Latest Odisha News

ସହର ଅପେକ୍ଷା ଗାଁରେ ଅକ୍ଟୋବରରେ ବଢ଼ିଛି ବେରୋଜଗାରୀ

ନୂଆଦିଲ୍ଲୀ: ଗତମାସ ତୁଳନାରେ ଦେଶରେ ଅକ୍ଟୋବର ମାସରେ ବେରୋଜଗାରୀ ବଢ଼ିଛି । ଆଉ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚାକିରି ହରାଇଛନ୍ତି । ଚେନ୍ନାଇ ସ୍ଥିତ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏହି ସୂଚନା ଦେଇଛି । ସିଏମ୍ଆଇ ଅନୁସାରେ, ଅକ୍ଟୋବର ମାସରେ…

ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା…

ଚାଲି ଚାଲି ଘରକୁ ଫେରିବା ବେଳେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ । କଟକର ବିଚ୍ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଯୁବକ । ସୂଚନା ଅନୁସାରେ, ଫୁଲନଖରାର ଏକ ଇଞ୍ଜିନୟରିଂ କଲେଜରୁ ଛାତ୍ରୀ ଜଣଙ୍କ ବସ୍ ଯୋଗେ ଫେରି ପ୍ରତାପ ନଗରୀ ସ୍ଥିତ ଘରକୁ ଚାଲି ଚାଲି ଯାଉଥିଲେ ।…

ନିର୍ମାଣାଧୀନ ବିଜେପି ଅଫିସ୍ ଉପରେ ଜରିମାନା କଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଥମୁନି ଆପ୍-ବିଜେପି ଯୁଦ୍ଧ । ପୁଣି ଥରେ ଦିଲ୍ଲୀରେ ମୁହାଁମୁହିଁ ହୋଇଛ ଆମ୍ ଆଦମୀ ପାର୍ଟି ଓ ବିଜେପି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ନିର୍ମାଣ ଉପରେ କେଜ୍ରିୱାଲ୍ ସରକାର ରୋକ୍ ଲଗାଇବା ସହ ଜରିମାନା କରିଛି । ପ୍ରଦୂଷଣ ପାଇଁ କେଜ୍ରିୱାଲ୍ ସରକାର ନିର୍ମାଣ ବନ୍ଦ କରିବା ସହ ୫…

ଝୁଲା ପୋଲ ପାଇଁ ଧବଳେଶ୍ୱର ପୀଠକୁ ଭକ୍ତଙ୍କୁ ବାରଣ, ୧୪୪ ଧାରା ଜାରି

କଟକ: ବଡ଼ଓଷାରେ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ହେବନି ଯାତ୍ରା । ଗୁଜରାଟର ମୋର୍ବି ଅଘଟଣ ପରେ ସୋମବାର ଝୁଲା ପୋଲ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା । ଆଜି ଜିଲ୍ଲା ପ୍ରଶାସନ ବଡ଼ଓଷା ଯାତ୍ରାକୁ ବାତିଲ୍ କରିଛି । କଟକ ଏସପି ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ…

ଡିଜିଟାଲ୍ ଟଙ୍କା କ’ଣ ? ଆପଣ କେମିତି କରିବେ ବ୍ୟବହାର…

ନୂଆଦିଲ୍ଲୀ: ପକେଟରେ ଟଙ୍କା ଧରି ବୁଲିବାକୁ ଅନେକ ପସନ୍ଦ କରି ନଥାନ୍ତି । ଆଉ ଅନେକ ସମୟରେ ଟଙ୍କା ଚୋରିର ଆଶଙ୍କା ଥାଏ । ତେବେ ଏସବୁ ଝାମେଲାରୁ ଆପଣ ମୁକ୍ତି ପାଇ ପାରିବେ । ପରୀକ୍ଷାମୂଳକ ଭାବେ ଆଜିଠୁ ଆରବିଆଇ ଡିଜିଟାଲ ଟଙ୍କା ଲଞ୍ଚ କରୁଛି । ତେବେ, ଆସନ୍ତୁ ଜାଣିବା ଡିଜିଟାଲ କରେନ୍ସି…

କମିବ ତୈଳଦର, ଜାଣନ୍ତୁ କେତେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ୍ ଦାମ

ନୂଆଦିଲ୍ଲୀ: ୫ ମାସ ପରେ କମିବାକୁ ଯାଉଛି ତୈଳଦର । ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା । ତଥାପି ଦେଶର…

ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ର, କେମିତି ହେଲା ସମ୍ଭବ ?

ନୂଆଦିଲ୍ଲୀ: ଗୋଟିଏ ଫଟୋରେ ପୃଥିବୀ ଓ ଚନ୍ଦ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠା ଯାଇଛି । ଏହି ଫଟୋକୁ କ୍ୟାପଚର କରିଛି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା । ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀ ଓ ଚନ୍ଦ୍ରର ଫଟୋକୁ ଗୋଟିଏ ଫ୍ରେମରେ…

ପତିଆରା, ପ୍ରତିବାଦ; ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରେ ବିଜେପି, ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ଧାମନଗର ଉପନିର୍ବାଚନକୁ ନେଇ ବଳ କଷାକଷି ହେଉଥିବା ବିଜେଡି-ବିଜେପି ଉଭୟ ଉଭୟକୁ ଟାର୍ଗେଟ୍ କରିଛନ୍ତି । ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ବିଜେପି, ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ…

ଖସୁଛି ପାରଦ, ୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ…

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ ପାରଦ ଖସୁଛି । ବିଶେଷକରି ରାତି ତାପମାତ୍ରା ହ୍ରାସ ପାଇଛି । ଆଜି ରାଜ୍ୟର ୮ ସହରର ରାତି ତାପମାତ୍ର ୧୫ ଡିଗ୍ରୀ ତଳେ ରହିଥିବା ବେଳେ ସବୁଠୁ ଥଣ୍ଡା ସହର ହେଉଛି କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା । ସେଠାରେ ସର୍ବନିମ୍ନ ରାତି ତାପମାତ୍ରା…