Latest Odisha News

BREAKING NEWS

ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରିବା ବିଜେପି ଗଠନ କଲା କମିଟି

ଭୁବନେଶ୍ୱର: ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ବନ୍ୟା ଜଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୩୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ବନ୍ୟା ଘେରରେ ଥିବା ଲୋକଙ୍କୁ  ବିଜେପିର କାର୍ଯ୍ୟକର୍ତା  ଉଦ୍ଧାର କାର୍ଯ୍ୟ, ରିଲିଫ କାର୍ଯ୍ୟରେ…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଭଲ ଖବର । ଏଣିକି ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ…

ହେଲମେଟ ଚେକିଂ: ଗୋଟିଏ ଦିନରେ 2073 ଚାଲାଣ ଜାରି , 400 ଡିଏଲ୍ ସ୍ଥଗିତ

କଟକ:  ଜାତୀୟ ତଥା ରାଜ୍ୟ ରାଜପଥରେ ହେଲମେଟ ନପିନ୍ଧି  ଦୁଇଚକିଆ ଯାନ ଚଳାଚଳ ବିରୁଦ୍ଧରେ ଚାଲିଛି ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭ । ବିନା ହେଲମେଟ ପାଇଁ ଗତ 24 ଘଣ୍ଟା ମଧ୍ୟରେ ମୋଟ 2073 ଇ-ଚାଲାଣ ଜାରି କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଇବା ପାଇଁ ମୋଟ 77 ଟି ଗାଡି ଜବତ…

 ଆସନ୍ତାକାଲିଠୁ ପୁଣି ବର୍ଷା, ସତର୍କ ରହିବାକୁ କହିଲେ ଏସଆରସି

ଭୁବନେଶ୍ବର: ଆସନ୍ତାକାଲିଠୁ ପୁଣି ତିନି ଦିନ ବର୍ଷା ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି ।  ଏହା ସହ ବିଜୁଳି ଘଡଘଡି ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପାଇଁ ୨୦ ଜିଲ୍ଲାକୁ ୟେଲୋ…

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର :  ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବାରୁ ପିସିସ ପକ୍ଷରୁ ଗଠିତ ହୋଇଛି ରାଜ୍ୟସ୍ତରୀ ବନ୍ୟା ରିଲିଫ କମିଟି । ଏହି କମିଟି ଜନସାଧାରଣଙ୍କୁ ସହଯୋଗ ଏବଂ ସାହାଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର…

ନୂଆ ପାଠ୍ୟକ୍ରମ ପାଇଁ ସର୍ଭେ,ଓଡ଼ିଆ ସମେତ ୨୩ଟି ଭାଷାରେ ମତାମତ ଦେଇ ହେବ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି - ୨୦୨୦  ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ(ଏନସିଏଫ) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ…

ବିହାରରେ ନୀତିଶ-ତେଜସ୍ବୀଙ୍କୁ ଟକ୍କର ଦେବାକୁ ବିଜେପି ଖୋଜୁଛି ନୂଆ ନେତା

ନୂଆଦିଲ୍ଲୀ: ବିହାରରେ ନୀତିଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କ ମିଳିତ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ସେପଟେ ବିହାର ରାଜନୀତିକୁ ନେଇ ଦିଲ୍ଲୀରେ ବିଜେପି ସରକାରକୁ ଘେରିବା ପାଇଁ ରଣନୀତି କରିଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦେଶରେ  ବିହାର ବିଜେପିର…

ହୀରାକୁଦର ୪୦ଟି ଗେଟ ଖୋଲିଲା, ତଳିଆ ଅଞ୍ଚଳରେ ବନ୍ୟା ସତର୍କତା ଜାରି

ଭୁବନେଶ୍ୱର: ହୀରାକୁଦର ୪୦ ଟି ଗେଟରେ ପାଣି ଛଡାଯାଇଛି । ଗତକାଲି ୨୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ ଖୋଲାଯାଇଛି । ୪୦ଟି ଗେଟ ଦ୍ବାରା ଜଳ ନିଷ୍କାସନ ହେଉଛି ।  ତେବେ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗତ ୪ ଦିନ ହେଲା ଲାଗି ରହିଥିବା…

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି, ଅନେକ ଗାଁରେ ପଶିଲା ପାଣି

ଖୋର୍ଦ୍ଧା: ଖୋର୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଲକ ଏବଂ ଟାଙ୍ଗୀ ବ୍ଲକ୍, ପୁରୀ ଜିଲ୍ଲାର କଣାସ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ । ଲଗାଣ ବର୍ଷା ପରେ ଏବେ ଖୋର୍ଧା ବ୍ଲକ୍ ର  ଓର୍ବରସିଂହ ପଞ୍ଚାୟତ ର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।  ହୀରାକୁଦ ଜଳଭଣ୍ଡାର ରୁ ପ୍ରଚୁର ପାଣି…

ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା: ଗାଁ ଲୋକେ ହେଉଛନ୍ତି ହନ୍ତସନ୍ତ

ରାୟଗଡ଼ା: ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲାର ଲୋକେ । କିଛି ଗ୍ରାମର ଲୋକେ ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି  କୋଲନରା ବ୍ଲକର କାର୍ତିକଗୁଡା ଗ୍ରାମରେ ପାହାଡି ଝରଣାର ପାଣି ମାଡିଯାଇ ବନ୍ୟାର ଭ୍ରମ ସୃଷ୍ଟି କରିଛି । ଗ୍ରାମରେ ପାହାଡି ଝରଣାର…