Latest Odisha News

BREAKING NEWS

ବିଜେଡି-ବିଜେପି ଆତ୍ମୀୟତାରୁ ବୈଷ୍ଣବଙ୍କୁ ଲାଭ; ଶିକ୍ଷାରୁ କଣ ପାଇବେ ଧର୍ମେନ୍ଦ୍ର?

ଭୁବନେଶ୍ଵର: ବହୁ ପ୍ରତୀକ୍ଷିତ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ସରିଯାଇଛି। ନିର୍ବାଚନ ଅପେକ୍ଷାରେ ଥିବା ବିଭିନ୍ନ ରାଜ୍ୟକୁ ଅଧିକ ଓ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀପଦ ମିଳିଛି। କିନ୍ତୁ ୨୦୨୪ରେ ନିର୍ବାଚନ ଥିବା ଓଡ଼ିଶାରେ ଏ ପରିବର୍ତ୍ତିତ ମନ୍ତ୍ରୀମଣ୍ଡଳକୁ କଣ ମିଳିବ ତାକୁ ନେଇ…

ନୂଆ ସଦସ୍ୟଙ୍କୁ ନେଇ ଭୁବନେଶ୍ଵର କ୍ଲବରେ ବିବାଦ

ଭୁବନେଶ୍ଵର: ଭୁବନେଶ୍ଵର କ୍ଲବରେ ସବୁ କିଛି ଠିକ୍ ଚାଲିନାହିଁ। ବଡ଼ବଡ଼ିଆ ଓ ପ୍ରଭାବାଶାଳୀଙ୍କ ମନୋରଞ୍ଜନ ପାଇଁ ପ୍ରତିଷ୍ଠା ପାଇଥିବା ଏହି ଉଚ୍ଚଶ୍ରେଣୀର କ୍ଲବରେ ନୂଆ ସଦସ୍ୟଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଦେଇଛି। ବିବାଦ ଏତେ ତୀବ୍ର ହୋଇଛି ଯେ କ୍ଲବର କାର୍ଯ୍ୟନିର୍ବାହୀ କମିଟି ସେହି ୨୭୪…

ସରକାରଙ୍କ ହୋଟେଲ ପ୍ରକଳ୍ପ ଦରଦ, ନେବେ ଭୁବନେଶ୍ବର ସ୍ଥିତ ଜାତୀୟ ଗବେଷଣା ପ୍ରତିଷ୍ଠାନର ଜମି

ଭୁବନେଶ୍ବର : odishabytes.comର ଖୁଲାସାର କିଛି ସପ୍ତାହ ପରେ ଆଇଏଏସ ଅଫିସର୍ସ ଆସୋସିଏସନ ଲାଗି ଏକ ସ୍କୁଲର ଖେଳ ପଡିଆର କିଛି ଅଂଶକୁ ଦେବା ନିଷ୍ପତ୍ତିରୁ ସରକାର ଓହରିଛନ୍ତି । କିନ୍ତୁ ସେପଟେ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନର ଜମିକୁ ଏକ କନଭେନସନ ଓ ହୋଟେଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା…

କାହିଁକି ରଥଯାତ୍ରା ଉତ୍ସବ କେବଳ ଏକ ରୀତିନୀତି ବା ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ନୁହେଁ?

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କାହିଁକି ଏତେ ହୋହଲ୍ଲା? ଏପରି ପରସ୍ଥିତିକୁ କ’ଣ ସ୍ୱାଭାବିକ ଭାବେ ପରିଚାଳନା କରାଯାଇ ପାରିନଥାନ୍ତା? ମଙ୍ଗଳବାର ଦିନ ଯେଉଁ ବିଶେଷ ଉତ୍ସବ ଅନୁଷ୍ଠିତ ହେଉଛି ତାହା ପୂର୍ବରୁ ଯାହା ସବୁ ଘଟିଗଲା ତାହାକୁ କ’ଣ ଏଡ଼ାଇ ଦିଆଯାଇ ପାରିନଥାନ୍ତା?…

ଓଡ଼ିଶା ମୁଖ୍ୟ ଶାସନ ସଚିବ ପଦବୀ ଛାଡ଼ିପାରନ୍ତି ଆଦିତ୍ୟ ପାଢୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବଜେଟ୍ ଅଧିବେଶନ ସମାପ୍ତ ହେବାପରେ ଏବେ ସରକାର ବରିଷ୍ଠ ପ୍ରଶାସନରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି । ଏହିକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଏବଂ ଡ଼ିଜିପି ଆର ପି ଶର୍ମାଙ୍କୁ କୌଣସି ସାମ୍ବିଧାନିକ ପଦବୀଦେଇ ପ୍ରଶାସନିକସ୍ତରରେ ଏକ ବଡ଼…

ପରାଜୟ ପରେ କ’ଣ କରିବେ ବିଜୟ !

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାଟକୁରା ନିର୍ବାଚନ ସରିଯାଇଛି, ମାତ୍ର ଏବେ କ’ଣ ହେବ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ? ଏହି ପ୍ରବୀଣ ରାଜନେତାଙ୍କ କ୍ୟାରିୟରରେ ଜବନୀକା ପଡ଼ିଯିବ? ନା, ଏହି ଧୂରନ୍ଧର ରାଜନୀତିଜ୍ଞଙ୍କ ପୁନର୍ବାର ଅଭ୍ୟୁଦୟ ଘଟିବ? ପରାଜୟ ପରେ ବିଜୟଙ୍କୁ ନେଇ ଏବେ…

ନବୀନ ବାରମ୍ବାର ଶାସନ କ୍ଷମତାରେ ରହିବାର ୧୦ଟି କାରଣ

ଭୁବନେଶ୍ୱର: ସାରା ଦେଶରେ ମୋଦୀଙ୍କ ମ୍ୟାଜିକ୍ ଯୋଗୁଁ ସେ ଦ୍ୱିତୀୟ ଥର ଲାଗି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଲେ, ମାତ୍ର ଏହି ମ୍ୟାଜିକ୍ ଓଡ଼ିଶାର ୩ କୋଟି ୨୪ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରିପାରିଲା ନାହିଁ । ଏହାର ଏକମାତ୍ର କାରଣ ଅନ୍ୟ କେହି ନୁହଁନ୍ତି, କେବଳ ନବୀନ ପଟ୍ଟନାୟକ । ନବୀନ…

ବିଜେଡ଼ିର ଦୂରଦୃଷ୍ଟି ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀଙ୍କ ଲାଗି ଚର୍ଚ୍ଚା କି ବିବାଦ ନୂଆ କଥା ନୁହେଁ । ସାଧାରଣ ନିର୍ବାଚନ ଅଳ୍ପ କେଇମାସ ବାକି ଥିବାବେଳେ ଭାରତୀୟ ପ୍ରଶାସନିକ ସେବାରୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଓ ରାଜନୀତିରେ ପାଦଦେବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ୪୯ ବର୍ଷିୟା ଅପରାଜିତାଙ୍କ ଏହି ୨ୟ…

ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବେ, ଯୋଗ ଦେଇ ପାରନ୍ତି ରାଜନୀତିରେ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଖୁବ ଶିଘ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରୁ ସ୍ୱେଚ୍ଛାକୃତ ଅବସର ନେବେ । ସେଥିଲାଗି ସେ ଆବେଦନ କରିଛନ୍ତି । ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର୍ ଆଇଏଏସ ଅଫିସର ଅପରାଜିତା ଖୁବ ଶିଘ୍ର ସ୍ୱେଚ୍ଛାକୃତ ଅବସର ନେବା କଥା ‘…