Latest Odisha News

BREAKING NEWS

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

[ଦେଖନ୍ତୁ ଭିଡିଓ] ସରକାରୀ ଅଫିସ୍‌ରେ ଚାଲିବ ବିଦ୍ୟୁତ୍‌ ଚାଳିତ ଗାଡ଼ି

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ପଦକ୍ଷେପ । ଆଉ ପେଟ୍ରୋଲ କି ଡିଜେଲ୍ ଗାଡ଼ି ନୁହେଁ । ଏଣିକି ପ୍ରଦୂଷଣ ରୋକିବାକୁ ସବୁ ସରକାରୀ ଅଫିସରେ ଚାଲିବ ଇଲେକ୍ଟ୍ରିକ୍ ଗାଡ଼ି । ପର୍ଯ୍ୟାୟ କ୍ରମେ ରାଜ୍ଯ ସରକାରଙ୍କ ସମସ୍ତ ବିଭାଗରେ ଇ-ଭେଇକିଲ୍ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା…

ପୋଲିସ ହାତରେ ପକ୍ସୋ କୋର୍ଟ ବିଚାରପତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ: ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ସୁବାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମର୍କତନଗର ପୋଲିସର ହସ୍ତଗତ ହୋଇଛି । ରଶି ଲଗାଇ ଝୁଲି ପଡ଼ିବାରୁ ସୁବାସଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରଶି…

[ଦେଖନ୍ତୁ ଭିଡିଓ] ଆଗାମୀ ୨୪ ଘଣ୍ଟାରେ ଲଘୁଚାପ, ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ଓ ତତସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । https://twitter.com/mcbbsr/status/1567398275514519553…

‘ମୋତେ ଗିରଫ ପାଇଁ ଚାପ ପଡ଼ିବାରୁ, ଆତ୍ମହତ୍ୟା କରିଛନ୍ତି CBI ଅଧିକାରୀ’: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ପରେ ପୁଣି ଆପ୍ ଆଉ ଏକ ଅଭିଯୋଗ ଆଣିଛି । କେନ୍ଦ୍ର ବିଜେପି ସରକାର ବିରୋଧରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ୨ ଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଆଉ ଅଭିଯୋଗ…

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ପୁରୀର ଈଶ୍ୱର ଚନ୍ଦ୍ର

ନୂଆଦିଲ୍ଲୀ: ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଦିବସରେ ଦିଲ୍ଲୀରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ସହ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିଛନ୍ତି । ନିମାପଡ଼ା ବ୍ଲକ…

କିଏ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ ? ଆଜି ଆସିବ ଫଇସଲା

ନୂଆଦିଲ୍ଲୀ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ? ଋଷି ସୁନକ ନା ଲିଜ୍ ଟ୍ରସ୍ ? କାହାକୁ ବାଛିବେ କଞ୍ଜରଭେଟିଭ୍ ପାର୍ଟିର ନେତା । ଆଜି ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନେଇ ଫଇସଲା ଆସିବ । ବିବିସି ରିପୋର୍ଟ ଅନୁସାରେ, ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ପଲ୍ଲା ଭାରି…

ଲଣ୍ଡନରୁ ଚୋରି, ପାକିସ୍ତାନରେ ଡେଲିଭରି

କରାଚି: ଆପଣ ଅନେକ ଚୋରି କଥା ଶୁଣିଥିବେ । ଏପରିକି ଚୋର କାର ନେଇ ସହର ଡେଇଁ ଆଉ ଏକ ସ୍ଥାନକୁ ପଳାଇଥିବା ଖବର ଜାଣିଥିବେ । କିନ୍ତୁ କେବେ ଶୁଣିଛନ୍ତି କି କାର ଚୋରି ପରେ ୩ ହଜାର ୯୨୩ ମାଇଲ୍ସ ପରେ ମିଳିବା । ଆଜ୍ଞା ହଁ ପାକିସ୍ତାନର କରାଚିରୁ ଏକ ଲକଜୁରୀ ‘ବେଣ୍ଟଲେ ମଲସେନ୍’କାର୍ ମିଳିଛି ।…

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି । ସୂଚନା ଅନୁସାରେ, ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ରୋଡ୍ ଡିଭାଇଡରରେ ତାଙ୍କ ଗାଡ଼ି ପିଟି ହେବା ଫଳରେ ଦୁର୍ଘଟଣା ଘଟି ୫୪ ବର୍ଷୀୟ…

[ଦେଖନ୍ତୁ ଭିଡିଓ] ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାରତ

ନୂଆଦିଲ୍ଲୀ: ଦେଶରେ ଦରଦାମ ଆକାଶଛୁଆଁ ରହିଥିବା ବେଳେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି । ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଛି । ୨୦୨୧ର ପ୍ରଥମ ତ୍ରୈମାସିକରେ ଭାରତ,…