Latest Odisha News

BREAKING NEWS

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ । ସଂକ୍ରମଣ କମୁଛି । କିନ୍ତୁ…

ଆଜି ରାଜ୍ୟରୁ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍…

ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ ଆଗୁଆ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତିବା ସହ ସିରିଜକୁ ଆଗୁଆ କବଜା କରିଛି ଭାରତ । ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪୪ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୩୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି କାରାବେଆନ୍ ଟିମ୍ ୧୯୩ ରନରେ ଅଲଆଉଟ୍ ହୋଇଥିଲା…

ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଓମଫେଡର ସମଲେଶ୍ୱରୀ ମିଲ୍କ ୟୁନି୍ଅନ୍ ଡେପୁଟୀ ମ୍ୟାନେଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟୀ ମ୍ୟାନେଜର୍ କିଶୋର ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ୱଲପୁର, ଭୁବନେଶ୍ୱର ଓ ପୁରୀରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚାଲିଛି ।…

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ୫୮ ଆସନରେ ଆଜି ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୧ଟି ଜିଲ୍ଲାର ୫୮ ଆସନ ପାଇଁ ସକାଳୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ୬୨୩ ପ୍ରାର୍ଥୀ । ୨ କୋଟି…

ଅନୁବାଦ କବିତା : ସୂର୍ଯ୍ୟ

ମୂଳ ରଚନା : ଚେଜଲୋ ମିଲସ  ସବୁ ରଙ୍ଗ ଆସେ ସୂର୍ଯ୍ୟଠାରୁ କିନ୍ତୁ ତା'ର କୌଣସି ଏକ ବିଶେଷ ରଙ୍ଗ ତ ନାହିଁ, ଯେହେତୁ ସେଠାରେ ସବୁ ରଙ୍ଗ ମିଶେ ଏକ ହୋଇ ଏବଂ ଏଇ ସାରା ପୃଥିବୀଟା ସତେକି ଏକ କବିତା ଆଉ ଏଇ ଉପରର ସୂର୍ଯ୍ୟ ମନେ ହୁଏ ଜଣେ କଳାକାର। ଯିଏ ତେଣୁ ଆଙ୍କିବାକୁ ଚାହେଁ…

ଭାଷା ଭାଗବତ : ବୈଧ ବର୍ଣକ୍ରମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୧ ଶବ୍ଦରେ ବୈଧ ବର୍ଣକ୍ରମ ସର୍ବଦା ହୁଏ ବୋଧଗମ୍ୟ, ଘଟିଲେ କିଛି ବ୍ୟତିକ୍ରମ ଲେଖାରେ ପଶିଯାଏ ଭ୍ରମ ' ବୋଗଧମ୍ୟ ଓ ବ୍ୟକ୍ରତିମ ତାତ୍ସଲ୍ୟ, ଗଣେଷ, ଅଗ୍ରୀମ ବୃଥାରେ, କ୍ଷତାକ୍ତ, ଉତମ ' ଅଟଂତି ଏ ପ୍ରକାର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୫  ପିଲାଦିନର ଭାବଧାରା ସମ୍ପୂର୍ଣ୍ଣ ବଦଳିଯାଏ । ସେ ଚାଲି ଯାଏ ଅନ୍ୟ ଏକ ଦୁନିଆଁକୁ । ଧିରେଧିରେ ବର୍ଷା ଛିଟାକୁ ସେ ଗୋଡ଼ ବଢେଇଲା । ପାଦ ଓଦା ହେଲା । ପରେ ପରେ ଆଣ୍ଠୁ ଯାଏ ଭିଜିଲା । ଟିକେ ଟିକେ ଭିଜିଲା ନାଇଟ୍…

ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା

ମୁମ୍ବାଇ: ବଡେ ମିଆଁ ଛୋଟେ ମିଆଁ ଫିଲ୍ମର ରିଲିଜ ଡେଟ୍ ଘୋଷଣା ହେଲା । ଏହି ଫିଲ୍ମରେ ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମର ଟିଜର ରିଲିଜ ହୋଇଛି। ଯାହା ସୋସିଆଲ୍…

ଆଗକୁ ଆସିବାକୁ ଥିବା କୋଭିଡ ଭାରିଆଣ୍ଟ ମାରାତ୍ମକ: WHO

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ରୋକିବାକୁ ନେଇ ଚିନ୍ତାରେ ଅଛି । ଏହି ସମୟରେ ହୁ ଏକ ଚିନ୍ତାଜନକ ରିପୋର୍ଟ ଦେଇଛି । ଆଗୁକୁ ଆସୁଥିବା କୋଭିଡ ଭାରିଆଣ୍ଟ ଓମିକ୍ରନ୍ ଠାରୁ ବିପଦ ବୋଲି ଆଜି ଏକ ପ୍ରେସ୍ ମିଟ୍ରେ ହୁ କହିଛି । ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର…