Latest Odisha News

BREAKING NEWS

୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ବୋପାନ୍ନା

ମାୟାମି: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ମାୟାମି ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଛନ୍ତି । ୪୪ ବର୍ଷ ବୟସରେ ଏଟିପି ମାଷ୍ଟର୍ସ ୧୦୦୦ ଜିତିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ରେକର୍ଡ ସେ ନିଜେ ଭାଙ୍ଗିଛନ୍ତି । ଗତ ବର୍ଷ ଇଣ୍ଡିଆନ ୱେଲ୍ସ ଜିତି ସେ ଏହି ରେକର୍ଡ…

ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ । ସେହିପରି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ…

ଦୋଳ ମେଳଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦୋଳ ମେଳନ ଜମୁଛି । ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ବାଳକାଟିରେ ଦୋଳ ମେଳଣ ଚାଲିଥିବାବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଠାକୁରଙ୍କ ପ୍ରୋସେସନ ବେଳେ ଯୁବକଙ୍କୁ…

ଆଡଭାନୀଙ୍କ ବାସଭବନକୁ ଯାଇ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଆଡଭାନୀଙ୍କୁ ‘ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ । ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତି ତାଙ୍କୁ ଏହି…

ଅଜା ହେବାକୁ ଯାଉଛନ୍ତି କି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ସେ ଡ୍ୟାନ୍ସ ଦିୱାନେ ୪ ଶୋରେ ଏହି କଥା ପରୋକ୍ଷରେ ସୂଚନା ଦେଇଛନ୍ତି । ଭାରତୀ ସିଂ ଯେତେବେଳେ ତାଙ୍କୁ କହିଲେ ଆପଣ ଅଜା ହେବାକୁ ହେଲେ ଲୁକରେ ବହୁତ କିଛି ପରିବର୍ତନ କରିବାକୁ ପଡିବ । କାରଣ ଆପଣ କୌଣସି…

ନିର୍ବାଚନ ପୂର୍ବରୁ ବିଜେପିର ବିଜୟ, ୧୦ ବିଧାନସଭା ଆସନରେ ନିର୍ଦ୍ବନ୍ଦରେ ନିର୍ବାଚିତ

ଇଟାନଗର: ଅରୁଣାଚଳ ପ୍ରଦେଶରୁ ବିଜେପି ପାଇଁ ଏକ ଖୁସି ଖବର ଆସିଛି । କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଭୋଟିଂ ପୂର୍ବରୁ ଦଳ ୧୦ ଟି ସିଟ୍ ରେ ଜିତିଥିବାନେଇ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶରେ ବିଜେପି ୧୦ ଟି…

ବିଜେଡିରେ ପୂର୍ବତନ କଂଗ୍ରେସ ବିଧାୟକ ମିଶିଲେ ଚିରଞ୍ଜୀବ

ଭୁବନେଶ୍ଵର: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିରେ ସାମିଲ ହେଲେ ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ଗତକାଲି…

ଭାରତର ଏକତା ଓ ଅଖଣ୍ଡତାକୁ ଦୁର୍ବଳ କରୁଛି କଂଗ୍ରେସ: ମୋଦୀ

ନୂଆଦିଲ୍ଲୀ: ୧୯୭୦ ଦଶକରେ କଚ୍ଚାଥିବୁ ଦ୍ଵୀପକୁ ଶ୍ରୀଲଙ୍କାକୁ ଦେବା ପ୍ରସଙ୍ଗକୁ ନେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଛନ୍ତି ଯେ, କଂଗ୍ରେସ ଦଳକୁ ବିଶ୍ୱାସ କରାଯାଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏକ ସମ୍ବାଦ ଆର୍ଟିକିଲକୁ ସେୟାର କରିବା…

ଗୁରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ, ଶିଷ୍ଯ ରାଘବ ଚଢ଼ା କେଉଁଠି?

ନୂଆଦିଲ୍ଲୀ: ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ନେତା ଜିତେନ୍ଦ୍ର ଆୱାଡ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅବକାରୀ ନୀତି ସଂକ୍ରାନ୍ତ ଏକ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହିଲେ, ‘୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ…

ଗୌହାଟି: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ । ସେ କହିଛନ୍ତି ଯେ ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ…