Latest Odisha News

BREAKING NEWS

[ଭିଡ଼ିଓ ] ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ । ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି ।  ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧…

[ଭିଡ଼ିଓ] ମୁଁ ବି ସକ୍ଷମ. . .ବଡ଼ ଦାଣ୍ଡରେ ଖଟି ଖାଇ ବଞ୍ଚିବି

ପୁରୀ  : ପ୍ରତିକୂଳ ପରିସ୍ଥିତିରେ ବି ନିଜକୁ ସୁଦୃଢ କରିଛନ୍ତି । ସବୁ ଘାତ ପ୍ରତିଘାତ ସହି ଆଗକୁ ବଢିଛନ୍ତି । ଦୃଷ୍ଟି ଶକ୍ତି ହରାଇବା ପରେ ବି ହାର ମାନିନାହାନ୍ତି । ନିଜ ପରିବାର ପାଇଁ ନିଜ ଗୋଡରେ ନିଜେ ଛିଡା ହୋଇ ସକ୍ଷମ ହୋଇପାରିଛନ୍ତି । ଏ ହେଉଛନ୍ତି ବ୍ରହ୍ମପୁର ହୁଗୁଳାପଟା ଅଞ୍ଚଳର…

ପୁରୀ ମଙ୍ଗଳା ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳା ନଦୀରେ ଅଘଟଣ । ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଙ୍ଗଳା ଘାଟର ମାଗୁଣି ନାୟକ । ଆଜି ଅପରାହ୍ନରେ ମାଗୁଣି ମଙ୍ଗଳା ନଦୀକୁ ଶୌଚ ପାଇଁ ଯାଇଥିଲେ । କିନ୍ତୁ ନଦୀରେ ଗୋଡ ଖସିଯିବାରୁ ନଦୀ ଭିତରକୁ ଚାଲି ଯାଇଥିଲେ…

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଆଜି ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ମାତାମଠରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ…

ମରିଗଲା ମାନବିକତା, ଟ୍ରଲିରେ ବୁହା ହୋଇ ଗଲେ ମୃତ ମହିଳା

ପୁରୀ  : ମରିଗଲା ମାନବିକତା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସ୍କାର ପାଇଁ ମିଳିଲାନି ସହଯୋଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ମୃତକ ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହିର ମାମୁଲି ନାୟକ । ପୁରୀ ବଡ ଡାକ୍ତରଖାନାରେ ତାଙ୍କର ଦେହାନ୍ତ…

[ଭିଡ଼ିଓ] ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬…

ଟିକାକରଣରେ ଇତିହାସ ରଚିଲା ଭାରତ, ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ : ଟିକାକରଣରେ ଇତିହାସ ରଚିଛି ଭାରତ । ଦେଶରେ ୧୦୦ କୋଟି ଟପିଛି ଭ୍ୟାକ୍ସିନେସନ । ମହାମାରୀ କରୋନା ବିରୋଧରେ ଭାରତର ଏପରି ସଫଳତାକୁ ନେଇ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଟିକାକରଣର ଏହି କୀର୍ତ୍ତିମାନକୁ ନେଇ ବାଲୁକା କଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତରାଷ୍ଟ୍ରୀୟ…

କୁମାର ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତି

ପୁରୀ : ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରିବେ । ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ…

[ଭିଡ଼ିଓ] ବିଜୟାଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ।  ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ ନୂଆ ଲୁଗା,୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ପରେ…

ସମୁଦ୍ର କୂଳରେ ଅଜଣା ବ୍ୟକ୍ତିର ଗଳିତ ମୃତ ଦେହ

ପୁରୀ : ସମୁଦ୍ର କୂଳରେ ପଡ଼ିରହିଛି ଯୁବକଙ୍କ ଗଳିତ ମୃତ ଦେହ । ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୪୦୦ ମିଟର ଦୂରରେ ପଡିରହିଛି ଏହି ଗଳିତ ମୃତ ଦେହ ।  ବର୍ତ୍ତମାନ ସମୟରେ ମୃତ ଯୁବକଙ୍କର କୋଣସି ପରିଚୟ ମିଳିପାରୁନାହିଁ । ପୁରୀ ସମୁଦ୍ର କୁଳରେ ପୁରୀ ପୋଲିସ ପକ୍ଷରୁ…