Latest Odisha News

BREAKING NEWS

ବାରମ୍ବାର ଶୋଷ ଲାଗିବା, ସତର୍କ ଘଣ୍ଟି !

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତି ତିନି-ଚାରି ଘଣ୍ଟାକୁ ଥରେ ପାଣି ପିଇବା ସାଧାରଣ କଥା। ଯଦି ପ୍ରତି ଅଧ ଘଣ୍ଟାକୁ ଥରେ ଶୋଷ ଲାଗେ ଓ ପାଣି ପିଇବାକୁ ଇଚ୍ଛା ହୁଏ, ତେବେ ଏହା ଏକ ଚିନ୍ତାର ବିଷୟ ବୋଲି କୁହାଯାଇପାରେ। ବାରମ୍ବାର ଶୋଷ ଲାଗିବା ଏକ ରୋଗର ଲକ୍ଷଣ ହୋଇଥାଇ ପାରେ ।…

ରାଣୀ ଏଲିଜାବେଥ-୨ଙ୍କ ପରେ କାହାକୁ ମିଳିବ କୋହିନୁର ମୁକୁଟ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ଏଲିଜାବେଥ ଦୀର୍ଘ ସମୟ ଧରି ବ୍ରିଟେନର ରାଣୀ ଥିଲେ। ରାଣୀଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ

ଦର୍ଶକଙ୍କୁ ଆକୃଷ୍ଟ କରୁଛି ଫିଲ୍ମ ‘କଠପୁତଲୀ’, ପସନ୍ଦ କରୁଛନ୍ତି ମର୍ଡର ମିଷ୍ଟ୍ରି

ମୁମ୍ବାଇ: ବଲିଉଡ଼କୁ ଲାଗିଛି 'ଫ୍ଲପ୍' ଗ୍ରହଣ । ଯେଉଁ ବଲିଉଡ଼ କୋଟି କୋଟି ଟଙ୍କାର ବିଜନେସ କରୁଥିଲା, ଏବେ ଭୟଙ୍କର କ୍ଷତିରେ ରହିଛି । ଅନେକ ଫିଲ୍ମକୁ ଦର୍ଶକ ମୁହଁ ମୋଡି ଦେଇଛନ୍ତି । ଷ୍ଟାର ହିରୋଙ୍କ ପିଲ୍ମ ବି ପିଟି ହୋଇ ଯାଇଛି ବକ୍ସ ଅଫିସରେ । ବକ୍ସ ଅଫିସରେ ବଲିଉଡ୍ ସେଭଳି କିଛି…

ତେଲୁଗୁ ଫିଲ୍ମରେ ଚମକିବେ ବାବୁଶାନ, ଆସୁଛି ‘ଅନ୍ତର୍ଯ୍ୟାମୀ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ବାବୁଶାନ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଚମକିବେ । ଓଡିଆ ଷ୍ଟାର ବାବୁଶାନ ଆସୁଛନ୍ତି ତାଙ୍କ ତେଲୁଗୁ ଫିଲ୍ମ ପ୍ରଜେକ୍ଟ 'ଅନ୍ତର୍ଯ୍ୟାମୀ' ରେ । ଏବେ ଏହାର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଓଲିଉଡ ସୁପରଷ୍ଟାର…

ରଣବୀରଙ୍କ ୧୧ ବର୍ଷ ପୁରୁଣା ମନ୍ତବ୍ୟ ଲାଗି ବୟକଟ୍‌ ହେବ କି ‘ବ୍ରହ୍ମାସ୍ତ୍ର’ !

ମୁମ୍ବାଇ: ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଲାଲ୍ ସିଂହ ଚଡ୍ଡା ଓ ରକ୍ଷାବନ୍ଧନ ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହେବା ପରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ବ୍ରହ୍ମାସ୍ତ୍ର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ…

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ…

କୌଣସି ବରଦାନଠାରୁ କମ ନୁହେଁ ‘ଖଜୁରୀ ସେବନ’

ଖାଦ୍ୟ, ପାନୀୟରେ ଭୁଲ ଏବଂ ଅସାବଧାନତା ହେତୁ ଆଜି ସମସ୍ତେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖିବାକୁ ମିଳୁଛି । ସୁସ୍ଥ ରହିବା ସୁରକ୍ଷିତ ରହିବାକୁ ସମସ୍ତେ ଇଚ୍ଛା କରନ୍ତି । ଆଉ ଏଥିଲାଗି ଲୋକେ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରନ୍ତି ।…

ପ୍ରକାଶ ପାଇଲା NEET(UG) ଫଳାଫଳ, ରାଜସ୍ଥାନର ତନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET(UG)2022 ର ଫଳାଫଳ । ଅଲ୍ ଇଣ୍ଡିଆ ରାଙ୍କ୍‌ରେ ସ୍ଥାନ ପାଇଛନ୍ତି ରାଜସ୍ଥାନର ତନିଷ୍କା । ଜାତୀୟ ପରୀକ୍ଷା ଏଜେନ୍ସି NTA ସେପ୍ଟେମ୍ବର 7, ବୁଧବାର ରାତି ନିଜ ଅଫିସିଆଲ ସାଇଟରେ ପରୀକ୍ଷା ଫଳ ପ୍ରକାଶ କରିଛି ।…

କାରରେ ପଛ ସିଟ୍ ବେଲ୍ଟ ବାନ୍ଧିବା ନେଇ କ’ଣ ରହିଛି ନିୟମ ଜାଣନ୍ତୁ

ମୁମ୍ବାଇ: ରବିବାର ଏକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ପରେ ଏବେ କାରରେ ପଛ ସିଟ୍ ବେଲ୍ଟ ପିନ୍ଧିବା ପ୍ରସଙ୍ଗରେ ଚାଲିଛି ଚର୍ଚ୍ଚା । ଏହି ଭୟଙ୍କର ଦୁର୍ଘଟଣା ଘଟିବାର କାରଣ ହେଉଛି ସିଟ ବେଲ୍ଟ ନପିନ୍ଧିବା । ଦ୍ରୁତ ଗତିରେ ଚାଲୁଥିବା କାରଟି…

ସଠିକ ସମୟରେ ଲକ୍ଷଣ ଚିହ୍ନନ୍ତୁ, କିଡନୀ ରୋଗରୁ ସାବଧାନ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ କିଡନୀ ଜନୀତ ରୋଗ ସମସ୍ୟା ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଦେଶରେ ବହୁ ସଂଖ୍ୟକ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଫଳରେ ରୋଗୀ ଗୁରୁତର ହେଉଛନ୍ତି ଓ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ଘଟୁଛି। ଆମ ଶରୀର ପାଇଁ କିଡନୀ ଅତ୍ୟନ୍ତ…