ଟି୨୦ ବିଶ୍ୱକପ ପରେ ବିବାହ କରିବେ ରାହୁଲ-ଆଥିୟା !
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ସେମାନେ ବିବାହ କରିବେ । ସୁନୀଲ ସେଟ୍ଟୀ ଏବଂ ତାଙ୍କ ସମ୍ପୂର୍ଣ୍ଣ…