Latest Odisha News

BREAKING NEWS

କିଭରେ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟ ଦଖଲ ଅଭିମୁଖେ ରୁଷ ସେନା

କିଭ୍(ୟୁକ୍ରେନ): ଚାରିପଟରୁ ୟୁକ୍ରେନରୁ ଘେରି ହମଲା କରୁଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛି । ଏବେ କିଭ ପାଖରେ ଥିବା କାନିଭ୍ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟକୁ ଦଖଲରେ ନେବା ପାଇଁ ଆଗକୁ ବଢୁଛି ରୁଷ୍ ସେନା । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…

ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍

ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍…

ଅନୁବାଦ ଗଳ୍ପ : ମୁଁ ବଞ୍ଚିବି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୬  ମୂଳ ହିନ୍ଦୀ : ବିଷ୍ଣୁ ପ୍ରଭାକର ପାର୍ଟି କେତେବେଳୁ ଶେଷ ହୋଇସାରିଥିଲା ଓ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ଘରକୁ ଲେଉଟି ସାରିଥିଲେ । ଆକାଶରେ ଚନ୍ଦ୍ର ଢେର ଉପରକୁ ଉଠି ସାରିଥାଏ  । ପ୍ରାନ୍‍ ହସି ହସି ରାଜ୍‍ ଆଡ଼େ ଚାହିଁଲା ।…

ଇନିଂସ ଘୋଷଣା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଲେ ଜାଡେଜା

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ୫୭୪/୮ ରନ କରିଥିବା ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ । ସେ ସମୟରେ ରବୀନ୍ଦ୍ର ଜାଡେଜା ୧୭୫ ରନ କରି ଅପରାଜିତ ରହିଥିଲେ । ଏହାକୁ ନେଇ ସୋସିଆଲ ସାଇଟରେ ରୋହିତଙ୍କୁ ସମାଲୋଚନା କରାଯିବା ସହ ୧୮ ବର୍ଷ ତଳେ…

ହକ୍କାନୀଙ୍କ ଚେହେରା ଦେଖିଲା ଦୁନିଆ

କାବୁଲ: ଆଫଗାନିସ୍ତାନ ଗୃହ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀଙ୍କ ଚେହେରା ପ୍ରଥମ ଥର ପାଇଁ ଦୁନିଆ ସମ୍ମୁଖକୁ ଆସିଛି । ୨୦ ବର୍ଷ କାଳ ଆମେରିକା ସେନା ଆଫଗାନିସ୍ତାନରେ ରହିବା ସତ୍ୱେ ଏହି ୧୦ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଆତଙ୍କବାଦୀଙ୍କ ଚେହେରା ଦେଖିପାରି ନ ଥିଲା । ଆଫଗାନିସ୍ତାନ…

ରଣଜୀ ଟ୍ରଫି କ୍ରିକେଟ: କୋଚ ଜାଫରଙ୍କ ଭଣଜା ଯୋଗୁ ଅସୁବିଧାରେ ଓଡିଶା

ଭୁବନେଶ୍ୱର:ଅହମ୍ମଦାବାରେ ଚାଲିଥିବା ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡିଶା ପରାଜୟ ଏଡାଇବା ପାଇଁ ସଂଘର୍ଷ ଜାରୀ ରଖିଛି । ଓଡିଶା କୋଚ ୱାସିମ ଜାଫରଙ୍କ ଭଣଜା ଅର୍ମାନଙ୍କ ଆକର୍ଷଣୀୟ ଶତକ ଯୋଗୁ ଓଡିଶା ବ୍ୟାକଫୁଟକୁ ଠେଲି ହୋଇଯାଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୯…

ଜାଡେଜାଙ୍କ ସ୍ମରଣୀୟ ଇନିଂସ, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

ମୋହାଲି: ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ମଜଭୁତ ସ୍ଥିତିରେ ରହିଛି । ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୧୭୫ରନ ସହାୟତାରେ ଭାରତ ପ୍ରଥମ ଇନିଂସରେ ୮ୱିକେଟ ବିନିମୟରେ ୫୭୪ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା ।ଜବାବରେ ଶ୍ରୀଲଙ୍କା ୪…

ଓଡ଼ିଶା-ମୋ ପରିବାରର ଅନନ୍ୟ ପ୍ରୟାସ, ବିଜୁ ଜୟନ୍ତୀରେ ଆରମ୍ଭ ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡିଶା ମୋ ପରିବାରର ଅନନ୍ୟ ପ୍ରୟାସ । ବିଜୁ ଜୟନ୍ତୀରେ ଆରମ୍ଭ ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ । ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଛନ୍ତି ୫ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି । ଓଡ଼ିଶା-ମୋ ପରିବାରର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମାନ୍ୟବର…

ଘରେ ପଶି ଗୁଳିମାଡ କଲେ ଦୁର୍ବୃତ୍ତ , ବାପା ମୃତ , ମା’ ଓ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି

କେନ୍ଦ୍ରାପଡା : ଗୁଳିମାଡରେ ଚାଲିଗଲା ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବବକପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗୁଳିମାଡରେ ଗୋଟିଏ ପରିବାରର ମୁରବୀ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ହୋଇପଡିଛନ୍ତି ।ମୃତକ ହେଉଛନ୍ତି ଅରବିନ୍ଦ…

ବିଜେପିରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ହେଲେ ଡକ୍ଟର ସୁନୀତି ମୁଣ୍ଡ୍

ଭୁବନେଶ୍ୱର : ବିଜେପି ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନା ଘୋଷଣା କରିଛି । ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍ । ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…