Latest Odisha News

BREAKING NEWS

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ପାରାଦୀପ :ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ସୂଚନା  । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି ।   ୫ ଦିନ ହେବ ୨ଟି ବୋଟରେ ମାଛ…

ଆଜିଠୁ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ଆଜିଠୁ ଆରମ୍ଭ ହେଉଛି । ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ ।  ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ୩୫ କେନ୍ଦ୍ର ମନ୍ତ୍ରୀ, ୧୨ଟି ରାଜ୍ୟର…

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ,ଆସିପାରେ ସୁନାମୀ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା  । ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ  । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି  । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି  । ରିପୋର୍ଟ…

ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ, ଦିଶୁନି ଟ୍ୱିନ୍‌ ସିଟି

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ କୁହୁଡ଼ି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ୨୦ରୁ ୩୦ ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଖାଲି ଭୁବନେଶ୍ୱର ନୁହେଁ ଘନକୁହୁଡ଼ିର ଆସ୍ତରଣରେ ଘୋଡେଇ ହୋଇଛି କଟକ…

ତ୍ୱଚାର ଚମକ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ…

ଗୋରା ଓ କୋମଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ମାତ୍ର ଶୀତଦିନେ ତ୍ୱଚାର ଚମକ ଓ ଗୋରାପଣ ହ୍ରାସ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ନୂଆ ଉପାୟ ଆପଣେଇବା । କ୍ଷୀରର ବ୍ୟବହାର କରିବା ବେଶ ଲାଭଦାୟକ। କ୍ଷୀରର ବ୍ୟବହାର ବିଷୟରେ ତ ସଭିଁଙ୍କୁ ଜଣା ।ତେବେ ଏହି କ୍ଷୀରର ବ୍ୟବହାର କରି…

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସୁଛି ସୁବର୍ଣ୍ଣ ଲୋକ ମହୋତ୍ସବ

ସୁବର୍ଣ୍ଣପୁର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଯାଇଛି ସୁବର୍ଣ୍ଣ ଲୋକ ମହୋତ୍ସବ । ନାଚ ଗୀତରେ ପୂରି ଉଠୁଛି ସୁବର୍ଣ୍ଣପୁର । ଏହି ମହୋତ୍ସବ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଶୁଭ ଉଦ୍‌ଘାଟନ କରିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ତିନି ବର୍ଷ ହେଲା ଲୋକ…

ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍‌ ପିନ୍ଧିଲେ ଆର୍‌ ବୋନି ଗାବ୍ରିଏଲ୍‌

ଲୋଇସିଆନା: ଆମେରିକାର ସୁନ୍ଦରୀ ଆର୍‌ ବୋନି ଗାବ୍ରିଏଲ୍‌ ଜିତିଲେ ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ । ଶନିବାର ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌ । View this post on…

ଜଳିଗଲା ATR-72 ବିମାନ, ଚାଲିଗଲା ୩୨ ଜଣଙ୍କ ଜୀବନ

କାଠମାଣ୍ଡୁ : ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାଟି ଆଜି ସକାଳେ ହୋଇଥିବା ଜଣାପଡ଼ିଛି  । ବିମାନରେ ୬୮ ଯାତ୍ରୀଙ୍କ ସହ ୪ ଜଣ ପାଇଲଟ୍‌ ଥିଲେ  । ବିମାନଟି ହୁତୁ ହୁତୁ ହୋଇ…

ପରପୁରୁଷ ସହ ସ୍ତ୍ରୀକୁ ଦେଖି ସହିପାରିଲାନି ସ୍ୱାମୀ, ଅଲଗା କରିଦେଲା ମୁଣ୍ଡରୁ ଗଣ୍ଡି

ରାଞ୍ଚି: ଝାରଖଣ୍ଡରରୁ ଆସିଲା ଲୋମହର୍ଷଣକାରୀ ଘଟଣା  । ପରପୁରୁଷ ସହ ପତ୍ନୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ହିତାହତ ଜ୍ଞାନ ଭୁଲିଗଲା ସ୍ୱାମୀ  । ପତ୍ନୀଙ୍କ ପ୍ରେମିକର ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା  । ଏପରି ଘଟଣା ଝାରଖଣ୍ଡର ଲୋନଜୋ ଗାଁରେ ଘଟିଛି  । ପୋଲିସ କହିବା ଅନୁଯାୟୀ,…