Latest Odisha News

ଆଜିଠୁ ଆରମ୍ଭ ଯୋରନ୍ଦା ମେଳା, ଚଳଚଞ୍ଚଳ ଢେଙ୍କାନାଳ

ଢେଙ୍କାନାଳ : ମହିମା ଧର୍ମ ପ୍ରଚାରକ ପ୍ରଭୁ ମହିମା ଅଲେଖଙ୍କ ଦେହତ୍ୟାଗ ଦିବସକୁ ବଡ଼ ଉତ୍ସାହ ସହକାରେ ପାଳନ କରାଯାଏ । ଯାହା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ନାଁରେ ପରିଚିତ । ଆଜିଠୁ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ଯାତ୍ରା । ଦୁଇବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଯୋରନ୍ଦା…

ଗୋପଳ ଘରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌, ସ୍ତ୍ରୀ ଓ ପୁତୁରାକୁ ପଚରାଉଚରା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲା । ଏହି ଘଟଣାରେ ତନ ତନ କରି ଯାଞ୍ଚ କରୁଛି କ୍ରାଇମ୍‌ବାଞ୍ଚ ଟିମ୍‌ । ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ଆଙ୍କୁଲା ସ୍ଥିତ ଗୋପାଳ ଘରେ ପହଞ୍ଚି ତଦନ୍ତ କରିଛି  । ଗୋପାଳଙ୍କୁ ନେଇ ସ୍ତ୍ରୀ ଜୟନ୍ତୀ ଦାସ ଏବଂ ପୁତୁରାଙ୍କୁ ପଚରାଉଚରା…

ଅଭିନେତା ପିଣ୍ଟୁନନ୍ଦ ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  । ଏହି ଚିକିତ୍ସା ପାଇଁ…

ଡାଲଚିନ୍‌ ଖାଉଛନ୍ତି କି !

ବର୍ତ୍ତମାନର ଜୀବନଶୈଳୀରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଛି । ଖାଦ୍ୟ ସେବନରେ ହେଳା କରିବା ଦ୍ୱାରା ଅନେକ ମାରାତ୍ମକ ରୋଗର ଶିକାର ହୋଇଥାଉ । ତେଣୁ ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଉଚ୍ଚ…

୫୦୦ ଛାତ୍ରୀ ଦେଖି ବେହୋସ୍‌ ହେଲା ଛାତ୍ର, ଭିଡିଓ ହେଉଛି ଭାଇରାଲ୍‌…

ବିହାର: ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦା ଅଞ୍ଚଳରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇ ପଡିଥିଲେ ।  ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଛାତ୍ର…

ମାଟିତଳୁ ଶିଶୁପୁତ୍ର ଉଦ୍ଧାର, ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା କାଣ୍ଡସରରେ ଅଭାବନୀୟ ଘଟଣା । ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ । ଅଭିଯୋଗକୁ ଆଧାର କରି ଶ୍ମଶାନରେ ପୋତା ଯାଇଥିବା ଶବକୁ ମାଟି ତଳୁ ଉଦ୍ଧାର କରିଛି ପୁଲିସ୍ । ମୃତ ଶିଶୁପୁତ୍ର ଜଣକ ହେଲେ ସ୍ବର୍ଗତ ଦିଲ୍ଲୀପ ନାଏକଙ୍କ ପୁଅ…

ରାଖୀ ସାୱନ୍ତଙ୍କ ମୁଣ୍ଡରେ ଟେନ୍‌ସନ୍‌, କହିଲେ ବିପଦରେ ମୋ ବିବାହ

ମୁମ୍ବାଇ : ଟେନ୍‌ସନ୍‌ରେ ରାଖୀ ସାଓ୍ୱନ୍ତ । ନୂଆବର୍ଷରେ ରାଖୀ ସାୱନ୍ତଙ୍କ ଜୀବନରେ ସୁଖ ଆଣିବା ପରିବର୍ତ୍ତେ ଦୁଃଖର ପାହାଡ଼ ଲଦି ହୋଇଯାଇଛି ବୋଲି କହିଛନ୍ତି ରାଖୀ । ପ୍ରଥମେ ରାଖୀଙ୍କ ବିବାହ ବିଷୟରେ ପ୍ରକାଶ ପାଇଲା କିନ୍ତୁ ଆଦିଲ ଏହି ବିବାହକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।…

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼, ମାଲିକ ସମେତ ୩ ଗିରଫ

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ଼ ମାରିବା ଘଟଣା । ଘଟଣାକୁ ନେଇ ପୋଲିସ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  । ମାଲିକ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  । ସୂଚନା ଅନୁଯାୟୀ, ସର୍ବେଶ୍ୱରଙ୍କ ନିଶା ଛଡ଼ାଇବା ପାଇଁ ପରିବାର ଲୋକ ଗତ ୨୭…

ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା

ମୁମ୍ବାଇ: ପ୍ରେମରେ ପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ । ଅଭିନେତା ଆମିର ଅଲିଙ୍କ ପ୍ରେମରେ ପଡ଼ିଲେ ସମିତା  । ଶୁକ୍ରବାର ମୁମ୍ବାଇରେ ଆୟୋଜିତ ସମିତା ଆଶିଷ ଚୌଧୁରୀଙ୍କ ବିବାହ ବାର୍ଷିକୀର ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟିରେ ସେ ଆମିରଙ୍କ…

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଅତ୍ୟାଧୁନିକ ପ୍ରଣାଳୀରେ ହେବ ଚିକିତ୍ସା  

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଅଛନ୍ତି । ଲିଭର୍ ସିରିଓସିସ ରୋଗରେ ପୀଡିତ ଥିବା ସୂଚନା । ଅତ୍ୟାଧୁନିକ ପ୍ରଣାଳୀରେ ଚିକିତ୍ସା ହେବା ନେଇ ସୂଚନା ରହିଛି  । ସୂଚନା ମୁତାବକ୍‌, ଅଭିନେତା ପିଣ୍ଟୁ ନନ୍ଦ କିଛି ଦିନ ତଳେ ଡାକ୍ତରଖାନାରେ…