Latest Odisha News

BREAKING NEWS

ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ହାର୍ଦ୍ଦିକ ଅଧିନାୟକ

ମୁମ୍ବାଇ: ଆୟର୍ଲାଣ୍ଡ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । ବୁଧବାର ବିସିସିଆଇ ଚୟନ କମିଟି ୧୭ ଜଣିଆ ଭାରତୀୟ ଦଳର ଘୋଷଣା କରିଥିଲା । ଭୁବନେଶ୍ୱର କୁମାରଙ୍କ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ନିକଟରେ ଶେଷ ହୋଇଥିବା ଆଇପିଏଲରେ…

ବିରୋଧୀ ବୈଠକରେ ମିଳିତ ପ୍ରାର୍ଥୀ; ଏନଡିଏକୁ ସମର୍ଥନ ଦେଇପାରେ ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଜାତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ ଏନଡିଏ ବିରୋଧୀ ଗୋଷ୍ଠୀଙ୍କୁ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି କରିଛନ୍ତି ମମତା । ଏଥିରେ ପ୍ରାୟ ୧୭ଟି ଦଳ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏନସିପିର ଶରଦ…

ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ହେବେ ହାର୍ଦ୍ଦିକ !

ମୁମ୍ବାଇ: ଆଗାମୀ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଆଲୋଚନା ଚାଲିଛି । ଇଂଲଣ୍ଡ ଗସ୍ତ ପୂର୍ବରୁ ଆଘାତ ସମସ୍ୟାରେ ପଡିଥିବା ଉପ ଅଧିନାୟକ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ବକେୟା ଏଜବେଷ୍ଟନ ଟେଷ୍ଟରେ…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୭ ଆହତ

ବ୍ରହ୍ମପୁର: ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ବେରୁଆବାଡି ଗାଁର ଗୋଟିଏ ଘରେ ବାଣ ଭିଡ଼ିବା ବେଳେ ଏଭଳି ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ…

ଜାତୀୟ ମୁଏଥାଇ ପ୍ରତିଯୋଗିତା ୧୬ ଜୁନରୁ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ୧୬ରୁ ୨୨ ଜୁନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଆୟୋଜିତ ହେବ ଜାତୀୟ ମୁଏଥାଇ ପ୍ରତିଯୋଗିତା । ଏଥିପାଇଁ ଓଡିଶାର ୪୮ ଜଣିଆ ଦଳ ଘୋଷଣା କରାଯାଇଛି । ସେମାନଙ୍କ ସହ ୧୦ ଅଫିସିଆଲ ରହିବେ । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଦ୍ୱାରା ସ୍ୱୀକୃତ ପାଇଥିବା ଇଂଟରନ୍ୟାଶନାଲ ଫେଡେରେଶନ ଅଫ ମୁଏଥାଇ…

ଫିଲ୍ମ ମେକର ଡେଭିଡ ଧାୱନ ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମମେକର ଡେଭିଡ ଧାୱନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଖବର ପାଇବା ମାତ୍ରେ ତାଙ୍କ ପୁତ୍ର ବରୁଣ ଧାୱନ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ମାତ୍ରେ ଯୁଗ ଯୁଗ ଜିୟୋ ଫିଲ୍ମର ପ୍ରମୋଶନ ଅଧାରୁ ଛାଡି…

ରଥଖଳାରେ ଅଘଟଣ, ୨ ଜଣ ସେବକ ଆହତ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଘଟଣ ଘଟିଛି । ରଥ କାମ କରୁଥିବା ସମୟରେ ପୃଥକ ପୃଥକ ଦୁର୍ଘଟଣାରେ ୨ ସେବକ ଆହତ ହୋଇଛନ୍ତି । ରଥ ନିର୍ମାଣରେ ନିୟୋଜିତ ଦୁଇ ସେବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠା ଯାଇଛି । ସକାଳୁ ଭୋଇ ସେବକ ବିଷ୍ଣୁ ଭୋଇ ଛ କାଠ…

କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ରଜ ଉତ୍ସବ ପାଳିତ

- ଦେବଦତ୍ତ ରଥ ଭୁବନେଶ୍ୱର: କେଶରୀୟା ହିନ୍ଦୁ ପରିଷଦ, ମହିଳା ବାହିନୀ ଓଡ଼ିଶା ଶାଖା ତରଫରୁ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ, ଓଡ଼ିଶାର ଗଣପର୍ବ ରଜ ଉତ୍ସବ ପାଳିତ ହୋଇଯାଇଛି। କେଶରୀୟା ହିନ୍ଦୁ ପରିଷଦ ମହିଳା…

ସନେଟ : ସୁନାରୀ ଅପ୍ସରୀ

ଅନୀତା ପାଣି ସଜ ସକାଳର କଅଁଳ ଖରାରେ ଗାଇ ମହୁମିଶା ଗୀତ, ସୁନେଲି ଚାମର ଲହରେଇ ଢାଳୁ ସମୀରେ ବସିଛୁ ମିତ । ଖରା ଋତୁଫୁଲ ଫୁଟିଗଲା ପରେ ଆସିଛୁ ହଳଦୀ ଗୋରୀ, କଞ୍ଚା ହଳଦୀରେ କୁଆଁରୀ କନିଆଁ ପାହାନ୍ତି ଗାଧୁଆ ସାରି । ଫୁଲର ତୋରଣ ସଜେଇ ଦେଇଛୁ ଚଲାପଥ ଦୁଇ ଧାରେ, ସୁନାରୀ ଅପ୍ସରୀ…

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…