ଏନ୍ସିଇଆର୍ଟି ବହିରୁ ହଟିଲା ବାବ୍ରି ମସଜିଦ, ଲେଖା ହେଲା ‘ତିନି-ଗମ୍ବୁଜ ଆକାର’
ନୂଆଦିଲ୍ଲୀ: ଏନ୍ସିଇଆର୍ଟି ବହିରୁ ହଟିଲା ବାବ୍ରି ମସଜିଦ ପ୍ରସଙ୍ଗ | ଲେଖା ହେଲା ‘ତିନି-ଗମ୍ବୁଜ ଆକାର’ | ଏନ୍ସିଇଆର୍ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ହୋଇଥିବା ବହି ବଜାରକୁ ଆସିଛି। ଯେଉଁଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁଠୁ ବଡ ପରିବର୍ତନ…