍ୟତାମୂଳକ । ଜାତୀୟ ଶିକ୍ଷା ନୀତି- NEP 2020 ଅନୁସାରେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବାକୁ ଯାଉଛି 'ନିଉ ଲାଙ୍ଗୁଏଜ୍…

Vijay Thalapathy Divorce: ୨୭ ବର୍ଷ ପରେ କାହିଁକି ଥାଲାପତି ବିଜୟଙ୍କଠୁ ଅଲଗା ହେବାକୁ ଚାହୁଁଛନ୍ତି ପତ୍ନୀ? ଏହି…

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟ ଏବେ ଆଉ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେ ତାଙ୍କର ଅଟକି ରହିଥିବା ଫିଲ୍ମ ପାଇଁ ପୂର୍ବରୁ ଖବରରେ ଅଛନ୍ତି। ତାଙ୍କର ଫିଲ୍ମ "ଜନ ନାୟାଗନ୍" ଜାନୁଆରୀରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ଏହା ହୋଇପାରିଲା ନାହିଁ। ତାକୁ ନେଇ ପୂର୍ବରୁ…

Pakistan Afghanistan Clash: ରାତିସାରା ତାଲିବାନର ଆକ୍ରମଣ, ଜଳୁଛି ଇସଲାମବାଦ…୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ତାଲିବାନ ଆକ୍ରମଣରେ ଇସଲାମାବାଦ ଜଳୁଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷରେ ଉଭୟ ପକ୍ଷରୁ ରାତିସାରା ଆକ୍ରମଣ ଜାରି ରହିଛି। ପାକିସ୍ତାନୀ ତାଲିବାନ (ତେହରିକ-ଏ-ତାଲିବାନ ପାକିସ୍ତାନ ବା TTP) ବାହିନୀ ପାକିସ୍ତାନର ବାଜୌର ଜିଲ୍ଲାରେ ଏକ ଅତର୍କିତ ସାମରିକ ଆକ୍ରମଣ…

T20 World Cup: ସେମିଫାଇନାଲରେ କାହା ସହ ଲଢିବ ଭାରତ? ବାହାରିଯିବ ପାକିସ୍ତାନ!

ନୂଆଦିଲ୍ଲୀ: ସେମିଫାଇନାଲର ବହୁ ନିକଟରେ ଭାରତ କାହା ସହ ହେବ ମୁହାଁମୁହିଁ? ପୁଣି ମଇଦାନକୁ ଓହ୍ଲାଇବେ କି ଭାରତ-ପାକିସ୍ତାନ? ନା ବାଦ୍ ପଡିଯିବ ପାକିସ୍ତାନ? T20 ବିଶ୍ୱକପ୍ ୨୦୨୬ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟରେ ଗ୍ରୁପ୍ ୧ ରୁ…

Plane Carrying Banknotes Crashes: ଜଳିଗଲା ଟଙ୍କା ବୋଝେଇ ବିମାନ, ବିଛାଡ଼ି ହୋଇ ପଡ଼ିଲା ଟଙ୍କା…୧୫ ଜଣଙ୍କର…

ନୂଆଦିଲ୍ଲୀ: ବୋଲିଭିଆ ରାଜଧାନୀ ଲା ପାଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ବିମାନବନ୍ଦର ନିକଟ ଏକ ରାଜପଥରେ ଖସି ପଡ଼ି ଅନେକ ପାର୍କିଂ…