Latest Odisha News

BREAKING NEWS

ମୋ ମା’ ଯେତିକି ସରଳ ସେତିକି ଅସାଧାରଣ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍‌ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ବତନ୍ତ୍ର ମୁହୂର୍ତ୍ତର ସେ ସ୍ମୃତିଚାରଣ କରିଛନ୍ତି ।…

500 ବର୍ଷ ପରେ କାଳୀକା ମାତାଙ୍କ ମନ୍ଦିରର ଧ୍ବଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ଆଜି ଗୁଜରାଟରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ  କାଳୀକା ମାତାଙ୍କ ନୂଆ ମନ୍ଦିରର ଉଦଘାଟନ କରିଛନ୍ତି । ମା କାଳୀଙ୍କ ଏହା ଥିଲା ପୁରାତନ ମନ୍ଦିର  ।  ମନ୍ଦିରର ପୁନଃ ବିକାଶ ଅତି ସୁନ୍ଦର ଦେଖାଯାଉଛି ।  ଏଥି ମଧ୍ୟରେ ମନ୍ଦିର ‘ପରିସର' ତିନି ସ୍ତରରେ ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍‌,…

୧୦୦ତମ ଜନ୍ମଦିନରେ ମା’ଙ୍କୁ ପୂଜାକଲେ  ମୋଦୀ 

ଅହମଦାବାଦ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆଜିଠାରୁ ବଡ ଦିନ ଆଉ କେବେ ହୋଇନପାରେ । କାରଣ ମୋଦିଙ୍କ ମା’ ହୀରାବେନ୍‌ଙ୍କ ଆଜି ୧୦୦ତମ ଜନ୍ମଦିନ । ଏହି ଅବସରରେ  ଗାନ୍ଧୀନଗର ଘରେ  ନିଜ ମା’ଙ୍କୁ ଭେଟିଛନ୍ତି ମୋଦି । ମାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତାଙ୍କ ପାଦ ଧୂଆ ପାଣିକୁ ଆଖିରେ…

ଆପଣ ହୋଇପାରିବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ନୂଆଦିଲ୍ଲୀ: ଏବେ ଅଗ୍ନିବୀରଙ୍କୁ ନେଇ ସାରା ଦେଶରେ ଜୋରଦାର ଆଲୋଚନା ଚାଲିଛି । ତେବେ ଆପଣ ଯଦି ଅଗ୍ନିବୀର ହୋଇ ନିଜର ଶାରୀରିକ, ମାନସିକ, ବୈାଦ୍ଧିକ ବିକାଶ ସହ ଦେଶସେବା କରିବାକୁ ଚାହୁଁଛନ୍ତି ତେବେ ଡେରି କାହିଁକି? । ଅଗ୍ନିବୀର ପାଇଁ କସରତ ଆରମ୍ଭ କରିଦିଅନ୍ତୁ କାରଣ ଆସନ୍ତା 24…

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ…

ଫଡନାଭିସଙ୍କ ମିଶନ 45, ଶିବସେନାକୁ ଟକ୍କର ଦେବ ବିଜେପି!

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଠିଆ ହେବ ନିଜ ଗୋଡରେ । ସେଥିପାଇଁ ରାତିଦିନ ପରିଶ୍ରମ କରୁଛି ବିଜେପି ।  ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଫଡନାଭିସ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗାମୀ 2024 ନିର୍ବାଚନ ପାଇଁ ମିଶନ 45 ଲକ୍ଷ୍ୟ…

ଅଗ୍ନିପଥ ଯୋଜନା କ’ଣ?  ଯୁବ ବର୍ଗଙ୍କ ପାଇଁ ରହିଛି ଦେଶସେବା ସୁଯୋଗ

ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶରେ ଚର୍ଚା । ଅଧିକାଂଶ ଯୁବଗୋଷ୍ଠୀ ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସ୍ଥାନରେ ଏହାକୁ କିନ୍ତୁ ବିରୋଧ କରାଯାଉଛି  । ତେବେ ଏହି ଯୋଜନାକୁ ବୁଝିଥିବା ଲୋକମାନେ ଏହା ସପକ୍ଷରେ କହୁଛନ୍ତି । ଏହା ଦ୍ବାରା ଦେଶରେ ସେନାବାହିନୀରେ ବୈପ୍ଲବିକ…

ୟୁପି ପୋଲିସ ହେବ ହାଇଟେକ୍, ହେଲିକପ୍ଟର, ଡ୍ରୋନ ରଖିବ ଅପରାଧିଙ୍କ ଉପରେ ନଜର

ୟୁପି ପୋଲିସକୁ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଆଧୁନିକୀକରଣ । ଆମେରିକା, ଇସ୍ରାଏଲ, ସିଙ୍ଗାପୁର ପୋଲିସ ପରି ହାଇଟେକ ହେବାକୁ ଯାଉଛି ୟୁପି ପୋଲିସ । ଏଥିପାଇଁ ଯୋଜନା କରୁଛନ୍ତି ଯୋଗୀ ସରକାର । ଏଥିରେ ପ୍ରଥମ ସହାୟତା ଇସ୍ରାଏଲ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଇସ୍ରାଏଲ, ସିଙ୍ଗାପୁର,…

ଆଇଏସ ଆତଙ୍କବାଦୀଙ୍କୁ ହେଲିକପ୍ଟରରେ ଆସି ଉଡାଇନେଲା ଆମେରିକା ସେନା

ଫିଲ୍ମ ଷ୍ଟାଇଲରେ ଆଇଏସ ଆତଙ୍କବାଦୀକୁ ଟେକି ନେଇଗଲା ଆମେରିକା ସେନା । ଆମେରିକାକୁ ଧମକ ଦେଉଥିବା ଏକ ଆତଙ୍କବାଦୀକୁ ସିରିଆରୁ ତାର ଘରେ ପଶି ଆମେରିକାର ସୁରକ୍ଷାକର୍ମୀ ତାକୁ ଉଠାଇନେଇଥିବା ଖବର ଏବେ ଚର୍ଚା ହେଉଛି । ଦୁଇଟି ସାମରିକ ହେଲିକପ୍ଟର ସିରିଆର ଅଲ-ହୁମାଇରାରେ ଅବତରଣ କରିବା ପରେ…

ଝିମ ଝିମ୍ ବରଷାରେ ଭିଜିଲା ଓଡ଼ିଶା

ଭୁବନେଶ୍ବର: ଗରମରୁ ତ୍ରାହି ମିଳିଛି । ଝିମି ଝିମ୍ ବରଷାରେ ଭିଜିଛି ଓଡ଼ିଶା । ଅନେଜ ଜିଲ୍ଲାରେ ଟୁପ ଟୁପ ବରଷା ବର୍ଷୁଚି । ବିଶେଷ କରି ଗରମରୁ ତ୍ରାହି ମିଳିଛି । ଅସହ୍ୟ ତାତିରେ ସିଝୁଥିବା ଓଡ଼ିଶାରେ ବର୍ଷା ପାଇଁ ଟିକେ ତାପମାତ୍ରା କମିଛି ।…