ସି-ଭିଜିଲ୍ ଆପ୍ରେ ହେଲା ୭୯ ହଜାରରୁ ଅଧିକ ଅଭିଯୋଗ, ୯୯ ପ୍ରତିଶତ ହେଲା ସମାଧାନ: ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ଆଚରଣ ସଂହିତା ଉଲ୍ଲଂଘନକୁ ଚିହ୍ନଟ କରିବା ପାଇଁ ନିର୍ବାଚନ ଆୟୋଗ ସି-ଭିଜିଲ୍ ଆପ୍କୁ ଏକ ପ୍ରଭାବଶାଳୀ ଉପକରଣ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍ ମାଧ୍ୟମରେ ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି। ୯୯ ପ୍ରତିଶତରୁ ଅଧିକ…