Latest Odisha News

BREAKING NEWS

ଝିଅକୁ ଚେଙ୍କ ମାମଲା; ସାବତ ମା’ ଗିରଫ

ବ୍ରହ୍ମପୁର: କୁରକୁରେ ଖାଇବାକୁ ୫ ଟଙ୍କା ମାଗିବା ଯୋଗୁ ୮ ବର୍ଷର ଝିଅକୁ ଚେଙ୍କ ଦେବା ମାମଲାରେ ସାବତ ମାଆକୁ ବଡ଼ବଜାର ଥାନା ପୋଲିସ ସୋମବାର ଗିରଫ କରିଛି । ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାମୁ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ରବିବାର ଝିଅକୁ…

କାନପୁର ହିଂସା: ପୋଲିସ ପ୍ରସ୍ତୁତ କରୁଛି ଦଙ୍ଗାକାରୀଙ୍କ ତାଲିକା , ମାଗଣା ରାସନ୍ ଯୋଜନାରୁ କଟାଯିବ ନାଁ

କାନପୁର : କାନପୁରରେ ଦଙ୍ଗକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ଏଠିକାର ରାଜ୍ୟ ସରକାର । ଜୁନ୍ ୩ ରେ ଜୁମା ପ୍ରାର୍ଥନା ପରେ ଘଟିଥିବା ହିଂସା ଘଟଣାରେ ସରକାରଙ୍କ କଠୋର ଆଦେଶ ପରେ ଉତ୍ତରପ୍ରଦେଶରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଦୁର୍ବୃତ୍ତଙ୍କ ବିରୋଧରେ ନିରନ୍ତର କାର୍ୟ୍ୟାନୁଷ୍ଠାନ…

ଆଜି ପହିଲି ରଜ : ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି, ଘରେ ଘରେ ପିଠାପଣାରେ ଆସର

ଭୁବନେଶ୍ବର: କରୋନା କାୟା ଥମିବାପରେ ଦୁଇ ବର୍ଷ ପରେ ପୁଣି ଶୁଭିଛି ରଜ ଦୋଳି ଗୀତ। ପୁଣି ସମସ୍ତେ ବେଶ ଧୁମଧାମରେ ପାଳୁଛନ୍ତି ରଜ। ଏଥର ରଜ ସଜବାଜ ଖୁବ ଜମୁଛି ଓଡିଶାର ଗଣପର୍ବ ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା…

ରାହୁଲ ନିକଟରେ ଉଦ୍ଧାରକାରୀ ଦଳ: ଆଉ ମାତ୍ର କିଛି ସମୟର ଅପେକ୍ଷା

ଛତିଶଗଡ଼ : ଆଉ ମାତ୍ର କିଛି ସମୟର ଅପେକ୍ଷା  । ୮୦ ଫୁଟ ଗାତ ପାଖରେ ପହଁଚିଛି ଉଦ୍ଧାରକାଳୀ ଦଳ । ଆଉ ମାତ୍ର କିଛି ସମୟର ଅପେକ୍ଷା । କୋଟି କୋଟି ଲୋକଙ୍କ ପ୍ରାର୍ଥନା  ।  ଦୀର୍ଘ ୪ ଦିନର ଅହରହ କସରତ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଁଚିବାକୁ ଯାଉଛନ୍ତି  । ସୂଚନା ଦେଇଛନ୍ତି ଚମ୍ପା…

କବିତା : ରଜ ମଉଜ

ରଶ୍ମିତା ଦାସ ଆଜି ବି ମୋ ମନେ ପଡେ ସେ ଦିନର କଥା ଗାଆଁର ଜୀବନ ସିନା ଉଚ୍ଚ ଥିଲା ମଥା । ବାରମାସେ ତେର ପର୍ବ ଛମାସେ ନ' ଯାତ ଉତ୍କଳର ଅଭିମାନ କଳିଆ ସାଆନ୍ତ । ଆଷାଢ଼ ସଂକ୍ରାନ୍ତି ଆସେ ବରଷରେ ଥରେ ତିନି ଦିନ କଟିଯାଏ ହସ ଖୁସି ଭରେ । ମାଟି ରଜସ୍ବଳା ହୁଏ ଏଇ ଦିନ ପୁଣି…

