Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନ୍ ସିଟି କଟକ, ଭୁବନେଶ୍ୱର ସମତେ ୧୧ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସହ ଘଡ଼ଘଡ଼ି ନେଇ ଆଲର୍ଟ…

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଯାତ୍ରୀ ସୁରକ୍ଷିତ

ଜୟପୁର: ଜୟପୁର ଷ୍ଟେସନ ପାସ କରିବା ପରେ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଛତ୍ରିପୁଟଠାରେ ଲାଇନଚ୍ୟୁତ ହୋଇଛି ।  ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଯାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ…

ନକଲି ଔଷଧ ମାମଲା, ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା…

ରଣହୁଙ୍କାର ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କଲେ ସରକାର

ଭୁବନେଶ୍ୱର: ବର୍ଷାରେ ଭିଜିଲେ, ହକର ସ୍ୱର ଉଠାଇଲେ । ଲୋୟର ପିଏମଜିରେ ରବିବାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର ପରେ ଆଲୋଚନା କରିଛନ୍ତି ସରକାର । ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଥିବା କୁହାଯାଇଛି । ୧୫ ଦିନ ଭିତରେ ସରକାର…

ଚଳନ୍ତା ଟ୍ରେନରେ ଛୁରାମାଡ଼ କରି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ୱର: ଚଳନ୍ତା ଟ୍ରେନରେ ଛୁରାମାଡ଼ । ଫାଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ ହୋଇଛି । ଛୁରାମାଡ଼ରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ରେଳବାଇ ପୋଲିସ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଫାଲକନାମା…

ଦେଶର ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ଟି ସ୍ଥାନରେ NIA ଚଢ଼ାଉ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରାୟ ୬୦ଟି ସ୍ଥାନରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଚଢ଼ାଉ କରିଛି । ଏହି ରେଡ୍ ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ରୁ ଅଧିକ ସ୍ଥାନରେ ହୋଇଛି । ଅନେକ ଗ୍ୟାଙ୍ଗଷ୍ଟର ଜେଲରେ ଥାଇ ଗ୍ୟାଙ୍ଗ ଅପରେଟ୍ କରୁଥିବା ବେଳେ ଆଉ କିଛି ପାକିସ୍ତାନୀ ଗୁଇନ୍ଦା…

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

ରାଉରକେଲାରୁ ୧୬ ଲକ୍ଷରୁ ଅଧିକ ମୂଲ୍ୟର ଜାଲ୍ ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଉରକେଲାରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ରାଉରକେଲା ପୋଲିସ ସହାୟତାରେ ଏସଟିଏଫ୍ ସହରର ସେକ୍ଟର-୧୭ ଅଞ୍ଚଳରେ ରେଡ୍ କରିଥିଲା । ରେଡ୍ ବେଳେ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ମାମଲାରେ STF ଦିଲ୍ଲୀର ଏସକେ ଅହମ୍ମଦଙ୍କୁ ଗିରଫ କରିଛି ।…

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର…