Latest Odisha News

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା…

କାଳବୈଶାଖୀ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୩ ଜିଲ୍ଲାରେ ଛେଚିବ କୁଆପଥର

ଭୁବନେଶ୍ୱର: ରାଜ୍ଯରେ ଆଉ ୩ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…

୨୦ ସକାଳ ଯାଏ ଘଡ଼ଘଡ଼ି ବର୍ଷା, ୧୮ରେ ଛେଚିବ କୁଆପଥର

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୧୭ ସକାଳ ୮ଟା ୩୦ ଯାଏ ଘଡ଼ଘଡ଼ି ଓ ବର୍ଷା ନେଇ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା…

ଆଜି ରାଜ୍ୟର ୯ ସ୍ଥାନରେ ୩୭ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଅନୁଭୂତ ହେଉଥିବା ବେଳେ ତାତି ବଢ଼ିଛି । ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ୩୭.୭ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ…

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବଢ଼ିଲା ବିବାଦ, ବିଜେଡି କହିଲା ‘ବରାଦିଆ ସମ୍ପାଦକୀୟ’

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳା ଓ ପୋଲିସ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀ ସଂଘର୍ଷକୁ ନେଇ ବିଜେପି ରାଜ୍ୟବ୍ୟାପି ପ୍ରତିବାଦ କରୁଛି । ଅନ୍ୟପଟେ ବିଜେଡି, ବିଜେପିକୁ କାଉଣ୍ଟର କରିବାକୁ ଯାଇ ଗ୍ୟାସ୍ ଦରବୃଦ୍ଧିକୁ…

ନବଜାତ ଛୁଆ ଶରୀରରେ HIV ଭୂତାଣୁ !

ନୂଆଦିଲ୍ଲୀ: ଏଚ୍ଆଇଭି-ଏଡ୍ସ । ଏ ରୋଗ ନାଁ ଶୁଣିଲେ ଅନେକ ଡରି ଯାଆନ୍ତି । ଥରେ ଭାବିଲେ ଜନ୍ମ କଲା ମାଆ ଟିଏ ଛୁଆକୁ ଏଚଆଇଭି-ଏଡ୍ସ ହୋଇଥିବା କହିଲେ କେମିତି ଧୈର୍ଯ୍ୟ ଧରିବ । ମାଆର ମନ କେମିତି ଫାଟି ଯାଉଥିବ । ଆଜ୍ଞା ହଁ ଆଶ୍ଚର୍ଯ୍ୟ, ଅବିଶ୍ୱନୀୟ ଲାଗୁଥିଲେ ବି ଉତ୍ତରପ୍ରଦେଶର ଏତାହରେ ଏମିତି…

ବିଜୁଙ୍କ ଜୟନ୍ତୀରେ ଦିଲୀପ ରାୟ ମାରିଲେ ତେରେଛା ବାଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ସାରା ଓଡ଼ିଶା ମନେ ପକାଉଛି । ବିଜୁଙ୍କ ସହ ସମୟ ଅତିବାହିତ କରିଥିବା ଲୋକେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ଆଜି ବିଜୁ ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କ କଥା ମନେ ପକାଇ ତେରେଚ୍ଛା ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…

ରାଜ୍ୟରେ ନୂଆ ମେଡିକାଲ କଲେଜରେ ଖାଲି ପଡ଼ିଛି କେତେ ଡାକ୍ତରୀ ପଦବୀ ?

ଭୁବନେଶ୍ୱର: ରାଜ୍ୟରେ ନୂଆ କରି ୭ଟି ମେଡିକାଲ କଲେଜ ଖୋଲିଥିବା ବେଳେ ୧୨୪ଟି ପ୍ରଫେସର ପଦ, ୧୭୪ଟି ପଦ ଆସୋସିଏଟ୍ ପ୍ରଫେସର, ୨୯୫ଟି ଆସିଷ୍ଟାଣ୍ଟ ପ୍ରଫେସର, ୧୭୬ଟି ଟିଉଟର, ୧୨୫ଟି ଏସ୍ଆର୍, ୧୦୪ଟି ଜେଆର୍ ପଦ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ତାରକା ପ୍ରଶ୍ନର ଉତ୍ତର…

ଦାଦନ ରୋକିବାକୁ ବଜେଟରେ ପ୍ରସ୍ତାବ, ସୃଷ୍ଟି ହେବ ଅତିରିକ୍ତ ୧୦୦ ଶ୍ରମ ଦିବସ

ଭୁବନେଶ୍ୱର: ବଜେଟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆ ଯାଇଛି । ମନରେଗାରେ ପ୍ରତି ଗ୍ରାମୀଣ ପରିବାରକୁ ଶହେ ଦିନର କାମ ମିଳିଥାଏ । ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅନୁପାତରେ ଅର୍ଥ ଦିଅନ୍ତି । ଏଥିପାଇଁ ବଜେଟରେ ୧…