Latest Odisha News

BREAKING NEWS

ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ହେଉଛି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ।  ଏହି ତିଥିରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୂଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଅଧିବାସ ଗୃହରେ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ଡିସିଡବ୍ଲ୍ୟୁ ମୁଖ୍ୟ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦିନ ଯେତିକି ଗଡ଼ୁଛି ସେତିକି ସନ୍ଦେହ ମଧ୍ୟ ବଢ଼ୁଛି । ଯୁବତୀଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀ ପୁଲିସର ତଦନ୍ତ ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଞ୍ଜଳିଙ୍କ ପରିବାର  । ଦିଲ୍ଲୀ…

ମଣିଷ ମରା ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବଣୁଆ କୁକୁରଙ୍କ ଚାଲିଥିଲା ଆତଙ୍କରାଜ୍‌ । ସରକାରଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କୁ କରାଗଲା ନିପାତ୍‌ ।  ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ…

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ କିସ୍‌ମିସ୍‌

ଆମେ ଆମ ଶରୀରକୁ ନେଇ ସବୁବେଳେ ଯତ୍ନବାନ ରୁହନ୍ତି  । କିଛି ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତାର ଉପଚାର କରିଥାଆନ୍ତି  । ଆଉ ଖାଦ୍ୟକୁ କୁ ନେଇ ଆମେ ଟିକିଏ ଅଧିକ ସଚେତନ ହେବା ଉଚିତ୍‌ । ଖାଦ୍ୟ ଖାଇବା ବେଳେ ସକାଳ ଜଳଖିଆରେ କିସ୍‌ମିସ୍‌ ସାମିଲ୍‌ କରିବା ନିହାତି ଦରକାର  । ଆମେ ଡ୍ରାଏ…

ଲଭ୍‌, ରୋମାନ୍ସ, ଆକ୍ସନ ନେଇ ଆସୁଛି ‘ଫେରିଲେ ମୁଁ ତୁମର’ 

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ‘ଫେରିଲେ ମୁଁ ତୁମର’  । ଆଉ ଦର୍ଶକଙ୍କ ପାଇଁ ନେଇ ଆସିଛି ଲଭ୍‌, ରୋମାନ୍ସ ଭରା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’  । ସୁଧାକର ବସନ୍ଥଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମର ଅଡିଓ, ଟ୍ରେଲର ରିଲିଜ ହୋଇଯାଇଛି  । ତେବେ ଏହି ଫିଲ୍ମର କାହାଣୀଟି ଏକ…

ସାଥିର ମୃତ୍ୟୁରେ ଭାଙ୍ଗି ପଡ଼ିଛି ଶୁଆଟି, ଏବେବି ବଞ୍ଚିଛି ବିଶ୍ବାସ ସେ ଉଠିବ..ଆଉ କଥା କହିବ

କଣ ପାଇଁ ଶୋଇ ରହିଛୁ ? ଉଠ କଥା କହ.. ମୋତେ ଟିକିଏ ଚାହୁଁନୁ… ଏତେ ଚୁପ କାହିଁକି ହେଇଯାଇଛୁ । ତୁ କିଛି କହୁନୁ କାହିଁକି.. ଏମିତି କିଛି ଅକୁହା କଥା ଆମେ କହୁନୁ ଏ ଦୃଶ୍ୟ କହୁଛି । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଆପଣ ବି ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଶୁଆଟିର ପାଟି…

ଷ୍ଟେସନ୍‌ରେ ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବେଙ୍ଗାଲୁରୁ : ଯଶବନ୍ତପୁର ରେଳ ଷ୍ଟେସନ୍‌ରୁ ସମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ପ୍ଲାଷ୍ଟିକ୍‌ ଡ୍ରମ୍‌ରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଯଶବନ୍ତପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ସଫେଇ କରୁଥିବା ବେଳେ ଗୋଟିଏ ଡ୍ରମରେ ଗଳିତ ମୃତଦେହ ଘୋଡ଼ା ହୋଇ ରହିଥିବାର ଦେଖିଥିଲେ…

ମାଙ୍କଡ଼ ସହ ସେଲଫି ନେବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ଚାଲିଗଲା ଜୀବନ

ମହାରାଷ୍ଟ୍ର : ସେଲଫି ନେବା ବେଳେ ଅଘଟଣ । ମାଙ୍କଡ଼ ସହ ସେଲଫି ନେବା ହେଲା କାଳ । ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି ସେଲଫି । ଜଣେ ବ୍ୟକ୍ତି ମାଙ୍କଡ଼ ସହ ସେଲଫି ନେଉଥିବା ବେଳେ ୫୦୦ ଫୁଟ୍‌ ତଳକୁ ଖସି ମୃତ୍ୟୁ ବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ଭରନ୍ଦ ଘାଟି ରାସ୍ତାରେ…

ଶିତଦିନେ ଖାଆନ୍ତୁ ମେଥିଶାଗ, ଗଣ୍ଠି ଯନ୍ତ୍ରଣାରୁ ପାଇବେ ମୁକ୍ତି….

ଶିତଦିନେ ଟିକିଏ ଆମକୁ ଆମ ଶରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ  । ସେଥିପାଇଁ ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ  । ବିଶେଷ କରି ଶାଗ ଖାଇବା ନିହାତି ଦରକାର । ତେବେ ସବୁ ଶାଗ ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ,…

ଆରପାରିରେ ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର

ଭଦ୍ରକ : ଆଉ ନାହାଁନ୍ତି ଭଦ୍ରକର ବରିଷ୍ଠ ଅଧିବକ୍ତା ଓକିଲ ସଂଘର ସଭାପତି ଦିଲ୍ଲିପ ମହାପାତ୍ର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ…