Latest Odisha News

BREAKING NEWS

ଭାଷା ଭାଗବତ : ଦୁଃ ସଂଗେ ବାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ଗତି, ଦୁର୍ଜନ, ଦୁଶ୍ଚିଂତା ଦୁଃସାହସ ଓ ଦୁରବସ୍ଥା ଦୁର୍ବଳ, ଦୁର୍ଦଶା, ଦୁର୍ନାମ ଦୁର୍ଦାଂତ, ଦୁର୍ଦଂଡ, ଦୁର୍ଦମ ଦୁର୍ବୃତ୍ତ, ଦୁର୍ଧର୍ଷ, ଦୁର୍ଯୋଗ ଦୁର୍ମୂଲ୍ୟ, ଦୁଷ୍ପ୍ରାପ୍ୟ ସୁଯୋଗ ଆମେ ତ ଏ ସବୁ ସହିତ ସଭିଏଁ ହୋଇଛୁଁ ଅଭ୍ୟସ୍ତ…

ଭାଷା ଭାଗବତ : ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷାକୁ ନ କଲେ ସରଳ ଆଗକୁ ସମସ୍ୟା ପ୍ରବଳ ହେବାର ଯଥାର୍ଥ ଆଶଂକା ଏବେ ହେଉଛି ଅଣଦେଖା ସ୍ବଭାଷା ଲେଖିବାକୁ ଡରି ସ୍ବଭାଷୀ ଅଛଂତି କିପରି ତାହା କି ଦେଖାଯାଉନାହିଁ ସରଳ ହେଉଁନୁ କିପାଇଁ ଅତୀତ ସୁକୀର୍ତିର ବଳେ ଏବେ କି କେଉଁ ଭାଷା ଚଳେ…

ଭାଷା ଭାଗବତ : ଜ୍ଞାନ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ମଥାରେ ଥାଏ ଜ୍ଞାନ ଯଦି ତାହାର ଆଚରଣ ନ ହୁଏ କେବେ ପ୍ରୀତିପୂର୍ଣ ସେ ସତେ ଅଟଇ ଅଜ୍ଞାନ ଜ୍ଞାନକୁ ନିଜସ୍ୱ ସଂପତ୍ତି ବୋଲି ଭାବିଲେ ଅଜ୍ଞ ବ୍ୟକ୍ତି କରିଚାଲେ କେବଳ କ୍ଷତି ହୁଏନି ତା'ର କ୍ରମୋନ୍ନତି ଜ୍ଞାନ କରିଲେ ଉଚ୍ଚାରଣ…

ଭାଷା ଭାଗବତ : ପଚାରିବି କେତେ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶବ୍ଦ-ଜାଲରେ ହୋଇ ଛଂଦି କବିତା ହେଲା ଯେବେ ବଂଦୀ କବି ତା' ରୁଚି ଅନୁଯାୟୀ ହେଲା ନିଜର ପ୍ରତିଦ୍ବଂଦ୍ବୀ ଭାବିଲା ନିଜେ ମନେ ମନେ ସେ ସତେ ସବୁକିଛି ଜାଣେ କରିଲା ଜ୍ଞାନ ପ୍ରଦର୍ଶନ ପ୍ରତିଭା ହେଲା ଅଂତର୍ଧାନ ଯେଉଁ ପ୍ରକାର ଭାଷା କହି…

ଭାଷା ଭାଗବତ : କାର୍ଯାରଂଭ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜର ମନର ମଇଳା ନିଜେ ଟିକିଏ ଆଗ ଓଳା କାମ କରିଲେ ନିୟମିତ ମନ ହୋଇବ ପରିଷ୍କୃତ ଯାହା ନିଜେ ପାରିବା କରି ତା ପାଇଁ କାହାକୁ ଗୁହାରି କରିବା ନୁହେ ଆବଶ୍ଯକ ବୁଝଂତି କର୍ମାସକ୍ତ ଲୋକ ଅନେକ ଧର୍ମାସକ୍ତ ଲୋକ ନ କରି ନିଜ କାମ ତକ କରଂତି…

