Latest Odisha News

BREAKING NEWS

ଦରଦାମ ବୃଦ୍ଧି ନେଲା ପୁରା ପରିବାରର ଜୀବନ, ଖାଦ୍ୟ ଯୋଗେଇ ନପାରିବାରୁ ପତ୍ନୀ ସହ ୭ ପିଲାଙ୍କୁ ମାରିଦେଲା ବାପା

ନୂଆଦିଲ୍ଲୀ: ସହି ପାରିଲାନି ଭୋକର ଜ୍ଵାଳା । ଶେଷରେ ପରିବାରର ସମସ୍ତଙ୍କୁ କଲା ହତ୍ୟା । ଦିନ କୁ ଦିନ ପାକିସ୍ଥାନର ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି । ଦର ଦାମ ଆକାଶ ଛୁଆଁ । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡିଲାଣି । ଏପରି ସ୍ଥଳରେ ପରିବାରକୁ ଖାଦ୍ୟ ଯୋଗାଇବା ଘରର…

ହମାସ ସହ ଯୁଦ୍ଧ ସମୟରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ । ଇସ୍ରାଏଲ ଏହାର ବିଭିନ୍ନ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ଭାରତରୁ ୬ ହଜାର ଶ୍ରମିକଙ୍କୁ ନେବ । ଏନେଇ ଇସ୍ରାଏଲକୁ ଭାରତ ସରକାର ଆବଶ୍ୟକ ଅନୁମତି ପ୍ରଦାନ କରିଛନ୍ତି । ଗତ ଅକ୍ଟୋବର ୭ ତାରିଖରୁ…

ମୟଙ୍କ ଯାଦବଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ ଖବର

ଲକ୍ଷ୍ନୌ: ପଡିଆାକୁ ଫେରିପାରନ୍ତି ଦ୍ରୁତତମ ବୋଲର। ଆଇପିଏଲ ୨୦୨୪ର ଦ୍ରୁତତମ ବୋଲର ମୟଙ୍କ ଯାଦବ ଗତ ମ୍ୟାଚରେ ଅସୁସ୍ଥ ଥିଲେ। ବର୍ତ୍ତମାନ ତାଙ୍କ ଫିଟନେସ୍ ସମ୍ବନ୍ଧରେ ଏକ ଖବର ଆସିଛି । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ତିନୋଟି ଜିତିଥିବା ବେଳେ…

ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ: ମୋଦୀ

ଶ୍ରୀନଗର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର ପ୍ରସାର ଜାରି ରହିଛି । ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍ଧମପୁର ଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ଖୁବ୍ ଶୀଘ୍ର ତା’ର…

ଏହି ଫିଲ୍ମ ଦେଖିବା ଅଭିଶାପ ସଦୃଶ, ଯିଏ ଦେଖିଛି ସେ….

ମୁମ୍ବାଇ: ହଲିଉଡରେ ସମସ୍ତ ପ୍ରକାର ଦର୍ଶକଙ୍କ ଭିନ୍ନ ଭିନ୍ନ ଶୈଳୀରେ ଫିଲ୍ମ ନିର୍ମାଣ ହୋଇଛି । ହରର ଫିଲ୍ମ ଏଂଟ୍ରମ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏହି ଫିଲ୍ମକୁ କେହି ହଲରେ ଦେଖିପାରି ନାହାନ୍ତି । ଏଂଟ୍ରମ ଏକ ଶାପିତ ଫିଲ୍ମ ବୋଲି କୁହାଯାଏ । ଯିଏ ଏହି ଫିଲ୍ମ ଦେଖିଛି ତାର ପ୍ରାଣ ଯାଇଛି…

ଲୋକସଭା ନିର୍ବାଚନ ୨୦୨୪: ୯ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଏସପି

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସପି) ଶୁକ୍ରବାର ତା'ର ଚତୁର୍ଥ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୯ଟି ଆସନରେ ନାମ ରହିଛି । ଆଜମଗଡ, ଗୋରଖପୁର ଏବଂ ଫୌଜାବାଦ ସମେତ ଉତ୍ତରପ୍ରଦେଶର ୯ଟି ଲୋକସଭା ଆସନ ପାଇଁ ବିଏସପି ପ୍ରାର୍ଥୀ ଘୋଷଣା କରିଛି । ବିଏସପି ଆଜମଗଡରୁ ଭୀମ ରାଜଭାର,…

ରମେଶ୍ୱରମ କାଫେ ବିସ୍ଫୋରଣ ଘଟଣା, ମୁଖ୍ୟ ୨ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ଏନଆଇଏ । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଅବଦୁଲ ମଥୀନ ତାହା ଏବଂ ମୁସାବୀର ହୁସେନ ଶାଜିବ । ପଶ୍ଚିମବଙ୍ଗରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏନଆଇଏ । ସୂଚନା ଅନୁସାରେ, ରାମେଶ୍ଵରମ…

ଯମଜ ଭଗ୍ନୀ କରୁଛନ୍ତି କମାଲ: ପରୀକ୍ଷାରେ ରଖୁଛନ୍ତି ସମାନ ମାର୍କ

ବାଙ୍ଗାଲୋର: ଯମଜ ସନ୍ତାନଙ୍କ ମଧ୍ୟରେ କିଛି ସମାନତା ଥାଏ ତାହା ଆମେ ଜାଣୁ । ମାତ୍ର କର୍ଣ୍ଣାଟକର ଦୁଇ ଯମଜ ଭଗ୍ନୀ ପରୀକ୍ଷାରେ ସମାନ ମାର୍କ ରଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୁକି ଚନ୍ଦ୍ରା କେଭି ଓ ଇବାନୀ ଚନ୍ଦ୍ରା ୨ ମିନିଟ ବ୍ୟବଧାନରେ ଜନ୍ମ ହୋଇଥିଲେ । ପିଲାବେଳୁ ଉଭୟ…

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି: ଆତିଶି

ନୂଆଦିଲ୍ଲୀ: ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମୋଦି ସରକାର ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ଆତିଶି । ଦିଲ୍ଲୀର ସରକାରୀ କର୍ମଚାରୀମାନେ ଆଚରଣ ବିଧିର ବାହାନା କରି ବୈଠକକୁ ଆସିବା ବନ୍ଦ କରି ଦେଇଛନ୍ତି ବୋଲି କହିଛନ୍ତି ଆତିଶି । ଆତିଶି…

ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶର ବିଭିନ୍ନ ରାଜ୍ୟରେ ଦେଖାଗଲାଣି ଗ୍ରୀଷ୍ମପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି । ଏପ୍ରିଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ଦେଶରେ…