ଆମ ଐତିହ୍ୟର ପର୍ବ ‘ରଜ’

ରଜ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ ଆଦ୍ୟ ଆଷାଢ଼ର ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହରୀ ଜୀବନଚର୍ଯ୍ୟାରେ ପାଳିତ ହୁଏ ରଜପର୍ବ। ପଲ୍ଲୀ ଜୀବନରେ ରଜ ଏକ ଉତ୍ସବ ନୁହେଁ ଏକ ସଂସ୍କୃତି। ସହରରେ ରଜ ଟିକେ ନିଆରା, କିଛି କୃତ୍ରିମ। ମାଟି ପ୍ରତି…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି: ବଢ଼ିଲା ପୂର୍ବତନ ଖେଳାଳିଙ୍କ ପେନସନ

ମୁମ୍ବାଇ: କ୍ରିକେଟରୁ ଅବସର ଘୋଷଣା କରି ସାରିଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ବଡ ଘୋଷଣା କରିଛି । ଏହି ପୂର୍ବତନ ଖେଳାଳିଙ୍କ ପେନସନ ୧୦୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବିସିିସିଆଇ ସେକ୍ରେଟାରୀ ଜୟ ଶାହା ଟୁଇଟ କରିଛନ୍ତି । ଏହା ଦ୍ୱାରା ୯୦୦ ମହିଳା ଓ ପୁରୁଷ କ୍ରିକେଟର ଏବଂ ମ୍ୟାଚ…

ରାଜମୌଲୀଙ୍କ ଫିଲ୍ମରେ ଐଶ୍ଚର୍ଯ୍ୟା !

ମୁମ୍ବାଇ: ବର୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏସଏସ ରାଜମୌଲୀଙ୍କ ଯାଦୁ ଚାଲୁଛି କହିଲେ ଭୁଲ ହେବନି । ବାହୁବଳୀ ଓ ଆରଆରଆର ପରେ ତାଙ୍କର ନୂତନ ପ୍ରୋଜେକ୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ରିପୋର୍ଟ ମୁତାବକ ରାଜମୌଲୀ ତାଙ୍କର ଆଗାମୀ ଫିଲ୍ମରେ ଐଶ୍ଚର୍ଯ୍ୟ ରାୟଙ୍କୁ ନେବା ପାଇଁ ଯୋଜନା…

JSW ଜଜାଙ୍ଗ ଲୁହାଖଣିକୁ ଉତ୍କର୍ଷ ପରିବେଶ ପୁରସ୍କାର

ଭୁବନେଶ୍ୱର: JSW  ଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନଜନକ କଳିଙ୍ଗ  ଏନଭରନେଣ୍ଟ  ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି ।  ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା)…

ଖୁବ ଶୀଘ୍ର ପରଦାକୁ ଆସିବ ସରୋଜିନୀ ନାୟୁଡୁଙ୍କ ବାୟୋପିକ

ମୁମ୍ବାଇ: ଭାରତୀୟ ଇତିହାସର ବେଶ ପରିଚିତ ନାମ ସରୋଜିନୀ ନାୟୁଡୁଙ୍କ ଆତ୍ମଜୀବନୀ ଉପରେ ଆରମ୍ଭ ହୋଇଯାଇଛି ଫିଲ୍ମର ପ୍ରସ୍ତୁତି । ବିନୟ ଚନ୍ଦ୍ରା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର । ଜୁନିୟର ସରୋଜିନୀ ଭାବେ ସୋନାଲା ମନ୍ଥରା ଏବଂ ସିନିୟର ଭୂମିକାରେ…