Latest Odisha News

ପଶ୍ଚିମବଙ୍ଗ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର କଲା STF, ୨ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ହାତରେ ଗୋ-ଚାଲାଣକାରୀ । ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଧରା ପଡ଼଼ିଲେ ୨ ଅଭିଯୁକ୍ତ । ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଚାଲାଣ ବେଳେ ଏସଟିଏଫ୍ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ହାଟ ପଡ଼ିଆ ନିକଟରୁ ଏକ ଗୋରୁ ଭର୍ତ୍ତି ୧୬ ଚକିଆ…

ପ୍ରେମିକାକୁ ହତ୍ୟା ପରେ ୧୧ ଦିନ ଯାଏ ୫ ରାଜ୍ୟରେ ବୁଲୁଥିଲା ପ୍ରେମିକ

ଭୋପାଳ: ରିସର୍ଟରେ ପ୍ରେମିକାକୁ ହତ୍ୟା ପରେ ନିର୍ଭୟରେ ବାହାରେ ବୁଲୁଥିଲା ପ୍ରେମିକ । ହତ୍ୟା ପରେ ପ୍ରେମିକା ଏଟିଏମ୍ କାର୍ଡ ସହ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରୁଥିଲା । ବାରମ୍ବାର ସ୍ଥାନ ବଦଳାଇ ପୋଲିସକୁ ଚକମା ଦେଉଥିଲା ଅଭିଯୁକ୍ତ ପ୍ରେମିକ । ଶେଷରେ ଏଟିଏମ୍ କାର୍ଡରୁ ଟଙ୍କା ଉଠାଣ…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ସିଲିଣ୍ଡରରୁ ଆଉ ଚୋରି ହେବନି ଗ୍ୟାସ୍, ଲାଗିବ କ୍ୟୁଆର୍ କୋଡ୍

ନୂଆଦିଲ୍ଲୀ: ଗ୍ୟାସ୍ ଚୋର ସାବଧାନ । ଆଉ ସିଲିଣ୍ଡରରୁ କାଢ଼ି ପାରିବେନି ଗ୍ୟାସ୍ । ଗ୍ୟାସ ଚୋରି ରୋକିବ କ୍ୟୁଆର୍ କୋଡ୍ । ସିଲିଣ୍ଡରରୁ ଗ୍ୟାସ୍ ଚୋରି କଲେ ଧରା ପକାଇ ଦେବ କ୍ୟୁଆର୍ କୋଡ୍ । ଖୁବଶୀଘ୍ର କେନ୍ଦ୍ର ସରକାର ସମସ୍ତ ଗ୍ୟାସ ଟାଙ୍କିରେ କ୍ୟୁଆର୍ କୋଡ୍ ଲଗାଇବେ । ପୁରୁଣା ସହ ନୂଆ…

ଫସଲ ବୀମାକୁ ନେଇ ରାଜ୍ୟ ଉପରେ ଦୋଷ ଝାଡ଼ି ହେଲା କେନ୍ଦ୍ର

ଭୁବନେଶ୍ୱର: ମରୁଡ଼ି ପାଇଁ ଚାଷୀଙ୍କ ଫସଲ ଗଲା । ଆକଳନ କରି କ୍ଷତିପୂରଣ ନଦେଇ ଚୁପ୍ ବସିଲା ପ୍ରଶାସନ । ଫସଲ ବୀମା କ୍ଲେମ୍ ପରେ ବି ଚାଷୀଙ୍କୁ ମିଳିଲାନି ଟଙ୍କା । ଯାହାକୁ ନେଇ ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନ ପଦ୍ମପୁର ଉପନିର୍ବାଚନକୁ ବେଶ୍ ଉଷ୍ମ କରିଛି । ଫସଲ ବୀମାକୁ ରାଜନୈତିକ କାଦୁଅ ଫିଙ୍ଗା…

ବଙ୍ଗୋପସାଗରରେ ଲଘୁଚାପ, ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ।…

ଦୁନିଆର ଏମିତି ସ୍ଥାନ ଯେଉଁଠି ୬ ମାସ ଲେଖାଏ ଶାସନ କରନ୍ତି ୨ ଦେଶ

ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କୌଣସି ଏକ ଦେଶର ଆଧିପତ୍ୟ ଥାଏ । ସେହି ଦେଶର ସେନା ସେଠାର ସୁରକ୍ଷା ଦାୟିତ୍ୱରେ ରୁହେ । କିନ୍ତୁ ଫ୍ରାନ୍ସ ଓ ସ୍ପେନ୍ ସୀମାରେ ଏମିତି ଏକ ଦ୍ୱୀପ ଅଛି ଯେଉଁଠି ଦୁଇ ଦେଶର ସରକାର ୬ ମାସ ଲେଖାଏ ଚାଲେ । ନା ଏଥିପାଇଁ କିଛି ଲଢ଼େଇ ହୁଏ ନା ଝଗଡ଼ା ।…

କାହା ସୁପାରିସରେ ହୋଇଥିଲା ବିମୁଦ୍ରୀକରଣ ? ସୁପ୍ରିମକୋର୍ଟରେ ସତ୍ୟପାଠ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୋଟବନ୍ଦୀ- କେତେ ଲାଭ, କେତେ କ୍ଷତି ? ୨୦୧୬ରେ ହୋଇଥିବା ରାତି ଅଧିଆ ବିମୁଦ୍ରୀକରଣକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଯେଉଁଥିରେ ସରକାର କହିଛନ୍ତି, ଜାଲ୍ ନୋଟ୍ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା ଲାଗି ନୋଟବନ୍ଦୀ ହେଉଛି ପ୍ରଭାବଶାଳୀ…

୧୨ ବର୍ଷର ନ୍ୟାୟିକ ଲଢ଼େଇ ଜିତିଲେ ବାୟୁସେନାର ୩୨ ମହିଳା ଅଫିସର

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ସ୍ୱଳ୍ପକାଳୀନ ସେବା । ମିଳିବ ସମ୍ପୂର୍ଣ୍ଣ ଭତ୍ତା । ଯୁଗାନ୍ତକାରୀ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଭାରତୀୟ ବାୟୁ ସେନାରେ ୫ ବର୍ଷ ଧରି କାର୍ଯ୍ୟ କରିଥିବା ୩୨ ଜଣ ମହିଳା ଅଧିକାରୀ ନ୍ୟାୟିକ ଲଢ଼େଇରେ ଜିତିଛନ୍ତି । ୨୦ ବର୍ଷ ଧରି ସେବା କରିଥିବା ଅଧିକାରୀଙ୍କୁ…

ଆସନ୍ତା ୧୮ରୁ ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ସହ ଶୁଖିଲା ପାଗ ଲାଗି ରହିଛି । ଆଗାମୀ ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ରାତି ତାପମାତ୍ରା ୪ରୁ ୫ ଦିନ ଯାଏ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଯାଏ କମ ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…