Pak Man Plot To Kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର!
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କୁ ମାରିଦେବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର!
ପାକିସ୍ତାନ ବ୍ୟକ୍ତି ରଚିଥିଲା ଯୋଜନା
ପଛରେ ଥିଲା ଇରାନର ହାତ!
ଇରାନ ସହିତ ସମ୍ପର୍କ ଥିବା ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ ରିଭୋଲ୍ୟୁସନରୀ ଗାର୍ଡ କମାଣ୍ଡର କାସେମ ସୋଲେମାନିଙ୍କ ଆମେରିକୀୟ ସାମରିକ…