ମେଡିକାଲ ସାଇନ୍ସର ଚମତ୍କାରିତା: ଔଷଧରେ ଭଲ ହେଲା କ୍ୟାନସର
ୱାଶିଂଟନ: ମେଡିକାଲ ସାଇନ୍ସକୁ ଆଜି ଏକ ବହୁତ ବଡ ସଫଳତା ମିଳିଛି । ପରୀକ୍ଷଣ ଭାବେ ଔଷଧ ଦ୍ୱାରା କ୍ୟାନସର ରୋଗକୁ ଭଲ କରାଯାଇ ପାରିଛି । ପ୍ରାରମ୍ଭିକ ପରୀକ୍ଷାରେ ଏହି ସଫଳତା ଡାକ୍ତର ଏବଂ ଗବେଷକଙ୍କୁ ଉତ୍ସାହିତ କରିଛି । ଏହାର ପରବର୍ତୀ ପରୀକ୍ଷଣଗୁଡିକ ସଫଳ ହେଲେ କ୍ୟାନସର ସମସ୍ୟାରୁ ଏକ…