‘ପୁଣି କ୍ଷମତାକୁ ଆସିଲେ ଯୁବକଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ଆଣିବ ବିଜେଡି ସରକାର’
ଭୁବନେଶ୍ବର: ଆଗକୁ ନିର୍ବାଚନ, ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ । ଏନେଇ ଆଜି ଶଙ୍ଖ ଭବନରେ ଦଳ ପକ୍ଷରୁ ବିସ୍ତୃତ ଆଲୋଚନା ଚାଲିଛି । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ ।
ଚଳିତ ନିର୍ବାଚନରେ ଯୁବ ଗୋଷ୍ଠୀର ଭୋଟ ହାତେଇବାକୁ ରଣନୀତି କଣ…