Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ

ସମ୍ବଲପୁର : ସରିଲା ନିର୍ବନ୍ଧ । ହେବ ବାହାଘର । ବାଜିବ ବାଜା, ଫୁଟିବ ବାଣ  । ଆଉ ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗୀର ଜିଲ୍ଲାପାଳ  । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା।  ଏହି…

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଗୁରୁତର

ନୟାଗଡ଼: ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ସଂଘବଦ୍ଧ ବ୍ୟକ୍ତି । ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗାଁର କିଛି ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏଭଳି ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନସ୍ଥ କାଦୁଆପଡ଼ା ଗାଁରେ…

ବାହା ହେବାକୁ ମନା କରିବାରୁ ବିଚ୍‌ ରାସ୍ତାରେ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁରୁସଭା । ବାହା ହେବାକୁ ମନା କରିବାରୁ ବିଚ୍ ରାସ୍ତାରେ ନାବାଳିକାଙ୍କ ଚୁଟି ଧରି ଭିଡ଼ି ଭିଡ଼ି ନେଲା ଅଭିଯୁକ୍ତ । ମାଡ଼ ମାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତକୁ ଗିରଫ କରି…

ଆଜିଠୁ ଆଦିବାସୀ ମେଳା,୧୨୧ ଷ୍ଟଲରେ ପ୍ରଦର୍ଶିତ ହେବ ଜଙ୍ଗଲଜାତ ଉତ୍ପାଦ ଓ କଳା ସାମଗ୍ରୀ

ଭୁବନେଶ୍ବର : ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ରାଜଧାନୀବାସୀଙ୍କୁ ଏଭଳି ଗାଁ ଜୀବନ ଶୈଳୀର ନିଚ୍ଛକ ରୂପ ଦେଖାଇବ ଆଦିବାସୀ ପଡ଼ିଆ । ଆଦିବାସୀ ଦେଶୀ ଖାଦ୍ୟର ବାସ୍ନାରେ ମହକିବ ୟୁନିଟ୍‌-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆ। ଝାଟିମାଟି କୁଡ଼ିଆ ସାଙ୍ଗକୁ…

ଆଜିଠୁ ସିବିଏସଇ ଦଶମ ପରୀକ୍ଷା,୧୦ଟାରେ ଆରମ୍ଭ ହୋଇ୧ଟାରେ ହେବ ଶେଷ

ଭୁବନେଶ୍ବର : ଆଜିଠୁ ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୦ଟା ମଧ୍ୟରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ । ୧୦ଟାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାଖାତା ବଣ୍ଟନ କରାଯିବାକୁ ଥିବାବେଳେ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ବଣ୍ଟନ ହେବ।…

ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ହୃଦ୍‌ରୋଗ ଦୂର କରେ ଟମାଟୋ…

ସ୍ୱାସ୍ଥ୍ୟପାଇଁ ଖୁବ୍‌ ଲାଭଦାୟକ ଟମାଟୋ । ଟମାଟୋରେ ରହିଛି ଭରପୂର ଔଷଧିୟ ଗୁଣ । ରୋଷେଇଠୁ ଆରମ୍ଭ କରି ଆମେ ତ୍ୱଚା ପାଇଁ ବ୍ୟବହାର କରିଥାଉ ଟମାଟୋ  । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି।…

ଅଖାରେ ତିଆରି ପ୍ଲାଜୋ ପ୍ୟାଣ୍ଟ, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ନିଜର ଖାଇବା, ରହିବା ଓ ପିନ୍ଧିବାକୁ ନେଇ ପ୍ରାୟ ସମସ୍ତଙ୍କର ରୁଚି ରହିଛି । ଫ୍ୟାସନ୍‌ ଡ୍ରେସ୍‌ ସମସ୍ତଙ୍କର ପସନ୍ଦ ।  ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ପ୍ଲାଜୋ ନାମକ ପୋଷାକର…

କେଉଁ କାରଣରୁ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ପଥର ମାଡ଼ ?

ଚିକିଟି: ହଟହଟା ହେଲେ ଅଭିନେତା ପପୁ ପମ୍‌ ପମ୍‌। ପଥର ମାଡ଼ ହୋଇଥିବା ଅଭିଯୋଗ । ଗତକାଲି ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍‌ ପମ୍‌ଙ୍କ ଉପରକୁ ପଥର ମାଡ଼ ହୋଇଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି…

ଗାଁ ବାସିନ୍ଦା ଭଳି ଗାଁରେ ବୁଲୁଛନ୍ତି ସିଂହ ; ଭିଡିଓ ହେଉଛି ଭାଇରାଲ୍‌

ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ…

ଗପ ହେଲା ସତ ; କାଉର ବୁଦ୍ଧି ଦେଖି ହେବେ ଆଶ୍ଚର୍ଯ୍ୟ…

ଶୀତ ଯାଇ ଖରାଦିନ ଆସିଲାଣି । ଧୀରେ ଧୀରେ ବଢ଼ିଲାଣି ତାପମାତ୍ରା  । ଆଉ ଖରା ତାପରୁ ଟିକିଏ ମୁକ୍ତି ପାଇବା ପାଇଁ ରାସ୍ତାରେ ବିକ୍ରି ହେଲାଣି ଥଣ୍ଡା ପାନୀୟ ସାଙ୍ଗକୁ ତଟକା ତରଭୁଜ । ଏହି ଖରାଦିନରେ ଅନେକ କାହାଣୀ ଆମେ ଶୁଣିଛେ ଦେଖିଛେ କିନ୍ତୁ ଆଜିବି ମନେ ଅଛି ପିଲାଦିନର ସେହି କାହାଣୀ  ।…