ଭାରତକୁ ଲୁଟିଛନ୍ତି ପଶ୍ଚିମ ଦେଶ,ଋଷକୁ ଲୁଟିପାରିବେ ନାହିଁ: ପୁଟିନ
ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ସମୁହ ଉପରେ ବର୍ଷିଛନ୍ତି । ପଶ୍ଚିମ ଦେଶମାନେ ଭାରତକୁ ଲୁଟିଥିବା ବେଳେ ଏବେ ଋଷକୁ ଲୁଟିବାକୁ ଇଚ୍ଛା ରଖିଥିବା କହିଛନ୍ତି । ଶହ ଶହ ବର୍ଷ ଧରି ଏସିଆ, ଆଫ୍ରିକାର ଦେଶମାନଙ୍କୁ ଲୁଣ୍ଠନ କରିଥିବା ପଶ୍ଚିମଦେଶମାନେ ଋଷ ଉପରେ ଏପରି ନଜର…