ଭାଷା ଭାଗବତ : ନିତ୍ୟ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କେତେ ମୁଁ ଲେଖିଛିଁ ଗଣିନି କାହିଁକି ଲେଖୁଛିଁ ଜାଣିନି ଲିପି ରୂପରେ ଅବସ୍ଥାନ କରେ ମୋ ଅନିତ୍ୟ ଜୀବନ ଏହା ମୋ ଜିଇଁବାର ଢଂଗ ଲେଖାରେ ଭାବନା ତରଂଗ ସର୍ବଦା ଉଠେ ପୁଣି ପଡ଼େ ଭାବ ସହିତ ଶବ୍ଦ ଯୋଡ଼େ ଯଶ ବା ଧନ ଲାଭ ପାଇଁ ଯେହେତୁ କିଛି…

ଭାଷା ଭାଗବତ : ଭାଷା ଯୋଗାଏ ବଳ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କରିଲେ ବାକ୍ୟ ବିଶ୍ଳେଷଣ ମିଳଇ ଭାଷା ବ୍ୟାକରଣ କରିଲେ ଶବ୍ଦ ସଂକଳନ ସଂଭବ ହୁଏ ଅଭିଧାନ ହେଉ ବା ନ ହେଉ ଲିଖିତ ପ୍ରତ୍ୟେକ ମଣିଷର ଚିତ୍ତ ଅଭିଧାନ ଓ ବ୍ୟାକରଣ କରଇ ମନରେ ଧାରଣ ଶିଶୁଟି ଆପେ ଶିଖି ଭାଷା ବଢ଼ାଏ ନିଜର ଭରସା କରେ ତା…

ଭାଷା ଭାଗବତ : ସମୟର ସାକ୍ଷୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ' ଉଚିତ ' ବୋଲି ଯା ସୂଚିତ ହୋଇ ଭାଷାରେ ବିରଚିତ ତହିଁର କେତେ ପ୍ରତିଶତ ହୁଏ କେଉଁଠି ପ୍ରଚଳିତ ? କେହି କି କରଂତି କଳନା ତାହା ବି ରହିଛି ଅଜଣା କରିଲେ ଔଚିତ୍ୟ ବିଧାନ ହୁଏନି ତା'ର ପ୍ରଚଳନ ଅନୁଚିତ କାମକୁ ସହି ଯେ ପାରେ ସମାଜରେ…

ଭାଷା ଭାଗବତ : ମାନ ହୁଏ ମ୍ଳାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ ଭାବନା ପ୍ରକାଶି ଲେଖଂତି ସ୍ବଭାଷୀ ସୁଜନ ବଢ଼ାଂତି ସ୍ବଭାଷାର ମାନ ଲୋଡ଼ିଲେ ପୂର୍ଣ ବିଶୁଦ୍ଧତା ଆମର ଭାଷାର ଜନତା ହୁଅଂତି ଲିଖନ-ବିରାଗୀ ଅବା ସ୍ବେଚ୍ଛାରେ ଭାଷାତ୍ୟାଗୀ ଯାହାର ଯେତେ ପ୍ରୟୋଜନ…

ଭାଷା ଭାଗବତ : କଳ୍ପିତ କାହାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆସ୍ଥା, ବିଶ୍ବାସ, ପ୍ରଥା, ଧର୍ମ ଏ ଚାରିଟିର ସାରମର୍ମ ବୁଝି କରିଲେ ଆଚରଣ ଜୀବନ ଶାଂତି ପରିପୂର୍ଣ ଅଶାଂତ ମନ ମଧ୍ୟେ ଭ୍ରମ ହୁଅଇ ଯଦି କାର୍ଯକ୍ଷମ କାୟା ସହିତ ରହେ ଛାୟା ସ୍ପୃହାରେ ମିଶିଯାଏ ମାୟା ଗଚ୍ଛିତ ତତ୍ତ୍ବକୁ ମାନିଲେ ନୂତନ…