Latest Odisha News

BREAKING NEWS

ମହିଳାଙ୍କ ଉପରକୁ ଏସିଡ ମାଡ଼

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି ।  ଗୁରୁତର ମହିଳାଜଣକ ହେଲେ  ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ…

ପ୍ରଭୁ ବୁଦ୍ଧଙ୍କ ବାଣୀକୁ ପ୍ରଧାନମନ୍ତ୍ରୀ ମନେ ପକାଇଲେ

ଆଷାଢ଼  ପୂର୍ଣ୍ଣିମା ଅବସରରେ ପ୍ରଭୁ ବୁଦ୍ଧଙ୍କ ଉତ୍ତମ ଶିକ୍ଷାକୁ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଶବାଶୀଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିଛନ୍ତି । ଆଷାଢ଼ ପୂର୍ଣ୍ଣିମା  ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ  ଭଗବାନ ବୁଦ୍ଧଙ୍କ ବାଣୀ,…

ଲୀନା ମଣିମେକାଲାଇଙ୍କୁ ପାଇଁ ଅଡ଼ୁଆ : ଅଗଷ୍ଟ ୬ରେ ଶୁଣାଣି

ନୂଆ ଦିଲ୍ଲୀ:  ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ପାଇଁ ଅଡ଼ୁଆ  ।  କାଳୀଙ୍କ ପୋଷ୍ଟର ବିବାଦରେ ସେ ଏବେ ଫସିଯାଇଛନ୍ତି ।  ହିନ୍ଦୁ ଦେବୀଙ୍କୁ ତାଙ୍କ ଆଗାମୀ ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟର ଏବଂ ପ୍ରଚାର ଭିଡିଓରେ ଅତି ବିକୃତ ଢଙ୍ଗରେ ଚିତ୍ରଣ କରିଥିବାରୁ ତାଙ୍କ ନାମରେ କୋର୍ଟରେ…

ପୁଣି ବଢ଼ିଲା କରୋନା, ସତର୍କ ହେବା ଜରୁରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମିବାର ନା ଧରୁନି । ଦିନକୁ ଦିନ ଶହେ ଶହେରେ  ସଂକ୍ରମଣ ବଢ଼ିବାରେ ଲାଗିଛି ।  https://twitter.com/IPR_Odisha/status/1547060423614091266 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ…

ମହାପ୍ରଭୁ ହେଲେ ନୀଳାଦ୍ରି ବିଜେ

ପୁରୀ: ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରୀ ବିଜେ ନୀତି। ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ। ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ୬ ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି…

ଆଇଏସଆଇଏସର ସିରିୟା ମୁଖ୍ୟ ଡ୍ରାେନ ମାଡ଼ରେ ନିହତ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସିରିୟା ମୁଖ୍ୟର ମୃତ୍ୟୁ । ବାଇକରେ ଯାଉଥିବା ବେଳେ ତାର ମୃତ୍ୟୁ ହୋଇଛି । ଆମେରିକାର ଡ୍ରୋନ ମାଡ଼ରେ ନିହତ ହୋଇଥିବା ସ୍ପଷ୍ଟ ମଧ୍ୟ ହୋଇଛି ।   ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଏପରି ଘଟଣା ଘଟିଥିବା ପେଣ୍ଟାଗନ…

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ସେ ବିଧାନସଭା…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଗୁଜରାଟ, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଜୁରାଟରେ ବର୍ଷା କରୁଛି ତାଣ୍ଡବ । ପ୍ରବଳ ବର୍ଷାରେ ଏପର୍ଯ୍ୟନ୍ତ 64 ଜଣଙ୍କର ମୃତୃୁ ହୋଇଥିବା କୁହାଯାଉଛି । ଅନେକ ସ୍ଥାନରେ ଜଳମଗ୍ନ ହୋଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରୁ ଲାେକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।  ସେହିପରି  ମଧ୍ୟପ୍ରଦେଶରେ ବର୍ଷା…

ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ

ପୁରୀ:  ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଅପରାହ୍ନ ରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ…