Latest Odisha News

BREAKING NEWS

ଖୁବ ଶୀଘ୍ର ପରଦାକୁ ଆସିବ ସରୋଜିନୀ ନାୟୁଡୁଙ୍କ ବାୟୋପିକ

ମୁମ୍ବାଇ: ଭାରତୀୟ ଇତିହାସର ବେଶ ପରିଚିତ ନାମ ସରୋଜିନୀ ନାୟୁଡୁଙ୍କ ଆତ୍ମଜୀବନୀ ଉପରେ ଆରମ୍ଭ ହୋଇଯାଇଛି ଫିଲ୍ମର ପ୍ରସ୍ତୁତି । ବିନୟ ଚନ୍ଦ୍ରା ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ କାହାଣୀ ଲେଖିଛନ୍ତି ଧୀରଜ ମିଶ୍ର । ଜୁନିୟର ସରୋଜିନୀ ଭାବେ ସୋନାଲା ମନ୍ଥରା ଏବଂ ସିନିୟର ଭୂମିକାରେ…

ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ

- ଦେବଦତ୍ତ ରଥ ଭୁବନେଶ୍ୱର: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ସେ ମୋଦି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଚାଲିଥିବା "ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ"ର ବିଭିନ୍ନ…

[ଦେଖନ୍ତୁ ଭିଡିଓ] ଅବକାରୀ ବିଭାଗର ଚଢାଉ, ମହୁଲି ମଦ ଜବତ ସହ ୨ ଗିରଫ

ରାୟଗଡା:  ଅବକାରୀ ବିଭାଗର ଚଢାଉ। ୪ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ ହୋଇଥିବା ବେଳେ ୩୧୫ଲିଟର ଦେଶୀ ମଦ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତି ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗୁଣପୁର ରେଞ୍ଜରେ ଚଢାଉ କରାଯାଇ ସେଠାରୁ ଏହି ସବୁ ମହୁଲି ମଦ ସହିତ ଦେଶୀ ମଦ ଜବତ…

ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା…

- ଦେବଦତ୍ତ ରଥ ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ ରଜ । କାଲି ପହଲି ରଜ ପୂର୍ବରୁ ଆଜିଠାରୁ ଆରମ୍ଭ ହୋଇଗଲାଣି ରଜ ପାଇଁ ସଜବାଜ । ରଜରେ ପାନଖିଆ ଏକ ନିଆରା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାକୁ ଆଦି ଛଅଟି ଲକ୍ଷଣ ନିର୍ଦ୍ଧାରିତ କରାଯାଇଛି । ଦିଏ,…

ମନି ଲଣ୍ଡରିଂ ମାମଲା : ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, ପଚରାଉଚରା କରୁଛନ୍ତି ୩ ବରିଷ୍ଠ ଅଧିକାରୀ

ଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ଚାଲିଛି । ରାହୁଲଙ୍କୁ ଇଡିର ୩ ବରିଷ୍ଠ ଅଧିକାରୀ ପଚରାଉଚରା କରୁଛନ୍ତି । ଏହି ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌; ୫ ମୃତ

ମାଲକାନଗିରି  : ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଆଧିକ ଯାତ୍ରୀ ଆହତ ହୋଇଛନ୍ତି । ୪୦ ଜଣ ଯାତ୍ରୀଙ୍କୁ ନେଇ ବିଜୟୱାଡାରୁ ଭବାନୀପାଟଣାକୁ ଆସୁଥିବା ବେଳେ ମାତ୍ର ୨୦ କିଲୋମିଟର ଦୂରରେ ବସ୍‌ଟି ମୋଟରୁ ଓଲିଟି…

ଇମାମୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଇମାମି-କିସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ…

ଖମଙ୍ଗରେ ଜିଲ୍ଲା କାରିଗର ସମାବେଶ: ହସ୍ତଶିଳ୍ପ ବିକାଶ ପରିଷଦ ପୁଣି କାର୍ଯ୍ୟକ୍ଷମ ଦାବି

ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ଦାବି ଜଣାଇଲା ଓଡ଼ିଶା ଶିଳ୍ପୀ ମହାସଂଘ । ଖମଙ୍ଗ ଶାସନ ଠାରେ ଶିଳ୍ପୀ ମହାସଂଘ ଦ୍ୱାରା ଆୟୋଜିତ ଖୋର୍ଦ୍ଧା ଜିଲ୍ଲା କାରିଗର ସମାବେଶରେ…

କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିଲେ; ୯ବର୍ଷର ଝିଅକୁ ଚେଙ୍କ ଦେଲା ସାବତ ମା’

ବ୍ରହ୍ମପୁର: ଟିଉସନ୍‌ ଯିବା ବେଳେ କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିବାରୁ ୯ ବର୍ଷର ଝିଅଙ୍କୁ ପିଠା ପାତିଆରେ ଚେଞ୍ଚ ଦେଇଦେଲେ ସାବତ ମା’। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ଏହି ଘଟଣା ଘଟିଥିଲେ ମଧ୍ୟ ରବିବାର ଏକଥା ପଦାକୁ ଆସିଛି । ମିଳିଥିବା ସୂଚନା…

ଆଇପିଏଲ ମିଡିଆ ରାଇଟ୍ସ ନିଲାମ: ପ୍ରଥମ ଦିବସରେ ୪୩ ହଜାର ୫୦କୋଟି ପର୍ଯ୍ୟନ୍ତ ଗଲା ଡାକରା

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନିଲାମ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସ ନିଲାମପ୍ରକ୍ରିୟା ଡାକରା ୪୩ ହଜାର ୫୦କୋଟି ଟଙ୍କାରେ ପଂହଚିଛି । ନିଲାମରେ ଜିତ ହାସଲ କରିବା ପାଇଁ ବିଭିନ୍ନ କମ୍ପାନୀ ମଧ୍ୟରେ ତୀବ୍ର…