Latest Odisha News

ଭାଷା ଭାଗବତ : ସାମୂହିକ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ସମୟ ସରେ ଲେଖି ପଢ଼ି ଭାଷାଟେ ଯାଉଥାଏ ବଢ଼ି ଅଳପ ଗପ, ଗୀତ ଗଢ଼ି ଆଗକୁ ରଖି ଦେଉଁ ଛାଡ଼ି ପଢ଼ାଲେଖାରୁ ପ୍ରାପ୍ତ ଜ୍ଞାନ ନ କଲେ ସ୍ବଭାବ ଗଠନ ସ୍ମୃତିରେ ରହି ସଂରକ୍ଷିତ କରିପାରେନି ବେଶି ହିତ ଜ୍ଞାନର ଅପ୍ରୟୋଗ ଯୋଗୁଁ ଯେଉଁ…

ଭାଷା ଭାଗବତ : ତତ୍କାଳ ମତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୩ ତତ୍କାଳ ମତ ଦେବା ଯୋଗୁଁ ବହୁ ଦୁର୍ଦଶା ଆମେ ଭୋଗୁଁ ଜିଭକୁ ରଖିଲେ ସଂଭାଳି କଳହ ପଡ଼େ ଶୀଘ୍ର ଟଳି ତତ୍କାଳ ମତ ଦେଲେ ଲେଖି ଭାଷାକୁ ପାରିବାନି ଟେକି ଘଷରା ଶବ୍ଦ ବିନିମୟ ଘଟାଏ ନିଶ୍ଚେ ଅବକ୍ଷୟ ପୁନର୍ଲିଖନକାରୀଗଣ…

ଭାଷା ଭାଗବତ : ମଣିଷ କଥାକୁହା ଜୀବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୧ ମଣିଷ କଥାକୁହା ଜୀବ ଭାଷାକୁ କେମିତି ଛାଡ଼ିବ ? ଭାଷା ପ୍ରକାଶ କରେ ଭାବ ମଣିଷପଣର ଗୌରବ ଜନମୁ ମରଣ ପର୍ଯଂତ ବହୁ ସ୍ତରରେ ବ୍ୟବହୃତ ହେବାରୁ ଭାଷାର ମହତ୍ତ୍ବ ହୋଇଛି ସାଦର ସ୍ବୀକୃତ ତଥ୍ୟ, ସୂଚନା ଆଉ ଜ୍ଞାନ ଭାଷା ହିଁ…

ଭାଷା ଭାଗବତ : ଲୋକଂକର ସ୍ବର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୦  ଲୋକଭାଷାକୁ କଲେ ଶ୍ରଦ୍ଧା ହଟିବ ସବୁ ବିଘ୍ନ ବାଧା ବଢ଼ିବ ଲୋକ ମନେ ଆଶା ଭାଷାକୁ କରିବେ ଭରସା ସରଳ ଭାଷା ହିଁ ସରସ ପଢ଼ିଲେ ଅପୂର୍ବ ହରଷ ଆପେ ହୁଏ ମନରେ ଜାତ ଏ ସତ୍ୟ ବହୁପରୀକ୍ଷିତ କଷ୍ଟିଆ ଶବ୍ଦ ବାଛି ବାଛି ଲେଖିଲେ…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୯ ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୮  ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ପୂରିଥାଉ ପ୍ରୀତି ମତିରେ ରହୁ ସ୍ଥିର ସ୍ଥିତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁଁ କାହାର ବିପକ୍ଷ କରିଲେ ଏ ସବୁ…

ଭାଷା ଭାଗବତ : ସ୍ବହସ୍ତେ ସ୍ବଭାଷା ଟେକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୭ ଲଢ଼ିବାକୁ ପୋଷୁଁ ସାହସ ମୁହଁରେ ଚହଟାଉଁ ହସ ହସ କରେନାହିଁ ନିରାଶ କରିବା ଏ କଥା ବିଶ୍ବାସ ଆଶା ଥିଲେ, ଥାଏ ପ୍ରୟାସ ଆସ୍ଥା ଥିଲେ, ଥାଏ ବିଶ୍ବାସ କାର୍ଯସାଧନ ଅନାୟାସ କରଇ ଆପଣା ସାହସ ହୋଇଲେ ସଂସ୍କାର ବିମୁଖ…

ଭାଷା ଭାଗବତ : ଭାଷା ଅବିନାଶୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୬  ଅତୀତ ଆଉ ବର୍ତମାନ ଭାଷାରେ ହୋଇଲେ ବିଲୀନ ସାହିତ୍ଯ ସାଗରେ ତରଂଗ ଦେଖାଏ ନିତି ନୂଆ ରଂଗ କାଳ ଓ ସ୍ଥଳର ବୃତ୍ତାଂତ ନୁହଇ ଚିରଂତନ ସତ ଯାହା ବି ଅଟେ ତତ୍କାଳୀନ ସେହି କାଳରେ ହୁଏ ଲୀନ ବ୍ୟକ୍ତି, ଅଂଚଳ ଘେନି ଭାଷା ହେଲେ…

ଭାଷା ଭାଗବତ : ବ୍ୟକ୍ତି ଓ ଉକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୫  ବ୍ୟକ୍ତିର ଉକ୍ତିକୁ ଖଂଡନ ଅଥବା ସ୍ବୀକାର ମଂଡନ କରିଲେ ହୁଏନାହିଁ କ୍ଷତି ସୁସ୍ପଷ୍ଟ ହୁଏ ଲୋକମତି ବ୍ୟକ୍ତିକୁ ଦେଲେ ଅପମାନ ଭାଷା ମର୍ଯାଦା ହୁଏ କ୍ଷୁଣ୍ଣ ବ୍ୟକ୍ତିକୁ କଲେ ହୀନମାନ ଭାଷାଟେ ହୁଅଇ ବିପନ୍ନ ବ୍ୟକ୍ତି ଓ…

ଭାଷା ଭାଗବତ : ଶବ୍ଦାଡ଼ଂବର ପ୍ରଦର୍ଶନୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୪ ଶବ୍ଦାଡ଼ଂବର ପ୍ରଦର୍ଶନୀ କରଂତି ଅଳ୍ପ କିଛି ଜାଣି ତାଂକର ସୁମଧୁର ବାଣୀ ଦୁର୍ବୋଧ୍ୟତା ହିଁ ପାରେ ବୁଣି ଏପରି ଲେଖକ ଓ କବି ବାସ୍ତବତାର ଅନୁଭବୀ ନ ହୋଇ ଆଂକି ଶବ୍ଦଛବି ହୁଅଂତି ପ୍ରାୟ ଅପ୍ରଭାବୀ ଶବ୍ଦକୋଷଟି ପାଖେ ରଖି…