ମନ୍ଦିରରେ ଠାକୁର ଦର୍ଶନ କରି ଝାଡୁ ଲଗାଇଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର: ସକାଳୁ ସକାଳୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ଗାଁ ପାଖରେ ଥିବା ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଛନ୍ତି । ପ୍ରାର୍ଥୀ ହେବା ଖବର କାଲି ଜାଣିବା ପରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରୀମତୀ…