Latest Odisha News

BREAKING NEWS

ଷ୍ଟେଜକୁ ଯାଉ ଯାଉ ଅର୍ଜିତଙ୍କ ପାଦ ଛୁଇଁଲେ ବାଦଶାହ

ମୁମ୍ବାଇ: ବ୍ୟାଙ୍କକରେ ଏକ ମ୍ୟୁଜିକ ଶୋରେ ଭାରତର ଦୁଇ ଲୋକପ୍ରିୟ କଳାକାରଙ୍କ ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାର୍ଯ୍ୟକ୍ରମ ବେଳେ ର‌୍ୟାପର ବାଦଶାହ ଷ୍ଟେଜକୁ ଯାଉ ଯାଉ ପ୍ରଥମେ ଅର୍ଜିତଙ୍କ ପାଦ ଛୁଇଁଥିଲେ । ବାଦଶାହଙ୍କ ବୟସ ଅର୍ଜିତଙ୍କଠାରୁ…

ଆସନ୍ତା ୧୧ରେ ରାଜ୍ୟରେ ପାଳନ ହେବ ଇଦ୍

କଟକ: ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଉକ୍ତ ତାରିଖରେ ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏକ ବୈଠକ ପରେ କମିଟି ଏହି ଘୋଷଣା କରିଛି। ସୋମବାର ଅର୍ଥାତ ଆଜି ଚନ୍ଦ୍ର ଦର୍ଶନ ହୋଇ ନଥିବାରୁ ଗୁରୁବାର ଦିନ ଇଦ୍…

ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ମଇ ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ । ଏହି…

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ସେତେ ଜୋର ଅଣ୍ଟା ଭିଡୁଛନ୍ତି। ରାଜ୍ୟରେ ନିର୍ବାଚନ ଆଚରଣ ବିଧିର ଧଜିଆ ଉଡାଉଛି ବିଜେଡି। ଏପରି ଅଭିଯୋଗ ଆଣିଛି ବିଜେପି। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ପ୍ରଚାର କରିବା ପାଇଁ ବାଧ୍ୟ…

ଚଳିତ ଆଇପିଏଲରେ ନିରାଶ କରୁଛନ୍ତି ଭାରତର ଏହି ୫ ଖେଳାଳି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଭାରତର କେତେକ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକ ଓ ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ଟି୨୦ ବିଶ୍ୱକପ ଦଳରେ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଆଶା କ୍ଷୀଣ ହୋଇଛି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏଥର ବିଶ୍ୱକପ ଆୟୋଜିତ ହେବ । ଚୟନ କମିଟି ଚୂଡାନ୍ତ ଦଳ ଚୟନ…

ବର୍ଷା ଯୋଗୁଁ କମିଛି ଖରାର ପ୍ରକୋପ, ୧୩ ଠାରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଖରାର ପ୍ରକୋପ କମିଛି। ଏମିତି ପାଗ ଆଉ ତିନି ଚାରି ଦିନ ରହିପାରେ। ଆଜି ବଲାଙ୍ଗିର, ନୂଆପଡ଼ା ଓ ବିରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ରାଜ୍ୟର ଆଉ କିଛି ସ୍ଥାନରେ ଦିନ ସାଢ଼େ ୧୧ଟା ସୁଦ୍ଧା…

ଟି୨୦ ବିଶ୍ୱକପ ଚୂଡାନ୍ତ ଦଳରେ ପ୍ରାୟତଃ ସ୍ଥାନ ନିଶ୍ଚିତ କଲେଣି କୋହଲି, ପନ୍ତ : ରିପୋର୍ଟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ସମସ୍ତ ଦେଶର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଟିମ ଇଣ୍ଡିଆ ତାର ଦଳ ଚୟନ ପାଇଁ ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ତୀକ୍ଷଣ ନଜର ରଖିଛି । କ୍ରିକବଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତୀୟ ଚୟନ କମିଟି ବିରାଟ କୋହଲି ଓ ରିଷଭ ପନ୍ତଙ୍କୂ…

୨୫% ମାଗଣା ନାମଲେଖା ସୁଧାର ପାଇଁ ଏକ ପଲିସି ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

କଟକ: ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ତ୍ରୁଟି, ଦାୟିତ୍ୱ ହୀନତା ଓ ଅଯୋଗ୍ୟତା ପାଇଁ ରାଜ୍ୟରେ ୨୦ ହଜାରରୁ ଉର୍ଦ୍ଧ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଚଳିତ ବର୍ଷ ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫% ମାଗଣା ସିଟରେ ପ୍ରାଇଭେଟ ସ୍କୁଲରେ ନାମ ଲେଖାରୁ ବଞ୍ଚିଚ ହେବେ। ଅଭିଭାବକ ମାନେ…

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତ୍ତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା…

ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ ବିଜେଡିରେ ସାମିଲ, ନିର୍ବାଚନ ପୂର୍ବରୁ ବଢ଼ିଲା ବଳ

ଭୁବନେଶ୍ୱର: ବିଜୁ ଜନତା ଦଳରେ ଯୋଗ ଦେଲେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲମୁଖି ହବିବ। ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗଦେବା ଭଦ୍ରକରେ ଶାସକ ଦଳର ସ୍ଥିତି ମଜବୁତ ହୋଇଛି। ରାଜ୍ୟରେ ପୌରପାଳିକାର ନେତୃତ୍ୱ ନେଉଥିବା ପ୍ରଥମ ମୁସଲମାନ ମହିଳା ଭାବେ ପରିଚିତ…