Latest Odisha News

BREAKING NEWS

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି । ଫେଲୁ ମଉସା । ରାସ୍ତା…

ଚଳିତବର୍ଷ ରଥଯାତ୍ରାର ସଂକେତ ଓ ସାଇକେଲ୍

ବିଶ୍ଵ ବର୍ତ୍ତମାନ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି l ସମଗ୍ର ମାନବ ସମାଜ ବର୍ତ୍ତମାନ ବିଭିନ୍ନ ମାଧ୍ୟମ ଖୋଜୁଛି କରୋନା ଭୂତାଣୁ ଠାରୁ ନିଜକୁ, ନିଜ ପରିବାରକୁ, ଗାଁକୁ, ସହରକୁ ଏବଂ ଦେଶକୁ ବଞ୍ଚେଇବା ପାଇଁ l ଆଉ ଏହି ଭୂତାଣୁରୁ ଯଦି କେହି ଅଧିକ କ୍ଷତି ହୋଇଛନ୍ତି, ତେବେ ସେ ହଉଚି…

ଲୁହ ଯେଉଁଠି କଥା କୁହେ…

ସବୁବେଳେ ପଚାରିଥିଲି କେବେ ଡାକୁଚ, ଆଉ ଇଚ୍ଛା ଥିଲା ଯୋଉ ତୁଳସୀ ପତ୍ର ଜୟଦେବ ଭବନ ସମ୍ମୁଖରେ ଥିବା ଜଗନ୍ନାଥ ସୂଚନା କେନ୍ଦ୍ରରେ ଦେଇ ଆସେ ଶ୍ରୀ ମନ୍ଦିରରେ ଲାଗିବା ପାଇଁ ତାକୁ ସିଧା ସାଇକେଲରେ ନେଇ ମନ୍ଦିରରେ ଦେବି ବୋଲି। ହେଲେ ବହୁଦିନ ବିତିଗଲେ ମଧ୍ୟ ସେ ମୁହୁର୍ତ୍ତ ଆସିଲାନି।…

ଘୋଷ ଯାତ୍ରା ପରମ୍ପରାରୁ ସୃଷ୍ଟି ହେଉ ନୂତନ ପରମ୍ପରା

ଏଥର ଘୋଷ ଯାତ୍ରା ଭକ୍ତ ଶୂନ୍ୟ ବଡ଼ ଦାଣ୍ଡ ସେବାୟତ ଶୂନ୍ୟ ରଥ ପରମ୍ପରା ଭିତରେ ଘୋଷ ଯାତ୍ରା ହେଲେ ଏହି କଥା କେହି କହିଲେନି, ବୋଧେ ମହାପ୍ରଭୁଙ୍କ ଇଚ୍ଛା ମୋ ଦ୍ୱାରା ପରି ପ୍ରକାଶ ହଉ। ହୁଁ ଅଳିଆ, ଆବର୍ଜନା, ପାଣି ପାଉଚ, ମୂତ୍ର, ହଜି ଯାଇଥିବା ଚପଲ ଅବା ଜୋତା ବିହୀନ ରଥଯାତ୍ରାର…

ଘୋଷ ଯାତ୍ରା ଓଡିଆ ସ୍ୱାଭିମାନର ପ୍ରତୀକ

ମୁଁ  ଭକ୍ତ ସାଲବେଗ ନୁହେଁ, ନା ମୁଁ ବଳରାମ ଦାସ, ନା ଦାସିଆ ବାଉରୀ, ନା ଗଣମାଧ୍ୟମରେ ସିଧା ପ୍ରସାରଣର ଭାଷ୍ୟକାର, ନା ମୁଁ ମହାପ୍ରଭୁଙ୍କୁ ରତ୍ନ ବେଦୀରେ ଅଟକାଇ ଦେବି। ହେଲେ ମହାପ୍ରଭୁଙ୍କ ସଙ୍ଗେ କିଛି ନିଜର ଭାବ ଅବା ଅଭିମାନ ଥିବା ହେତୁ ଇଚ୍ଛା ହେଲା କିଛି ପରିପ୍ରକାଶ କରିବା ପାଇଁ।…