ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ
ନୂଆଦିଲ୍ଲୀ : ଶ୍ରଦ୍ଧା ଓ୍ୱାକର ହତ୍ୟାକାଣ୍ଡ ଘଟଣା ଥମି ନଥିବା ବେଳେ ପୁଣି ରାଜଧାନୀରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଘଟଣା । ସୁଟକେସ୍ରୁ ମିଳିଲା ମହିଳାଙ୍କ ମୃତଦେହ । ପଞ୍ଜାବୀ ବାଗ ଅଞ୍ଚଳରେ ରିଙ୍ଗ ରୋଡରେ ଏକ ନଳା ନିକଟରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ସୁଟକେସରେ ଥିବା ମହିଳା…