Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

ଭାରତକୁ ଧମକ ଦେଲା ଆଇଏସକେ

ନୂଆଦିଲ୍ଲୀ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନ ପରେ ଦେଶର କେତେକ ସ୍ଥାନରେ ଅଶାନ୍ତି ଉପୁଜିଥିଲା । ଏବେ ଏହି ଘଟଣାରେ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସକେ ଭାରତରେ ବୋମା ବିସ୍ଫୋରଣ କରିବ ବୋଲି ଧମକ ଦେଇଛି । ଭିଡିଓ ନ୍ୟୁଜ ବୁଲେଟିନ ମାଧ୍ୟମରେ ସେମାନେ ଏହି ଧମକ ଦେଇଛନ୍ତି । ପୂର୍ବରୁ…

ପ୍ରତିବର୍ଷ କିଏ ଲଗାଉଛି ନିଆଁ ? ଜଳିଗଲା ୭ ଏକରରୁ ଅଧିକ ଜଙ୍ଗଲ

ପୁରୀ: ବାଲୁଖଣ୍ଡ -କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର କୁରୁଜଙ୍ଗ ସେକ୍ସନ୍ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛ ପଟେ ୩ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ଓ ବନ ବିଭାଗର ୨ ଜଣ…

ଉତ୍କଳ ସମ୍ମିଳନୀ ପକ୍ଷରୁ ଫକୀର ମୋହନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

କଟକ : ଉତ୍କଳ ସମ୍ମିଳନୀ, କଟକ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ତେଲେଙ୍ଗା ବଜାର ରଘୁନାଥଜୀଉ ମନ୍ଦିରଠାରେ ପାଳିତ ହୋଇଯାଇଛି। ଶରତ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ, ବିଚିତ୍ରା…

ଅଗଷ୍ଟ ୧୧ରେ ଅକ୍ଷୟ, ଅମୀର ମଧ୍ୟରେ ମୁକାବିଲା

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରକ୍ଷାବନ୍ଧନ ଅଗଷ୍ଟ ୧୧ରେ ରିଲିଜ ହେବ । ମେକର୍ସ ଏବଂ ଅକ୍ଷୟଙ୍କ ପକ୍ଷରୁ ଏ ନେଇ ଗୁରୁବାର ଘୋଷଣା କରାଯାଇଛି । ଅକ୍ଷୟଙ୍କ ସହ ଏହି ଫିଲ୍ମରେ ଭୂମି ପେଡେନକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମର କାହାଣୀ ହିମାଂଶୁ ଶର୍ମା ଓ…

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ…

ଅନୁବାଦ କବିତା : ଯାହାବି କୁହ

ମୂଳ ରଚନା : ମହାଦେବ ସାହା  ତୁମେ ଯାହାବି କୁହ ମୁଁ ଆଜି ବି ଶୈଶବର ସେଇ ନିର୍ଜନ ଛାଇ ଭିତରେ ବୁଡ଼ି ରହିଛି ସେଇ ସକାଳ ସ୍କୁଲ, ବର୍ଷାଦିନ ଛୁଟି, ପୋଖରୀ ତୁଠ ଆଜି ବି ମୁଁ ଧାନର ଗନ୍ଧରେ ଭିଜାଇ ରଖିଛି ସାରା ଶରୀର କାନ ପାତିଲେ ସବୁବେଳେ ଶୁଣିପାରେ ଟୁପଟାପ ଶବ୍ଦ ଶିଶିରର।…

ରଜ ଭିଡ଼ରେ ଛୋଟ ଛୁଆକୁ ଟାର୍ଗେଟ୍, ବେକରୁ କାଟିନେଲେ ସୁନା ଲକେଟ୍

ଭୁବନେଶ୍ୱର: ରଜ ଭିଡରେ ମାତିଛନ୍ତି ଲୁଟେରା। ସଜବାଜର ମଉକା ଦେଖି ଲୁଟି ନେଉଛନ୍ତି ଗହଣା। ଗହଳି ସ୍ଥାନାରେ ଜମାଇଛନ୍ତି ଭିଡ। ଗ୍ୟାଙ୍ଗ ହୋଇ ଧ୍ୟ୍ୟାନ ଭଟକାଇ ଲୁଟୁଛନ୍ତି ଅଳଙ୍କାର। ମାର୍କେଟ ବିଲଡିଂରେ ଦେଖିବାକୁ ମିଳିଛି ଏମିତି ଘଟଣା। ଜଣେ ଛୋଟ ଛୁଆ ଆଇସକ୍ରିମ ଖାଉଥିବା ବେଳେ ତା' ବେକରୁ…

ସୁଟର ସିପି ସିଦ୍ଧୁ ହତ୍ୟା: ହାଇକୋର୍ଟ ବିଚାରପତିଙ୍କ ଝିଅ ଅଭିଯୁକ୍ତ

ଭୁବନେଶ୍ୱର: ହାଇକୋର୍ଟ ବିଚାରପତିଙ୍କ ଝିଅ ହତ୍ୟାକାଣ୍ଡରେ ସଂପୃକ୍ତ । ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସବିନାଙ୍କ ଝିଅ କଲ୍ୟାଣୀ ସିଂଙ୍କୁ ବୁଧବାର ସିବିଆଇ ଗିରଫ କରିଛି । ଚଣ୍ଡିଗଡ଼ରୁ ସିବିଆଇ କଲ୍ୟାଣୀଙ୍କୁ ଗିରଫ କରିବା ପରେ ଚାରି ଦିନିଆ ରିମାଣ୍ଡରେ…

ଫିଫା ବିଶ୍ୱକପ ୨୦୨୨: ଶେଷ ଦଳ ଭାବେ ଯୋଗ୍ୟତା ଅର୍ଜନ କଲା କୋଷ୍ଟାରିକା

ସାନ ଜୋସ: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା କାତାର ଫିଫା ବିଶ୍ୱକପ ଫୁଟବଲ ପାଇଁ ଶେଷ ଦଳ ଭାବେ କୋଷ୍ଟାରିକା ଯୋଗ୍ୟତା ଅର୍ଜନ କରିଛି । ଅନ୍ତିମ କ୍ୱାଲିଫାଇଙ୍ଗ ପ୍ଲେ ଅଫରେ କୋଷ୍ଟାରିକା ୧-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଜୋଏଲ କ୍ୟାମ୍ପବେଲ ଦଳ ପକ୍ଷରୁ…