Latest Odisha News

BREAKING NEWS

ଜନ୍ମଦିନ ହେଲା ମରଣଦିନ, ଅନଲାଇନରେ ଆସିଲା ମୃତ୍ୟୁ

ପଟିଆଲା: ଜନ୍ମଦିନ ହେଲା ମରଣଦିନ । ଅନଲାଇନରେ ଆସିଲା ମୃତ୍ୟୁ । ଜନ୍ମଦିନର କେକ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ । ପଞ୍ଜାବର ପଟିଆଲାରେ ଘଟିଛି ଏହି ଘଟଣା । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ୧୦ ବର୍ଷିୟ ମାନୱୀ । ଗତକାଲି ତାଙ୍କର ଜନ୍ମଦିନ ଥିଲା । ସୂଚନା ଅନୁସାରେ, ଗତକାଲି ମାନୱୀ ଏବଂ…

ଜୀବନ ବଞ୍ଚାଇଲେ ଭାରତୀୟ ନୌସେନା, ଇଣ୍ଡିଆ ଜିନ୍ଦାବାଦର ନାରା ଦେଲେ ପାକିସ୍ତାନୀ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ୨୯ ତାରିଖରେ ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଜାହାଜ ଏବଂ ଅପହୃତ ୨୩ ଜଣ ପାକିସ୍ତାନୀ ନାବିକଙ୍କୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନାର ଏହି ସାହସିକ କାର୍ଯ୍ୟରେ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ପ୍ରଭାବିତ ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଇବା…

ଶିଶୁ ଗଳ୍ପ : ପ୍ରକୃତ ବନ୍ଧୁ

ପ୍ରତିଭା ସାହୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ନଈଟିଏ ବହିଯାଉଛି।ସେ ନଈରୁ ଜଙ୍ଗଲର ପଶୁ ପକ୍ଷୀ ସବୁ ପାଣି ପିଇଥାନ୍ତି । ନଈରେ ଅନେକ କଇଁଛ ଥାଆନ୍ତି । କଇଁଛର ଦଳପତି ପାଣିର ଯେଉଁ ଆଡକୁ ଯାଆନ୍ତି ଅନ୍ୟ କଇଁଛ ସବୁ ତାଙ୍କ କଥା ମାନି ସେ ଆଡେ ଯାଇଥାନ୍ତି । ଦଳପତି କଇଁଛ ଦିନେ ନ୍ଈପଠା ବାଲିରେ…

ଗୁରୁକୁଳ ଉତ୍ସବ ୨୦୨୩ ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ ଆୟୋଜିତ ଗୁରୁକୁଳ ଉତ୍ସବ-୨୦୨୩ ର ଦ୍ଵିତୀୟ ସନ୍ଧ୍ୟାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବପ୍ରବୋଧ କୁମାର ରଥ ଆନୁଷ୍ଠାନିକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯକ୍ରମରେ ଦ୍ବୈତ ହିନ୍ଦୁସ୍ତାନୀ କଣ୍ଠ…

ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ୩ ଦିନ ହେବ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିରହିଥିବାବେଳେ, ଆଜି ସକାଳୁ ସକାଳୁ ଟ୍ବିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ପାଗ ମେଘୁଆ ରହିଛି ।…

କବିତା : ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ….. ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି … !…

ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇଁ ରାମଲଲା ପିନ୍ଧିଲେ ସୂତା ପୋଷାକ

ଅଯୋଧ୍ୟା: ଚାରିଆଡେ ଏବେ ଗ୍ରୀଷ୍ମର ଲହରୀ ଆରମ୍ଭ ହୋଇଯାଇଛି । ପ୍ରଚଣ୍ଡ ଖରାକୁ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ଭିତରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କୁ ମଧ୍ୟ ଗ୍ରୀଷ୍ମର ତାତିରୁ ଆରାମ ଦେବାକୁ ଗତକାଲି ପ୍ରଥମ ଥର ପାଇଁ ରାମଲଲା ସୂତା ପୋଷାକ ପିନ୍ଧିଥିଲେ ।…

ବାଲୁକା କଳାରେ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଉପାଧି ରେ ଭୂଷିତ କରାଯିବ । ଏହି ଘୋଷଣା ହେବା ପରେ ତାଙ୍କ ସମର୍ଥକ ଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ…

ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ଥିବା ଫୁଲନଖରାସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲର ଦ୍ବିତୀୟ କ୍ୟାମ୍ପସରେ ଜଣେ ଗର୍ଭବତୀ ମହିଳାଙ୍କ ଗୁରୁତର ଅସ୍ତ୍ରୋପଚାର ସଫଳ ହୋଇଛି। ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ…

ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ ‘ହେଲଥ କେୟାର ଅନ୍ ଦି ହ୍ଵିଲ୍ସ’ ଭିଜନ କେୟାର ଯାନର ଶୁଭାରମ୍ଭ

ଭୁବନେଶ୍ୱର: ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ 'ହେଲଥ କେୟାର ଅନ୍ ଦି ହ୍ଵିଲ୍ସ' ଭିଜନ କେୟାର ଯାନର ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ଓଡ଼ିଶାକୁ ଦୂରଦର୍ଶୀ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସେଞ୍ଚୁରିଆନର ଦୀର୍ଘଦିନର ସମର୍ପଣକୁ ଆଗକୁ ବଢ଼ାଇ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟ ପ୍ରଥମ ଥର…