Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୪୨ ହଜାର ଡିସକାଉଣ୍ଟ ପରେ ବି ଗୋଟିଏ ବି ବିକ୍ରି ହେଲାନି ମାରୁତିର ଏହି କାର୍

ନୂଆଦିଲ୍ଲୀ: ଦେଶର ସଡ଼କରେ ଦୌଡ଼ୁଥିବା କାର୍ ମଧ୍ୟରେ ଅଧିକାଂଶ ମାରୁତି ସୁଜୁକିର । ଏପରିକି ଭାରତରେ ମାରୁତି ସୁଜୁକିର କାର ସର୍ବାଧିକ ବିକ୍ରି ହେଉଛି । କହିବାକୁ ଗଲେ ସ୍ୱଳ୍ପ ବଜେଟ୍ ସହ ପ୍ରଥମେ କେହି କାର୍ କିଣୁଥିଲେ ସୁଜୁକିକୁ ବାଛି ଥାନ୍ତି । କମ୍ପାନୀ ଭାରତୀୟ ବଜାରରେ ରାଜ୍ କରୁଥିବା…

ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଏକାଧିକ ବିଧାୟକଙ୍କ ସହ ‘ଆପ୍’ କରିପାରୁନି ସମ୍ପର୍କ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ଅଭିଯୋଗ ପରେ ‘ଆପ୍’ର କେତେକ ବିଧାୟକଙ୍କ ସହ ଦଳ ସମ୍ପର୍କ କରି ପାରୁନି । ଆମ୍ ଆଦମୀ ପାର୍ଟି ସୂତ୍ରରୁ ଏହି ସୂଚନା ମିଳିଛି । ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁରୁତର ସହ ନେବା ସହ ବିଧାୟକ ଦଳ ବୈଠକ ଡାକିଛନ୍ତି…

ଆସିଲା ଶ୍ୱେତା କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଇଞ୍ଜିନିୟର ଶ୍ୱେତା କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ଶ୍ୱାସରୁଦ୍ଧ ଯୋଗୁଁ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ବେକକୁ ଛାଡ଼ି ଦେଲେ ଶ୍ୱେତାଙ୍କ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ଅନ୍ୟପଟେ ପୋଲିସ ଶ୍ୱେତାଙ୍କ ବୟ…

ବିହାରରେ ବହୁମତ ପରୀକ୍ଷା ପୂର୍ବରୁ ୨୪ଟି ସ୍ଥାନରେ CBI ଚଢ଼ାଉ

ପାଟଣା: ବିହାରର ୨୪ଟି ସ୍ଥାନରେ ସିବିଆଇ ରେଡ୍ । ଚାକିରି ବଦଳରେ ଜମି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇ ରେଡ୍ କରିଥିବା ଜଣାପଡ଼ିଛି । ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ କରୀମ ଏବଂ ଫୈୟାଜ ଅହମଦଙ୍କ ବିଭିନ୍ନ ସ୍ଥାନରେ…

[ଦେଖନ୍ତୁ ଭିଡିଓ] ଏଥର ଗାନ୍ଧୀ ପରିବାର ବାହାରୁ କଂଗ୍ରେସ ଅଧ୍ୟକ୍ଷ !

ନୂଆଦିଲ୍ଲୀ: କିଏ ସମ୍ଭାଳିବ କଂଗ୍ରେସ କମାଣ । ଗାନ୍ଧୀ ପରିବାର ହାତରେ ରହିବ ଦଳର ମଙ୍ଗ ନା ଆଉ କିଏ ହେବେ କଂଗ୍ରେସ ହାଇକମାଣ୍ଡ । ଏନେଇ ଦଳରେ ମାନସମନ୍ଥନ ଚାଲିଥିବା ବେଳେ ଖୁବଶୀଘ୍ର କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ସଭାପତି । କିଏ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ସେନେଇ ଦଳର…

ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଉପକୂଳ ଓଡ଼ିଶାରେ ଝିପିଝିପି ବର୍ଷା

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ପାଗ କୋହଲା ରହିଛି । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ…

ପଡ଼ୋଶୀ ଶତ୍ରୁ ସହ ମୁକାବିଲା ପାଇଁ ଭାରତର ରଣନୀତି

ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ, ଦୁଇ ଶତ୍ରୁ । ଦୀର୍ଘ ବର୍ଷରୁ ପାକିସ୍ତାନ ଭାରତର ଶତ୍ରୁ ରହିଥିବା ବେଳେ ଚୀନ ବି ସମ୍ପର୍କ ଖରାପ କରିବାରେ ଲାଗିଛି । ୧୯୯୦ ମସିହାର ରାଜିନାମାକୁ ଉଲ୍ଲଂଘନ କରି ଚୀନ ଏଲ୍ଏସିରେ ସୈନିକ ଠୁଳ କରୁଛି । ଯାହାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ…

ଏସିଆ କପ୍ ପୂର୍ବରୁ ଭାରତକୁ ଝଟକା, ରାହୁଲ୍ ଦ୍ରାବିଡ଼ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ସେ ଏସିଆ କପ୍ ପାଇଁ ଯିବେ କି ନାହିଁ ତାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ଦଳ ଆଜି ୟୁଏଇ ଅଭିମୁଖେ ବାହାରିବ ।…

ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।…

ଟାବଲେଟ୍ ନୁହେଁ, ବାହାଘର କାର୍ଡ

ନୂଆଦିଲ୍ଲୀ: ବିବାହକୁ ନେଇ ଯୁବପିଢି଼ଙ୍କ ମଧ୍ୟରେ କ୍ରେଜ୍ ବଢ଼ୁଛି । ନୂଆ ନୂଆ ଡିଜାଇନିଂ ସାଙ୍ଗକୁ କ୍ରିଏଟିଭ୍ ଆଇଡିଆରେ ବିବାହ ସ୍ମୃତିକୁ ସମସ୍ତେ ସାଇତି ରଖିବାକୁ ଚାହୁଁଛନ୍ତି । ଗତବର୍ଷ ଆସାମର ଜଣେ ଓକିଲ ନିଆରା ବାହାଘର କାର୍ଡ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏବେ ସେମିତି ଆଉ ଏକ ନିଆରା…