Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୧୨ ସେକେଣ୍ଡରେ ଧରାଶାୟୀ ହେଲା ଟ୍ୱିନ୍ ଟାୱାର, ଧୂଆଁମୟ ନୋଏଡା

ନୋଏଡ଼ା: ନୋଏଡ଼ାର ଟ୍ୱିନ୍ ଟାୱାର ମାଟିରେ ମିଶିଛି । ୩୦୦ କୋଟି ଟଙ୍କାରେ ନିର୍ମିତ ଟ୍ୱିନ୍ ଟାୱାରକୁ ୨୦ କୋଟି ଟଙ୍କା ଖର୍ଚ୍ଚରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି । ବଟମ୍ ଦବାଇବାର ୯ରୁ ୧୨ ସେକେଣ୍ଡ ମଧ୍ୟରେ ଟ୍ୱିନ୍ ଟାୱାର ମାଟିରେ ମିଶିଥିବା ବେଳେ ନୋଏଡା ଧୂଳି, ଧୂଆଁରେ ପରିପୂର୍ଣ୍ଣ…

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୫ ଜଣଙ୍କ ମୃତ୍ୟୁ

କାମାକ୍ଷାନଗର: ଛାତି ଥରା ଦୁର୍ଘଟଣା । ଚାଲିଗଲା ୫ ଜଣଙ୍କ ଜୀବନ । ପେଟ ପୋଷିବା ଆଶାରେ ସକାଳୁ ଅଟୋରେ ସମସ୍ତେ ଘରୁ ବାହାରି ଥିଲେ । ଭୋରର ଝାପସା ଆଲୁଅରେ ଅଟୋ ଆଗକୁ ମାଡ଼ି ଚାଲିଥିଲା । ହେଲେ କିଏ ଜାଣିଥିଲା ଏମିତି ହେବ ବୋଲି । ସାମ୍ନାରୁ ଆସୁଥିବା ଏକ କୋଇଲା ବୋଝେଇ କାଳରୂପୀ ଟ୍ରକ୍ ଅଟୋକୁ…

[ଦେଖନ୍ତୁ ଭିଡିଓ] ରାତିରେ ଫୋନରେ ଭୋ ଭୋ କାନ୍ଦିଲେ, ସକାଳେ ମିଳିଲା SIଙ୍କ ମୃତଦେହ

ବାଲିଗୁଡ଼ା: ଘୁ. ଉଦୟଗିରି ଥାନା ମହିଳା SI ସ୍ୱାଗତିକା ବେହାରଙ୍କ ଆତ୍ମହତ୍ୟା ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ସ୍ୱାଗତିକାଙ୍କ ମାଆ ଓ ଭଉଣୀ ଆତ୍ମହତ୍ୟା ପଛରେ ଘୁ. ଉଦୟିଗିରି ଆଇଆଇସିଙ୍କୁ ଦାୟୀ କରି କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ତେବେ ଥାନାରେ ଏମିତି କଣ ଘଟୁଥିଲା, କାହା…

ସଂକଟରେ ସୋରେନ ସରକାର, ବସରେ ଅନ୍ୟତ୍ର ସିଫ୍ଟ ହେଲେ ବିଧାୟକ

ରାଞ୍ଚି: ସଂକଟରେ ସୋରେନ ସରକାର । ଲଗାତାର ଦ୍ୱିତୀୟ ଦିନ ବିଧାୟକଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବୈଠକ କରିବା ପରେ ସମସ୍ତ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ୍ କରାଯାଇଛି । ବସରେ ୟୁପିଏ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟ ବାହାରକୁ ନେଇଛନ୍ତି । ବିଶେଷକରି ଛତିଶଗଡ଼ ସିଫ୍ଟ…

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।…

‘ଭାରତ ଯୋଡ଼ୋ’ ପୂର୍ବରୁ କଂଗ୍ରେସକୁ ଯୋଡ଼, ଦଳ ଛାଡ଼ିବା ପରେ ରାହୁଲଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦଳ ଛାଡ଼ିବା ସହ କଂଗ୍ରେସରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି ଆଜାଦ୍ । କିନ୍ତୁ ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ, ଗୁଲାମ ନବି ଆଜାଦ ୫…

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି । ରାଉରକେଲାରେ ନବଭାରତ ଶିକ୍ଷା…

କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା…

ରାଜ୍ୟରେ କୋଭିଡରେ ଆଉ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ଆଉ ୨୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୩ ଓ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ…

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ, ‘୨୯ଟି ଫୋନରୁ ୫ଟିରେ ମାଲୱେର୍’

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ଟେକ୍ନିକାଲ୍ କମିଟି ଦ୍ୱାରା ଦାଖଲ ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଯେଉଁ ରିପୋର୍ଟରେ କୁହାଯାଇଛି, କମିଟିକୁ ୨୯ଟି ମୋବାଇଲ୍ ଫୋନ୍ ଦିଆଯାଇଥିଲା । ଯେଉଁଥିରୁ ୫ଟିରେ ମାଲୱେର୍ ରହିଛି । ତେବେ କୁହାଯାଇ ପାରିବ ନାହିଁ ଏହାଦ୍ୱାରା ତଥ୍ୟ ଚୋରି…